କଟକଣା ନାମରେ ପ୍ରବେଶରୋଧ କରୁଛି ପ୍ରଶାସନ
ହିଞ୍ଜିଳିକାଟୁ (ପ୍ରଶାନ୍ତ କୁମାର ରଣା): କଟକଣା ନାମରେ ବ୍ରହ୍ମପୁରକୁ ପ୍ରବେଶ କରାଇ ଦେଉନି ପ୍ରଶାସନ । ଗଞ୍ଜାମ ଜିଲ୍ଳା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ 72 ବର୍ଷୀୟ ବୃଦ୍ଧା ମା ଅପସରି ଜେନା ଆଜି ବୁଧବାର ସକାଳେ ବ୍ରହ୍ମପୁର ବିଲସାହି ସ୍ଥିତ ନିଜ ବାସଭବନରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ବିଧାୟକଙ୍କ ଉପରେ ପୂର୍ବରୁ ବ୍ରହ୍ମପୁର ନ ଆସିବାକୁ ଲାଗିଥିବା କଟକଣା ଯୋଗୁଁ ନିଜ ମାଙ୍କ ଶେଷ ଦର୍ଶନ ପାଇଁ ଆସିପାରୁ ନାଁହାନ୍ତି ବିଧାୟକ । […]
Continue Reading
