ଦୀପାଳିଙ୍କ ଅନୁରୋଧ ପାରିବାରିକ ନା ରାଜନୈତିକ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଛନ୍ତି ଝିଅ ଦୀପାଳି। ମୁଖ୍ୟମନ୍ତ୍ରୀ ବାପା ଭଳି ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ଜୋର ଧରିଛି। ହତ୍ୟାକାଣ୍ଡର 24 ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି ସ୍ପଷ୍ଟ ଚିତ୍ର ଆସି ନାହିଁ। ବିରୋଧୀ ଏ ପ୍ରସଙ୍ଗକୁ ନେଇ ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି। ଏଭଳି ସ୍ଥିତିରେ ନବଙ୍କ ଝିଅ ଦୀପାଳି ପଦାକୁ ଆସି […]

Continue Reading

SEBIର ବଡ଼ ନିଷ୍ପତ୍ତି: ବଦଳିଯିବ ଷ୍ଟକ୍ ମାର୍କେଟ ଟାଇମିଂ, ଏଣିକି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଶେୟାର ବଜାର!

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଇକ୍ୱିଟି ସେଗମେଣ୍ଟର କାରବାର ସମୟ ବୃଦ୍ଧି କରିବା ନେଇ ପ୍ଲାନିଂ କରୁଛି । ଶେୟାର ମାର୍କେଟରେ ଟ୍ରେଡିଂ ଟାଇମିଂକୁ ବୃଦ୍ଧି ନେଇ ଏହା ପୂର୍ବରୁ ମଧ୍ୟ ଚର୍ଚ୍ଚା ହୋଇଥିଲା । ମାର୍କେଟର କାରବାର ସମୟ ଏବେ ୩.୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଖୁବଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଶେୟାର ବଜାର ଟ୍ରେଡିଂ ସମୟରେ ପରିବର୍ତ୍ତନ […]

Continue Reading

ସନ୍ଦେହ ଆଧାରରେ DNA ପରୀକ୍ଷା ପାଇଁ ଅନୁମତି ଦେବା ଠିକ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଛାଡ଼ପତ୍ର ମାମଲାରେ ସନ୍ତାନର ପିତୃତ୍ୱକୁ ପ୍ରମାଣିତ କରିବା ପାଇଁ ଡିଏନଏ ଟେଷ୍ଟ କରାଇବା ଉଚିତ ନା ନାହିଁ? ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ଛାଡ଼ପତ୍ର ମାମଲାରେ ଡିଏନଏ ଟେଷ୍ଟ ପାଇଁ ଆଦେଶ ନେବା ଅନୁଚିତ । କେବଳ ବ୍ୟଭିଚାରକୁ ସନ୍ଦେହ କରି ଏହି ଆଧାରରେ ଡିଏନଏ ଟେଷ୍ଟ ଆଦେଶ ଦେବା ଅନୁଚିତ । ସମସ୍ତ ତଥ୍ୟର ଯାଞ୍ଚ ପରେ ହିଁ ଏହି ଅନୁମତି ଦେବା ଉଚିତ ବୋଲି କୋର୍ଟ କହିଛନ୍ତି । ଏହି […]

Continue Reading

ବାଗେଶ୍ୱର ଧାମର ଧର୍ମ ଗୁରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ଭୋପାଳ: ବାଗେଶ୍ୱର ଧାମର ବିବାଦୀୟ ଧର୍ମ ଗୁରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ସାଳଗ୍ରାମ ଗର୍ଗ(୨୩) ବିରୋଧରେ ମାମଲା ରୁଜୁ କଲା ମଧ୍ୟପ୍ରଦେଶ ପୁଲିସ। କାଲୁ ଅହିରୱାର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ସାଳଗ୍ରାମଙ୍କ ବିରୋଧରେ ଏସ୍‌ଏସ୍‌ଟି ଆକ୍ଟ ଅଧୀନରେ ଛତରପୁର ପୁଲିସ ମାମଲା ରୁଜୁ କରିଛି। ନିକଟରେ ଧୀରେନ୍ଦ୍ରଙ୍କ ଭାଇ ସାଳଗ୍ରାମ ଏକ ବିବାହ କାର୍ଯ୍ୟକ୍ରମରେ ମାର୍‌ପିଟ୍ କରିଥିଲେ। ବନ୍ଧୁକ ଧରି ଅସଭ୍ୟ ଗାଳି କରିବା ସହ ଜଣେ ଦଳିତ ବ୍ୟକ୍ତିଙ୍କୁ ନାନା ଧମକ […]

Continue Reading

ପୁରୀ ପ୍ରବେଶ ପଥରେ ଉଡିଲା ୩୬ ଫୁଟର ଜାତୀୟ ପତାକା

ପୁରୀ:  ପୁରୀ ପ୍ରବେଶ ପଥ ବୀର ହରେକୃଷ୍ଣ ପୁର ଛକରେ ଉଡିଲା ବିଶାଳ ଜାତୀୟ ପତାକା ।ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮ ଫୁଟ ଉଚ୍ଚରେ ଉଡୁଥିବା ଏହି ଜାତୀୟ ପତାକାର ଆଜି ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।ବୀର ହରେକୃଷ୍ଣପୁର ଛକ ନିକଟରେ ଏହି ପତାକା ଲଗାଯାଇଛି । ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ , ପୁରୀ […]

