ଦଳ ଛାଡିବାର ପ୍ରଶ୍ନ ଉଠୁନି: ରବିନ୍ଦ୍ର ଜେନା

ବାଲେଶ୍ୱର: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା । କହିଛନ୍ତି ନିଜ ପାଇଁ ଆଉ ମାଗିବେନି ଭୋଟ୍ । ଏପରିକି ଗତ ଜାନୁଆରୀ ମାସରୁ ସେ ଏନେଇ ଘୋଷଣା କରିସାରିଥିବା ସୂଚନା ଦେଇଛନ୍ତି । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ସେ ପ୍ରବଳ ଦାବିଦାର ଥିବା ଚର୍ଚ୍ଚା ହେଉଥିଲା । ଏପିରିକି ତିନିତିନି ଥରର ବିଧାୟକ ଜୀବନ ପ୍ରଦୀପ ଦାସ ଗୋଷ୍ଠୀ ସହ ରବି ଜେନା ଗୋଷ୍ଠୀର ଛକାପଂଝା […]

Continue Reading

ରିୟାଙ୍କୁ ମିଳିଲାନି ବେଲ, ବାଧକ ସାଜିଲା ବର୍ଷା

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚିନ୍ତା । ଆଜି ମିଳିବନି ରିୟାଙ୍କୁ ବେଲ୍ । ବାଧକ ସାଜିଲା ବର୍ଷା । ଲିଉଡ ଡ୍ରଗ୍ସ ଲିଙ୍କରେ ଗିରଫ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଆଜି ଜାମିନ ଶୁଣାଣି ବମ୍ବେ ହାଇକୋର୍ଟରେ ଥିଲା । ତେବେ ଏହି ଶୁଣାଣିକୁ ଆଜି କୋର୍ଟ ଘଂଚାଇ ଦେଇଛନ୍ତି । ଫଳରେ ଆଜି ବି ଜେଲ୍‌ରେ କଟିବ ରିୟାଙ୍କ ରାତି । ଆସନ୍ତା କାଲି ରିୟାଙ୍କୁ ବେଲ୍ […]

Continue Reading

୪ ଦିନ ହେଲା ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ

ରାଜନଗର: ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ । ଦୀର୍ଘ ୪ ଦିନ ହେବ ଉଭୟଙ୍କ ମୃତଦେହ ପଡିଛି ରହିଛି । ଗ୍ରାବବାସୀ ଶବସତ୍କାର କରୁନଥିବାରୁ ସେଥିରୁ ଦୁର୍ଗନ୍ଧ ମଧ୍ୟ ବାହାରିଲାଣି । ଅଭିଯୁକ୍ତକୁ ଗିରଫ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଚଂଳରେ ମହୁଲିଆ ମାଣପଡ଼ାରେ । ତେବେ କେଉଁ ପରିସ୍ଥିତିରେ ମା’-ଝିଅଙ୍କ ମୃତ୍ୟୁ ହୋଇଛି ସେ ନେଇ ରାଜନଗର ପୋଲିସ ତଦନ୍ତ […]

Continue Reading

ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ପ୍ରତିଦିନ ୯୦ ହଜାରୁର ଏକ ଲକ୍ଷ ପର୍ଯ୍ୟନ୍ତ ନୂଆ ମାମଲା ଆସଛି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ଆଜି ମୋଦୀ ମହାମାରୀ କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେବେ। ଏହି ୭ […]

Continue Reading

ମୃତକଙ୍କ ହେବନି କରୋନା ପରୀକ୍ଷା

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ହେବନି କୋଭିଡ ଟେଷ୍ଟ । ମୃତକଙ୍କ କରୋନା ପରୀକ୍ଷା ନକରିବା ଲାଗି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଅଯଥାରେ ମୃତଦେହ ହସ୍ତାନ୍ତରରେ ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ । ଏଥିସହ ଯେଉଁ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଂଟା ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ […]

Continue Reading

OJEE ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର: ଚଳିତ ବର୍ଷ ଓଜେଇଇ ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ । ଏଥିପାଇଁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ରଖାଯାଇଛି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍ ଫି’ ଜମା ପାଇଁ ଡେଡଲାଇନ୍ ରହିଛି । www.ojee.nic.in ଓ www.ojee.nic.inରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ମୋଟ […]

