ମଣିଷ ଶରୀର ପାଇଁ କେତେ ଆବଶ୍ୟକ ଧ୍ୟାନ, ଜାଣନ୍ତୁ

ଭୁବନେଶ୍ୱର: ଯୋଗ ର ସପ୍ତମ ଚରଣ ହେଉଛି ଧ୍ୟାନ । ଧ୍ୟାନ ହେଉଛି ଅନାବଶ୍ୟକ କଳ୍ପନା ବା ବିଚାରକୁ ମନରୁ ବାହାର କରି ଶୁଦ୍ଧ ବା ନିର୍ମଲା ଏବଂ ମଉନା ରହିବା । “ଧାରଣାରେ ଚିତ୍ତ ଯେଉଁ ନିର୍ଦ୍ଧିଷ୍ଟ ବିନ୍ଦୁରେ ପହଞ୍ଚେ ଏବଂ ଯଦି ନିଶ୍ଚଳ ଭାବରେ ସେଇଠି ରହିଯାଏ ବା ମଝିରେ ଅନ୍ୟ କୌଣସି ବୃତ୍ତି ଭିତରକୁ ପ୍ରବେଶ କରେନାହିଁ ସେହି ଅବସ୍ଥାକୁ ଧ୍ୟାନ କୁହାଯାଏ” । “ଅର୍ଥାତ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଥିବା ଧାରଣା […]

Continue Reading

ରାଜଧାନୀ ଛାତି ଉପରେ ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ବଢିଚାଲିଛି ଅପରାଧିକ ମାମଲା। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳର ବସଷ୍ଟାଣ୍ଡ ନିକଟରେ ଥିବା ଏକ ଢାବା ମ୍ୟାନେଜର ଜଣେ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଛାତି ଉପରେ ଅକ୍ଟୋବର ୨୫ ତାରିଖ ସନ୍ଧ୍ୟାରେ ଘଟିଛି ଏହି ଛାତିଥରା ଘଟଣା। ଅଭିଯୁକ୍ତ ମ୍ୟାନେଜର ଜଣଙ୍କ ​​ଭୁବନେଶ୍ୱରର ୟୁନିଟ୍ -୩ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାମ ସୁକାନ୍ତ ନାୟକ ବୋଲି ସୂଚନା ମିଳିଛି। ପୋଲିସର ସୂଚନାନୁଯାୟୀ, ଏହି ଗରିବ […]

Continue Reading

ଆଜି ବିଜୟାଦଶମୀ; ଅଧର୍ମ ଉପରେ ହେବ ଧର୍ମର ବିଜୟ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଉତ୍ସବ। ଆଜିର ଏହି ପଵିତ୍ର ଦିନ ବିଜୟାଦଶମୀ ନାମରେ ଜଣା। ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ପରିସ୍ଥିତି ସାମାନ୍ୟ ଥିଲେ ରାଜ୍ୟବ୍ୟାପୀ ମହା ଆନନ୍ଦ ଉଲ୍ଲାସରେ ବିଜୟାଦଶମୀ ଉତ୍ସବ ପାଳନ ହୋଇଥାନ୍ତା। ସକାଳୁ ସକାଳୁ ପୂଜାମଣ୍ଡପ ଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତା। ତଥାପି ମଧ୍ୟ ବିନା ଭକ୍ତରେ ମଣ୍ଡପ ଗୁଡିକରେ ପାରମ୍ପରିକ ରୀତିନୀତି […]

Continue Reading

କଳାକାର ମାନେ ଭିକାରିଙ୍କ ସହ କରିଲେ ଏପରି ବ୍ୟବହାର, ଜାଣିଲେ ଆପଣ ବି…

ବଲିଉଡର କଳାକାରଙ୍କ ପାଖରେ ପଇସାର କିଛି ଅଭାବ ନଥାଏ I କାରଣ ବଲିଉଡରେ ଗୋଟେ ଫିଲ୍ମ ପାଁଇ ସେମାନେ କୋଟି କୋଟି ଟଙ୍କା ପାଇଥାନ୍ତି I ହେଲେ ପାଖରେ ପଇସା ଥିଲେ ସବୁ କିଛି ସମ୍ଭବ ନଥାଏ I ପଇସା ସହ ମଣିଷର ହୃଦୟ ବି ବଡ଼ ହେବା ଉଚିତ I ଏହା ସହ ଆଜି ଆମେ ଦେଖିବା ବଲିଉଡର ଏହି କଳାକାର ମାନେ କିପରି ଗରିବ ଓ ଭିକାରି ଲୋକଙ୍କ ସହ ବ୍ୟବହାର କରିଥାନ୍ତି I […]