Continue Reading

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା TMC ନେତା ବାବୁଲ ସୁପ୍ରିୟୋ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ପର୍ଯ୍ୟଟନ ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ନେଇ ଏକ ଦୁଃଖଦ ଖବର ଆସିଛି । ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ଗତ ରବିବାର ସନ୍ଧ୍ୟାରେ ଦକ୍ଷିଣ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ଡାକ୍ତରଙ୍କ ତରଫରୁ ବାବୁଲଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି । ସୂଚନା ମୁତାବକ, ଗତକାଲି ବାବୁଲଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେବା ସହ ଶରୀରରୁ ଝାଳ ବୋହିବା କାରଣରୁ […]

Continue Reading

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଇନ୍ଦୋରରେ ଖେଳାଯିବ

ଇନ୍ଦୋର: ଅଷ୍ଟ୍ରେଲିଆ-ଭାରତ ତୃତୀୟ କ୍ରିକେଟ ଟେଷ୍ଟ ଧର୍ମଶାଳା ବଦଳରେ ଇନ୍ଦୋରରେ ଖେଳାଯିବ । ବିସିସିଆଇର କମିଟି ଧର୍ମଶାଳା ଆଉଟଫିଲ୍ଡ ନିରୀକ୍ଷଣ କରିବା ପରେ ଏହି ନିଷ୍ପତି ନେଇଛନ୍ତି । ଏହାର ଆଉଟଫିଲ୍ଡ ଖେଳିବା ଯୋଗ୍ୟ ନୁହେଁ ବୋଲି କମିଟି ରିପୋର୍ଟ ଦେଇଥିଲେ । କ୍ୟୁରେଟର ତପୋଶ ଚାଟାର୍ଜୀ ରବିବାର ପିଚ ଖରାପ ନେଇ ରିପୋର୍ଟ ଦେବା ପରେ ଧର୍ମଶାଳାରୁ ମ୍ୟାଚ ସ୍ଥାନାନ୍ତରିତ ହେବା ଚୂଡାନ୍ତ ହୋଇ ଯାଇଥିଲା । ସୂଚନାଯୋଗ୍ୟ, ଡ୍ରେନେଜ ସିଷ୍ଟମ ପାଇଁ ଧର୍ମଶାଳା ଷ୍ଟାଡିୟମର […]

Continue Reading

ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ: ବିଶାଖାପଟନମ୍ ସ୍ଥାନାନ୍ତର

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି । ରବିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପ୍ରଥମେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଡମିଟ୍ କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ବିଶାଖାପଟନମକୁ ସ୍ଥାନାନ୍ତର କରାଯାଇଛି ।

Continue Reading

କେନ୍ଦୁଝରବାସୀଙ୍କୁ ୪ ହଜାର କୋଟିର ଭେଟି : ବିନା ସୁଧରେ ଏସଏଚଜି ଗ୍ରୁପକୁ ମିଳିବ ୩୭୮ କୋଟିର ଋଣ

କେନ୍ଦୁଝର : ରାଜ୍ୟ ସରକାର କେନ୍ଦୁଝରବାସୀଙ୍କ ୪ ହଜାର ୭ଶହ କୋଟି ଟଙ୍କାର ଭେଟି ଦେଇଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ପହଞ୍ଚି ୨୫୯ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକ ପ୍ରକଳ୍ପର ଶୁଭାରମ୍ଭ ଦେଇଛନ୍ତି । ଏହି ସମସ୍ତ ପ୍ରକଳ୍ପ ଓ ଶିଳାନ୍ୟାସ ୪୭୦୩ କୋଟି ଟଙ୍କାର ବ୍ୟୟ ଅଟକଳ ବୋଲି ସୂଚନା ମିଳିଛି । ଧରଣୀଧର ମେଡିକାଲ ଓ ହସ୍ପିଟାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଯାହା ୩୮୧ […]

Continue Reading

ଜିଲ୍ଲା ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଶ୍ରେୟା ଘୋସାଲଙ୍କ ଗୀତରେ ମତୁଆଲା ହେଲେ ଦର୍ଶକ

ଯାଜପୁର : ଜିଲ୍ଲା ମହୋତ୍ସବର ପଞ୍ଚମ ସଂଧ୍ୟା । ଜିଲ୍ଲା ମହତ୍ସୋବରେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋସାଲଙ୍କ ଗୀତରେ ଝୁମିଥିଲେ ଦର୍ଶକ। ଶ୍ରେୟାଙ୍କ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତରେ କମ୍ପିଉଠିଥିଲା ଯାଜପୁର । ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋସାଲ ମଞ୍ଚ ଉପରକୁ ଆସି ସୁନ୍ଦର ଗୀତ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ବିଶେଷ କରି ଶ୍ରେୟାଙ୍କ ଚିକିନି ଚମେଲି ଗୀତ ଦର୍ଶକ ମାନଙ୍କୁ ମତୁଆଲା କରିଥିଲା। ଏଥି ସହିତ ଓଲିଉଡ ଅଭିନେତା ସବ୍ୟସାଚୀ, ଅର୍ଚ୍ଚିତା, […]

Continue Reading