Continue Reading

ଡ୍ରଗ୍ସ ଜାଲରେ ବଲିଉଡ ନାୟିକା: ଅଭିଯୋଗ ପରେ ମୁହଁ ଖୋଲିଲେ ଦିୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଅନେକ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଏହା ମଧ୍ୟରେ ଡ୍ରଗ୍ସ ମାମଲାରେ ଏନସିବିର ରାଡାରରେ ଦୀୟା ମିର୍ଜାଙ୍କ ନାମ ଥିବା ଖବର ସାମ୍ନାକୁ ଆସିଛି। ତାଙ୍କୁ ଜେରା ପାଇଁ ଡକାଯାଇପାରେ ବୋଲି କୁହାଯାଉଛି। ସେପଟେ ଡ୍ରଗ୍ସ ଲିଙ୍କରେ ଦିୟାଙ୍କ ନାଁ ଆସିବା ପରେ ସେ ମୁହଁ […]

Continue Reading

ପାଞ୍ଚଶହ ଲିଟର ଦେଶୀ ମଦ ଜବତ, ୧ ଗିରଫ

ଅନଗୁଳ : ଅନଗୁଳ ଥାନା ଅନ୍ତର୍ଗତ ଜରାସିଂଗା ଗ୍ରାମ ନିକଟରେ ପାଞ୍ଚଶହ ଲିଟର ଦେଶୀ ମଦ ଜବତ ସମେତ ୧ ଗିରଫ ହୋଇଛି l ଘଟଣାରୁ ପ୍ରକାଶ ଯେ ଢେଙ୍କାନାଳ ଜିଲ୍ଲା ଆମ୍ବପଳାସ ଠାରୁ OD-05k-7213 ଏକ ବୋଲେରୋ ଗାଡି ଯୋଗେ ପାଞ୍ଚଶହ ଲିଟର ଚୋରା ଦେଶୀ ମଦ ସହ ଅନଗୁଳ ଆଡକୁ ଆସୁଥିଲା l ଅବକାରୀ ବିଭାଗ କୈଣସି ସୂତ୍ରରୁ ସୂଚନା ପାଇ ପୁରୁଣା ଜରାସିଂଗା ନିକଟରେ ମୋବାଇଲ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରିଙ୍କ ନେତୃତ୍ୱରେ […]

Continue Reading

ଓଙ୍କାର ଟିଭି ଚେୟାରମ୍ୟାନଙ୍କ ଦେହାନ୍ତ

କେନ୍ଦ୍ରାପଡା : ଏଲଆଇସି ମୁଖ୍ୟ ମାର୍ଗଦର୍ଶକ ଅର୍ଥାତ ତୁଳସୀକ୍ଷେତ୍ର ସାପ୍ତାହିକ ଖବରକାଗଜର କାର୍ଯ୍ୟ ନିର୍ବାହୀ ସମ୍ପାଦକ, ଓଁକାର ଟିଭି ଚେୟାରମ୍ୟାନ , କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ପୂଜକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପ୍ରେଟିଭି ସୋସାଇଟିର ମୁଖ୍ୟ ଜୀବନ ବୀମା ପରାମର୍ଶଦାତା କମଳକାନ୍ତ ସୁଆରଙ୍କ କରୋନାରେ ପରଲୋକ । ତାଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ହେବା ସହ ଶ୍ବାସ ନେବାରେ କଷ୍ଟ ଅନୁଭବ […]

Continue Reading

ପ୍ରେମାନନ୍ଦଙ୍କ ପରେ ଆଖି ବୁଝିଲେ ସ୍ତ୍ରୀ

ପୁରୀ: ସ୍ୱାମୀଙ୍କ ମୃତ୍ୟୁକୁ ୪୮ ଘଣ୍ଟା ନପୁରୁଣୁ ଚାଲିଗଲେ ସ୍ତ୍ରୀ। ୨ ଦିନ ତଳେ ଆଖି ବୁଜିଥିଲେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର। ଆଜି ତାଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କର କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ପରିବାର ତରଫରୁ ମିଳିଥିବା ସୂଚନାନୁଯାୟୀ, ବିନୋଦିନୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସ୍ୱାମୀ ପ୍ରେମାନନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି […]

Continue Reading