ସାବୁନ ବୋଝଇ ଟ୍ରକ ଦୃଘଟଣା, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ଗୋଡଭଙ୍ଗା ଘାଟୀରେ ମଧ୍ୟ ରାତ୍ରିରେ ସାବୁନ ବୋଝେଇ UP-20T 0095 ନମ୍ବର ବିଶିଷ୍ଟ ୧୨ ଚକିଆ ଟ୍ରକ ହରିଦ୍ବାରରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ହେଲପର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୋଡଭଙ୍ଗା ଘାଟୀ ଅଣଓସାରିଆ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ଏହି ରାସ୍ତା ଦେଇ କଲିକତା ଅଭିମୁଖେ ପ୍ରତ୍ୟକ ଦିନ […]

Continue Reading

ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର,ଢେଙ୍କାନାଳ, ଯାଜପୁର, କଟକ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକରେ ବିଭାଗ ପକ୍ଷରୁ ଦିନ ୧୦ ଟା […]

Continue Reading

ପୁଲୱାମାରେ ଗୁଳିବିନିମୟ; ୨ ଯବାନ ଆହତ

ପୁଲୱାମା: କାଶ୍ମୀରର ପୁଲୱାମା ଜିଲ୍ଲାରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସୁରକ୍ଷାବଳର ୨ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ଜାମ୍ମୁ କାଶ୍ମୀରର ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କାକାପୋରାର ମାରୱାଲ ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବାପରେ ପୋଲିସର ଏକ ମିଳିତ ଟିମ୍, ସେନାର ୫୦ RR ଏବଂ CRPFର ଏକ କର୍ଡନ ସର୍ଚ୍ଚ ଅପରେସନ ଆରମ୍ଭ […]

Continue Reading

ଦେଶରେ ୫୦ ଲକ୍ଷ ପାଖାପାଖି ପହଞ୍ଚିଲା କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ଗତକାଲି ୪ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର । ଗତ ୨୪ ଘଣ୍ଟାରେ ଦେଶରେ ୧,୦୫୪ […]

Continue Reading

ପିଆଜ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ପିଆଜ ଦର । ବର୍ଦ୍ଧିତ ଦରକୁ ଦୃଷ୍ଟିରେ ରଖି ପିଆଜର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଦେଶ ବାହାରକୁ ପିଆଜ ରପ୍ତାନୀ ଉପରେ ରୋକ ଲଗାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ । ଲଗାଣ ବର୍ଷା ଓ ପରେ ବନ୍ୟା କାରଣରୁ ଚଳିତ ଥର ପିଆଜ ଚାଷରେ ବାଧାପ୍ତାପ୍ତ ସୃଷ୍ଟି ହୋଇଛି । ଯାହାଫଳରେ ଉତ୍ପାଦନ […]

Continue Reading

ଆରପାରିରେ ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ। କରୋନା ଆକ୍ରାନ୍ତ ହେବା ପରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ଶ୍ରୀ ମହାନ୍ତି। ସୋମବାର ୯୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ବଡ଼ଭାଇ’ ନାମରେ ସାରା ରାଜ୍ୟରେ ଅତି ପରିଚିତ ନଦିଆ ମହାନ୍ତି ଗତ କିଛି ଦିନ ହେବ ଅସୁସ୍ଥ ରହିଥିଲେ। ଛାତିରେ କଫ ଜମାଟ ବାନ୍ଧିବାରୁ ଶ୍ଵାସକ୍ରିୟାରେ ମଧ୍ୟ ତାଙ୍କୁ ସମସ୍ୟା ହେଉଥିଲା। ପରୀକ୍ଷା ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ […]

Continue Reading

ଫୁଲପଡା ଛକରେ ବିଜେପି ନୂତନ କାର୍ଯ୍ୟାଳୟ ଉଦଘାଟନ

ଅନୁଗୋଳ : ଗତ ରବିବାର ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଛକ ଠାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଜେପି ଯୁବନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ। ନୂତନ କାର୍ଯ୍ୟାଳୟରେ ବ୍ରାହ୍ମଣ ଦ୍ୱାରା ହୋମ ଯଜ୍ଞ ହୋଇ ଶୁଭ ଉଦଘାଟନ ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ଫୁଲପଡା ପଂଚାୟତର କିଛି ବିଜେଡି କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ମହୀଧରପୁର […]

Continue Reading

କରୋନାରେ ଆଖି ବୁଜିଲେ ଖଣ୍ଡଗିରି ଥାନା ଏଏସ୍‌ଆଇ

ଭୁବନେଶ୍ୱର: କରୋନା ନେଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ । ଭୁବନେଶ୍ୱର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଶିଶିର କୁମାର ସେଠୀଙ୍କ ମୃତ୍ୟୁ ହୋଇଛି । ସେ କରୋନା ଲଢ଼େଇରେ ହାରିଯାଇଛନ୍ତି । ଏନେଇ ଭୁବନେଶ୍ୱର ଡିସିପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କୁ ହରାଇଥିବାରୁ କମିଶନରେଟ୍ ପୋଲିସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସେ ଜଣେ ଭଲ ଅଫିସର ଥିଲେ । ସଦାସର୍ବଦା ନିଜ ଉଲ୍ଲେଖନୀୟ […]

Continue Reading

ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ମହାମାରୀ ଭିତରେ ଆଜି ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ସମସ୍ତ ପ୍ରୋଟକଲ ଅନୁସରଣ କରାଯାଇ ଏହି ଅଧିବେଶନ ଆରମ୍ଭ ହୋଇଛି। କରୋନା ପାଇଁ ଅଧିବେଶନରେ ପ୍ରଶ୍ନକାଳ ହଟାଯିବାକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖା ଦେଇଥିବା ବେଳେ ଆଜି ଅଧିବେଶନ ଆରମ୍ଭ ହେବା ପରେ ଏହାକୁ ନେଇ ହଙ୍ଗାମା କରିଥିଲେ ବିରୋଧୀ। କଂଗ୍ରେସ ସାଂସଦ ଆଧୀର ରଂଜନ ଚୌଧୁରୀ କହିଥିଲେ ଯେ, ପ୍ରଶ୍ନକାଳ ସଂସଦ ପ୍ରଣାଳୀରେ ରହିବା ଅତ୍ୟନ୍ତ ଜରୁରୀ। ପ୍ରଶ୍ନକାଳ ହଟାଇ […]

Continue Reading

କୋଭିଡ କଟକଣା ସହ ଆଜିଠୁ ଆରମ୍ଭ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । କରୋନା ଗାଇଡ଼ଲାଇନ ସହ ଏହି ଅଧିବେଶନ ୧୮ ଦିନ ଧରି ଚାଲିବା ନେଇ ସୂଚନା ମିଳିଛି। ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଚଳିତ ଥର ଏହି ବୈଠକ ହେବନି ବୋଲି ଜଣାପଡିଛି । ସଂକ୍ରମଣ ପ୍ରତିହାରକୁ ଦୃଷ୍ଟିରେ ରଖି ସଂସଦରେ ପ୍ରବେଶ ପୂର୍ବରୁ ସମସ୍ତ କର୍ମଚାରୀ ଏବଂ ସାଂସଦମାନେ ନିଜର ଆର୍‌ଟିପିସିଆର୍ କୋଭିଡ୧୯ ରିପୋର୍ଟ […]

Continue Reading