ଅବପାତର ରୂପ ନେଲା ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉପେର ଏହା ରହିଛି । ଆସନ୍ତା ୨୪ ଘଂଟା ଭିତରେଏହା ତୀବ୍ର ଅବପାତରେ ରୂପ ନେବାକୁ ଯାଉଥିବା ଆକଳନ କରିଛି ପାଣିପାଗ ବିଭାଗ । ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ବିଶାଖାପାଟଣା ଠାରୁ ଏହା ୪୩୦ କିଲୋମଟିର ଦୁରରେ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏପଟେ ଆଜିଠୁ ଦକ୍ଷିଣ ଓ ଉପକୂଳ […]

Continue Reading

ଗ୍ରାସିମ ପ୍ଲାଣ୍ଟର ଷ୍ଟିମ ପାଇପ୍ ଫାଟିବା ଘଟଣା, ଆଉ ଜଣେ ମୃତ

ଗଞ୍ଜାମ: ଗଂଜାମ ଜିଲ୍ଲାର ଗ୍ରାସିମ ପ୍ଲାଂଟରେ ଷ୍ଟିମ୍ ପାଇପ ଫାଟିବା ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଇଂଜିନିୟର ଅଭିଷେକ ପାଲ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପିଛି । ଏହାକୁ ମିଶାଇ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୨ରେ ପଂଚିଛି । ପୂର୍ବରୁ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇସାରିଛି । ଗତ ୫ଦିନ ତଳେ ଗ୍ରାସୀମ ଇଣ୍ଡଷ୍ଟ୍ରୀରେ ପାଇପ ବେଲ୍ […]

Continue Reading

ମାତିଲେ ମାଓବାଦୀ, ଟିଆର୍‌ଏସ୍ ନେତାଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଟି.ଆର.ଏସ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ଲାଲ୍ ବାହିନୀ । ମାଲକାନଗିରି-ତେଲେଙ୍ଗାନା ସୀମାନ୍ତ ମୁଲୁଗୁ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ମାଓ ହିଂସା । ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଟିଆରଏସ ନେତା ହେଲେ ଭେଙ୍କଟପୁରମ ଥାନା ଅନ୍ତର୍ଗତ ଅଲୁବକା ଗାଁର ଟି.ଆର.ଏସ ନେତା ଏମ. ଭିମେଶ୍ୱର ରାଓ । ଶନିବାର ବିଳମ୍ବିତ ରାତିରେ ଛଅ ଜଣ ସଶସ୍ତ୍ର ନକ୍ସଲ ଭିମେଶ୍ୱର ରାଓଙ୍କ ଘରେ ପଶିଥିଲେ । […]

Continue Reading

ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ରୋଗୀଣା ସ୍ତ୍ରୀକୁ ପୁରୀରୁ ଆଣିଲେ କଟକ

କଟକ: ପୁରୀ ଜିଲ୍ଲା ସାକ୍ଷୀଗୋପଳରୁ କଟକ ସହର । ପାଖାପାଖି ୯୦ କିଲୋମିଟର । ବାଇକ୍ କିମ୍ବା ବସ୍‌ରେ ଗଲେ ୩ରୁ ୪ ଘଂଟା ଲାଗିବ । ଆଉ ଟ୍ରଲିରେ ଯଦି ଜଣେ ଲୋକଙ୍କୁ ବୋହି ଏତେ ଦୂର ନିଆଯାଏ ଆପଣ ଅନୁମାନ କରିପାରୁଥିବେ କେତେ ଘଂଟା ଲାଗିପାରେ । ଟ୍ରଲି ଉପରେ ଯନ୍ତ୍ରଣାରେ ଝଟପଟ ହେଉଥିବା ରୋଗୀଣା ସ୍ତ୍ରୀକୁ ଟାଣି ଟାଣି ସାକ୍ଷୀଗୋପଳରୁ କଟକ ନେଇଛି ଜଣେ ବୃଦ୍ଧ ସ୍ୱାମୀ । ଲଗାତାର ୮ରୁ ୧୦ […]

Continue Reading

ସୁଶାନ୍ତ ସିଂଙ୍କ ମୃତ୍ୟୁ କୌଣସି ଜାତୀୟ ସୁରକ୍ଷା ପ୍ରସଙ୍ଗ ନୁହେଁ; ଅନୁପ ଜଲୋଟା

ମୁମ୍ବାଇ: ଜଣାଶୁଣା ଗାୟକ ତଥା ଭାରତୀୟ ଜନତା ପାର୍ଟିର ସଦସ୍ୟ ଅନୁପ ଜାଲୋଟା କହିଛନ୍ତି ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ଜାତୀୟ ପ୍ରସଙ୍ଗ ଭାବେ ଦେଖାଯାଉଛି, କିନ୍ତୁ ଏହା ଜାତୀୟ ପ୍ରସଙ୍ଗ ନୁହେଁ। ଏହି ମାମଲା ଲୋକଙ୍କ ଭାବନା ସହିତ ଜଡିତ ଏବଂ ଲୋକମାନେ ଅଦାଲତର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍। ଅନୁପ ଜାଲୋଟା ଗଣମାଧ୍ୟମକୁ କହିଛନ୍ତି, “ସୁଶାନ୍ତ ସିଂ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ମାମଲା ଜାତୀୟ ପ୍ରସଙ୍ଗ ଭାବରେ ଉପସ୍ଥାପିତ […]

