କଟକ ଏନଏଚ-୧୬ରେ ଥିବା ନଦୀ ପୋଲରେ ଗାଡି ଚଳାଚଳ ଉପରେ କଟକଣା

କଟକ: ସେପ୍ଟେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଏନଏଚ-୧୬ରଥରେ ଥିବା ବ୍ରିଜ୍‌ ଉପ‌େ‌ର ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ୬ ଦିନ ଦିନ ୧୧ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଉକ୍ତ ବ୍ରିଜ୍‌ ଉପରେ ଯାନବାହନ ଚଳାଚଳ କରିବା ନେଇ କମିସନରେଟ୍‌ ପୁଲିସ ପକ୍ଷରୁ କଟକଣା କରାଯିବା ସହିତ ଡାଇଭରସନ୍ କରାଯିବ ବୋଲି ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ଏକ ନିର୍ଦେଶନାମା ଜାରି କରିଛନ୍ତି। ଜାତୀୟ ରାଜପଥ ନଂ-୧୬ର ‌ଦ୍ବୖେତନଗରୀରେ ଭୁବନେଶ୍ବରରୁ କଟକ ଯିବା ବେଳେ […]

Continue Reading

ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ମୌସୁମୀ ଅଧିବେଶନ ବଏକଟ୍ କଲେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ହଙ୍ଗାମା ଭିତରେ ରାଜ୍ୟସଭାରେ ପାସ୍ ହେଲା ତୃତୀୟ କୃଷି ବିଲ୍ । ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ-୨୦୨୦ ରାଜ୍ୟସଭାରେ ପାରିତ ହୋଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ଶସ୍ୟ, ଡାଲି, ତେଲ ମଂଜି, ଖାଇବା ତେଲ, ପିଆଜ ଏବଂ ଆଳୁ ହଟାଇବାକୁ ନେଇ ଆଗତ ହୋଇଥିବା ବିଲ୍କୁ ରାଜ୍ୟସଭାରେ ଅନୁମୋଦନ ମିଳିଛି । ଗତ ୧୫ ସେପ୍ଟେମ୍ବରରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା । ଏହାପୂର୍ବରୁ ଦୁଇଟି ବିଲ୍ ରବିବାର ରାଜ୍ୟସଭାରେ ପାରିତ […]

Continue Reading

ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଏକ ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମୁନା ପଞ୍ଚାୟତର ମାୟାବାହାଲ ଗ୍ରାମର ସଂଜୁ ମାଝିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ସବଡେଗାର ଟୁଙ୍ଗରିପଡ଼ାର ଶ୍ରୀକାନ୍ତ ପ୍ରଧାନ ନାମକ ଜଣେ ବିବାହିତ ଯୁବକ ସଂଜୁଙ୍କୁ ପ୍ରେମଜାଲରେ ଫସାଇ ଗର୍ଭବତୀ କରିଥିଲେ। ଗତକାଲି କୌଣସି କଥାକୁ […]

Continue Reading

ସଂସଦ ଢାଞ୍ଚାରେ ବିଧାନସଭା ଅଧିବେଶନ, ୪ ଫୁଟ ଦୂରତାରେ ବସିବେ ବିଧାୟକ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ଏଥରର ବିଧାନସଭା । ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ । ତେବେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ ଓ କଲିଂ ଆଟେନସନ ରହିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ ବିଧାୟକ ମାନେ ୪ ଫୁଟ ଦୂରତାରେ ବସିବେ । ୧୪୫ଟି ସିଟ୍ ପ୍ରସ୍ତୁତ ରଖାଯାଇଛି । ଦର୍ଶକ ଗ୍ୟାଲେରୀରେ ମଧ୍ୟ ବସିହେବ । ବାଚସ୍ପତିଙ୍କ ସୂଚନା ଅନୁସାରେ, ସଂସଦ ଭଳି ବିଧାନସଭାରେ ବିଧାୟକଙ୍କ ସିଟ୍ […]

Continue Reading

ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ ଓ ଚେନ୍ନାଇ ଲଢେଇ

ସାରନା: ଆଇପିଏଲ୨୦୨୦ର ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ । ଉଦଘାଟନୀ ମ୍ୟାଚର ବିଜେତା ଚେନ୍ନାଇ ସୁପରକିଙ୍ଗସ୍ ସହ ରାଜସ୍ଥାନ ରୟାଲ୍ସର ମ୍ୟାଚ୍ ଜୋରଦାର ହେବ ବୋଲି କ୍ରିକେଟ ପ୍ରେମୀଙ୍କ ଆଶା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସରେ ଦୁଇ ପ୍ରମୁଖ ଖେଳାଳି ବେନ ଷ୍ଟୋକସ୍ ଓ ଜୋସ୍ ବଟଲର ଆଜି ଖେଳିବେ ନାହିଁ । ତେଣୁ ସେମାନଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ଚ୍ୟାଲେଂଜ ସୃଷ୍ଟି […]