Continue Reading

ମଶାଙ୍କର ଜନ୍ମ ନିୟନ୍ତ୍ରଣ ଲାଗି ଔଷଧ ତିଆରି କରୁଛନ୍ତି ଆମେରିକୀୟ ବୈଜ୍ଞାନିକ

ୱାସିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ମଶା ସାରା ବିଶ୍ୱର ଘାତକ କୀଟମାନଙ୍କ ମଧ୍ୟରୁ ଗୋଟିଏ। ମଶା ଦାଉରୁ ରକ୍ଷା ପାଇବା ଲାଗି ଆମେ ବିଭିନ୍ନ ପନ୍ଥା ଅବଲମ୍ବନ କରିଥାଉ। ହେଲେ ଆପଣ କ’ଣ ଜାଣନ୍ତି କି ଆମେରିକୀୟ ବୈଜ୍ଞାନିକମାନେ ଏବେ ଏକ ନୂଆ ଔଷଧ ତିଆରି କରୁଛନ୍ତି। ଏହାର ପ୍ରୟୋଗରେ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗରୁ ମଧ୍ୟ ରକ୍ଷା ମିଳିବ। ଆମେରିକୀୟ ବୈଜ୍ଞାନିକମାନେ ମଶାମାନଙ୍କ ପାଇଁ ଏଭଳି ଏକ ପ୍ରୋଟିନ୍‌ ପ୍ରସ୍ତୁତ କରିଛନ୍ତି, ଯାହାର ପ୍ରୟୋଗ […]

Continue Reading

ଭାରତଠାରୁ ପାକିସ୍ତାନ ଭଲ କୋଭିଡ ମୁକାବିଲା କରିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଇଏମଏଫଙ୍କ ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ରସରକାର ଉପରେ ବର୍ଷିଛନ୍ତି । ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୧୦.୩ ପ୍ରତିଶତ ତଳକୁ ଖସିବାକୁ ଥିବା ବେଳେ, ଆଇଏମଏଫର ଆକଳନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି- ଏହା ସରକାରଙ୍କ ଅନ୍ୟ ଏକ ‘ଦୃଢ଼ ସଫଳତା’ । ବାଂଲାଦେଶ, ମିଆଁମାର, ନେପାଳ, ଚୀନ୍, ଭୁଟାନ, ପାକିସ୍ଥାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ଭାରତ ପାଇଁ ୨୦୨୦-୨୧ ପାଇଁ ଆଇଏମ୍ଏଫ୍ ଅଭିବୃଦ୍ଧି ଆକଳନ କରିଥିବା ଏକ ଚାର୍ଟକୁ […]

Continue Reading

ଓଡ଼ିଶା ବିକାଶରେ ନବୀନ ପଟ୍ଟନାୟକ ଏକ ମାଇଲ ଖୁଣ୍ଟ

ଭୁବନେଶ୍ୱର: ରାଜ୍ୟରେ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଜଣେ ବ୍ୟକ୍ତି ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶା ଦୃଶ୍ୟପଟରେ ଅଚାନାକ ଆର୍ବିଭାବ ହୋଇଥିଲେ । ସେତେବେଳେ ଓଡ଼ିଶାବାସୀ ତାଙ୍କୁ ଏତେ ଚିହ୍ନିନଥିଲେ । ସେ ବି ବୋଧେ ଓଡ଼ିଶାକୁ ଭଲଭାବେ ଜାଣିନଥିଲେ । ଏହାରି ଭିତରେ ବିତିଯାଇଛି ୨୦ ବର୍ଷ । ଏହି ସମୟ ଭିତରେ ସାଢ଼େ ଚାରି କୋଟି ଓଡ଼ିଆ ତାଙ୍କର ପରିବାର ପାଲଟି ଯାଇଛନ୍ତି । ସେମାନଙ୍କ ଖୁସିରେ […]

Continue Reading

ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବ୍ରଜରାଜନଗର: ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ଏବେ ସେ ବିଳାସପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟ ଅନୁପଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ । ଦୁଇ ମାସ ଜାମିନରେ ବାହାରିବା ପରେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାୟଗଡ଼ ଜିଲ୍ଲାରେ ଘଟିଥିବା ଡବଲ୍ ମର୍ଡର ମାମଲାରେ ଅନୁପ ସାଏଙ୍କୁ […]

Continue Reading

ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌‌ରେ ରବିବାର ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହୋଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଲିଗ୍ ମ୍ୟାଚରେ ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଡେଭିଡ୍ ଓ୍ଵାର୍ନରଙ୍କ ନେତୃତ୍ୱରେ ହାଇଦ୍ରାବାଦ୍ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୫୮ ରନ୍ କରିଛି । ଫଳରେ ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି । ମନୀଷ ପାଣ୍ଡେ (୫୩) […]

Continue Reading

ଭୁବନେଶ୍ୱରରେ ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ରେଳ ଷ୍ଟେସନ୍ ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି) ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ପରବର୍ତ୍ତୀ ସମୟରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ ଏଟିଏମକୁ କାଟି ପାଖାପାଖି ୨୭ ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ଅନ୍ୟପକ୍ଷରେ ଆଜି ସକାଳେ […]

Continue Reading