Continue Reading

SI ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା: ୪୫ ଗିରଫ

ଆସାମ: ଆସାମରେ ଏସ୍‌ଆଇ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥିସହ ୫ କୋଟି ୨୮ ଲକ୍ଷ ଟଙ୍କା ଜବତ କରିଛି ଆସାମ ପୋଲିସ । ଅଭିଯୁକ୍ତଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଡକୁମେଂଟ ଏବଂ ଡିଜିଟାଲ ପ୍ରମାଣ ପତ୍ର ଜବତ ହୋଇଛି । ପ୍ରଶ୍ନପତ୍ର ଲିକ୍‌ର ମୁଖ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆସାମ ପୋଲିସ କହିଛି ।

Continue Reading

ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା: ସିସିଟିଭି ଯାଂଚରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: କେମିତି ହେଲା ରାଜଧାନୀ ରାଜଭବନ ନିକଟରେ ପେଟ୍ରୋଲ ପମ୍ପ ବିସ୍ଫୋରଣ । ବିସ୍ଫୋରଣ ସମୟରେ ଟାଙ୍କି ପାଖରେ କେତେ ଜଣ ଥିଲେ । ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ କ୍ୟାପିଟାଲ ଥାନାରେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପରୁ ଉଦ୍ଧାର ହୋଇଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିଛନ୍ତି। ଏହି ଫୁଟେଜ୍‌ରୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ଭାଲ୍‌ଭ ଖୋଲାଯିବା ସମୟରେ ହିଁ ଅଗ୍ନିସଂଯୋଗ ହୋଇଥିବା ସ୍ପଷ୍ଟ ହୋଇଛି।  ବିସ୍ଫୋରଣ ପୂର୍ବରୁ ପେଟ୍ରୋଲ ପମ୍ପର ଏଲ୍‌ପିଜି […]

Continue Reading

ଉତ୍ତରପ୍ରଦେଶ କନ୍ନୌଜରେ ଯୁବ-କୃଷକଙ୍କୁ ଗୁଳିମାରି ହତ୍ୟା

କନ୍ନୌଜ: ଶୁକ୍ରବାର ଦିନ ସାଦର ଅଞ୍ଚଳର ତହସିପୁର ଗ୍ରାମରେ ଜଣେ ୨୩ ବର୍ଷୀୟ ଚାଷୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତା ଚନ୍ଦ୍ର କିଶୋର ରାଜପୁତ ତାଙ୍କ କ୍ଷେତରେ ଥିବାବେଳେ ତାଙ୍କୁ କେହି ଗୁଳି କରି ହତ୍ୟା କରିଥିବା ଗୁରୁବାର ଦିନ ପୋଲିସ କହିଛି । ପୋଷ୍ଟ ମର୍ଟମ ପାଇଁ ଚାଷୀଙ୍କ ମୃତଦେହ ପଠାଯାଇଥିଲା ଏବଂ ଘଟଣାର ତଦନ୍ତ ଚାଲିଛି ବୋଲି ପୋଲିସ କହିଛି। ଏହି ସଂପର୍କରେ ଏପର୍ଯ୍ୟନ୍ତ କୋୖଣସି ଗିରଫଦାରୀ ହୋଇନାହିଁ। କନ୍ନୌଜ ବିଜେପି ସାଂସଦ […]

Continue Reading

ରାଜସ୍ଥାନରେ ପୂଜାରୀଙ୍କୁ ଜୀଅନ୍ତା ଜାଳି ହତ୍ୟା

ଜୟପୁର: ରାଜ୍ୟ ରାଜଧାନୀ ଜୟପୁର ଠାରୁ ୧୭୭ କିଲୋମିଟର ଦୂରରେ ଥିବା ରାଜସ୍ଥାନର କରୌଲି ଜିଲ୍ଲାର ଜଣେ ପୂଜାରୀଙ୍କୁ ଜମି ବିବାଦକୁ ନେଇ ଜୀଅନ୍ତା ଜାଳିଦିଆଯାଇଛି । ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରି ପରେ ଜୀଅନ୍ତା ଜଳେଇଦେବାପରେ ତାଙ୍କର ମୃତ୍ୟୁ ଘଟିଛି। ପୂଜାରୀଙ୍କର ପ୍ରାୟ ତେରଟି ବଡ (ପ୍ରାୟ ୫.୨ ଏକର) ଜମି ଥିଲା ଯାହାକି ଜିଲ୍ଲାର ଏକ ଗ୍ରାମରେ ଥିବା ରାଧା କୃଷ୍ଣ ମନ୍ଦିର ଟ୍ରଷ୍ଟର ଥିଲା । କିନ୍ତୁ ଏହି ଜମି ମୁଖ୍ୟ ପୂଜାରୀଙ୍କୁ […]

Continue Reading

ପୂଜା ଛୁଟି ପରେ ଖୋଲିବ କଲେଜ!

ଭୁବନେଶ୍ୱର : ଦୁର୍ଗାପୂଜା ଛୁଟି ପରେ ରାଜ୍ୟରେ ଖୋଲିପାରେ କଲେଜ। ରାଜ୍ୟ ସରକାର କଲେଜ ଖୋଲିବା ନିଷ୍ପତ୍ତି ନେବେ। ଶୁକ୍ରବାର ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି। କରୋନା ପାଇଁ ଦୀର୍ଘ ୭ ମାସ ଧରି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଥିପାଇଁ ପିଲାଙ୍କ ପାଠପଢ଼ା ବିଶେଷ ଭାବରେ ପ୍ରବାଭିତ ହୋଇଛି। ଏବେ କରୋନାର କାୟାରେ ସାଧାରଣ ପରିବର୍ତ୍ତନ ଆସିବା ପରେ ଏବେ ସରକାର ପିଲାଙ୍କ ଶିକ୍ଷା ପାଇଁ ସ୍କୁଲ କଲେଜଗୁଡ଼ିକୁ […]

Continue Reading