ଚୀନ ଆକ୍ରମଣର ଜବାବ ପାଇଁ ସୀମାରେ ଭାରତ ସେନାକୁ ସଜାଗ କଲା
ନୂଆଦିଲ୍ଲୀ: ଚୀନର ଚାଲାକି ରୋକିବା ପାଇଁ ଭାରତ ସଜାଗ ରହିଛି । ଏବେ ଏଲଏସିରେ ଭାରତ ସେନା ସେମାନଙ୍କ ପୋଜିଶନ ବଦଳାଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିଛନ୍ତି । ଅକ୍ସାଇ ଚୀନ କ୍ଷେତ୍ରରେ ଡ୍ରାଗନ ତାର ସୈନ୍ୟ ଶକ୍ତି ବୃଦ୍ଧି କରୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ଭାରତୀୟ ସେନା ଲଦାଖରେ ୧୫୯୭ କିଲୋମିଟର ଲମ୍ବା ଏଲଏସିକୁ ସୁରକ୍ଷିତ ରଖିବା ପାଇଁ ନିଜର ପୋଜିସନ୍ ବଦଳାଇ ଦେଇଛି । ପିଏଲଏ ବାୟୁସେନାର ନିୟନ୍ତ୍ରଣରେ ଥିବା […]
Continue Reading