Continue Reading

୨୫ ଯାଏଁ ପ୍ରବଳ ବର୍ଷା, ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷିବ । ଆଜି ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୨୩ ତାରିଖ ସକାଳ ପର‌୍ୟ୍ୟନ୍ତ ଝାରସୁଗୁଡା ଓ ସୁନ୍ଦରଗଡରେ କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହି ଦୁଇଟି ଜିଲ୍ଲାକୁ ଆଚଂଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆସନ୍ତାକାଲି ସକାଳ ୮ଟା ୩୦ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ଦୁଇ […]

Continue Reading

ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା ଚଳନ୍ତା କାର୍

ମାଲକାନଗିରି: ରାସ୍ତା ଉପରେ ହୁ ହୁ ହୋଇ ଚଳିଗଲା ଚଳନ୍ତାକାର । ମାଲକାନଗିରି ସ୍ଥିତ ଏମଭି ୧୬ ଗା ନିକଟରେ ୩୨୭ ନଂବର ଜାତୀୟ ରାଜପଥରେ ଘଟିଛି ଏପରି ଘଟଣା । କାରଟି ଜାତୀୟ ରାଜପଥରେ ଯାଉଥିବା ବେଳେ କାରରେ ହଠାତ୍ ନିଆଁ ଲାଗି ଯାଇଥିଲା । ଆଉ ନିଆଁ ଦେଖି ଚାଳକ ଏଥିରୁ ବାହାରି ଯାଇଥିଲେ । କାରରୁ ଓହ୍ଲାଇ ପଡିଥିଲେ ସମସ୍ତ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Continue Reading

ସଦ୍‌ଗୁରୁ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର, କୋଭିଡ ହସ୍ପିଟାଲରେ ଚାଲିଛି ଅଗ୍ନି ନିରାପତ୍ତା ଯାଂଚ

ଭୁବନେଶ୍ୱର: କଟକ ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର । ଟ୍ୱିନସିଟି କୋଭିହ ହସ୍ପିଟାଲରେ ଆରମ୍ଭ ହେଲା ଯାଂଚ । କୌଣସି ପ୍ରକାରର ଦୁର୍ଘଟଣା ଏଡାଇବାକୁ ଦ୍ୱୈତନଗରୀର ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଂଚ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମ ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମକଡ୍ରିଲ । ଏହାପରେ ଦିନ କିମ୍ସ କୋଭିଡ ହସ୍ପିଟାଲ ଏବଂ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଏହି ମକଡ୍ରିଲ କରାଯିବ […]

Continue Reading

ଡବଲ ମର୍ଡର, ଘରେ ପଶି ଦମ୍ପତିଙ୍କୁ ହତ୍ୟା

ସୁନ୍ଦରଗଡ: ଘରେ ପଶି ଦମ୍ପତିଙ୍କୁ ହତ୍ୟା କଲା ଦୁର୍ବୃତ୍ତ । ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗାଁରେ ଘଟିଛି ଡବଲ ମର୍ଡର। ପାରୁ ମୁଣ୍ଡା ଏବଂ ମଦପାଲି ମୁଣ୍ଡାଙ୍କୁ ଘରେ ପସି କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ପୁଅ ସମା ମୁଣ୍ଡା କେ.ବଲାଙ୍ଗ ଥାନାରେ ଏତଲ ଦେଇଛନ୍ତି । ପୋଲିସ ଓ ସାଇଂଟିକଫିକ୍ ଟିମ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି […]

Continue Reading

ଖଣ୍ଡା ଦେଖାଇ ଲୁଟିନେଲେ ଦେଢ଼ ଲକ୍ଷ

ଗଞ୍ଜାମ: ଦୋକାନରେ ପଶି ଖଣ୍ଡା ଦେଖାଇ ଲୁଟ୍ । ଗଂଜାମ ଜିଲ୍ଳା କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ ଘଟିଛି ଏଭଳି ଘଟଣା । ଦିନ ଦ୍ୱିପହରେ ଏକ ଲୁଗା ଦୋକାନରେ ପଶି ଖଣ୍ଡା ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏହି ଲୁଟ୍‌ର ପୁରା ଘଟଣା ସିସିଟିଭିରେ କଏଦ୍ ହୋଇଛି । ଗତକାଲି ଦିନ ପ୍ରାୟ ସାଢ଼େ ୩ଟା ବେଳେ ଲୁଗା ଦୋକାନ ଭିତରେ ଗ୍ରାହକ ସାଜି ଦୁଇ ଲୁଟେରା ପଶିଥିଲେ । […]

Continue Reading