କେନ୍ଦୁଝର ରେ ମେଡିକାଲ କଲେଜ ଉଦଘାଟିତ, ମୁଖ୍ୟମନ୍ତ୍ରୀ କହିଲେ ଆଉ ଯିବାକୁ ପଡ଼ିବନି କଟକ, ଭୁବନେଶ୍ୱର

କେନ୍ଦୁଝର: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି। ସ୍ୱାସ୍ଥ୍ୟସେବା ପାଇବା ପାଇଁ ସେମାନଙ୍କୁ ଆଉ ସୁଦୂର କଟକ, ଭୁବନେଶ୍ୱର ଯିବ ନାହିଁ। କେନ୍ଦୁଝରରେ ହିଁ ସେମାନଙ୍କୁ ମିଳିବ ଉନ୍ନତମାନର ସ୍ୱାସ୍ଥ୍ୟସେବା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ଜିଲ୍ଲାରେ ମେଡିକାଲ କଲେଜ ଉଦ୍‌ଘାଟିତ ହେବା ଦ୍ୱାରା ଜିଲ୍ଲାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ […]

Continue Reading

ଉତ୍କଳ କନିକା ଗ୍ୟାଲେରିଆ ମଲରେ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉତ୍କଳ ଗ୍ରୁପର ସହ ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଭଁଓ୍ବରଲାଲ ବୈଦ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ବୈଦ ଜଣେ ପରଉପକାରୀ, ସାମାଜିକ କର୍ମୀ ଏବଂ ସମଗ୍ର ଭାରତରେ ଜୈନ ସମ୍ପ୍ରଦାୟ ପାଇଁ କାମ କରିଛନ୍ତି |ଏହି ଅବସରରେ ସେ କହିଥିଲେ ୨୬ ଜାନୁଆରୀ ହେଉଛି ଭାରତର ଏକ ଉଲ୍ଲେଖନୀୟ ଶୁଭ ଐତିହାସିକ ଦିବସ। ଏକ ରାଷ୍ଟ୍ର ଭାବରେ […]

Continue Reading

ରିଷଭ ପନ୍ତଙ୍କ ପାଇଁ ମନ୍ଦିରରେ ପୂଜାକଲେ ସାଥୀ ଖେଳାଳି

ବ୍ୟୁରୋ : କୁହାଯାଏ ଭାଇ ଥିଲେ ପାଖରେ ସବୁ ହୁଏ ଖୁସିରେ। ଯାହା କେବଳ କଥାରେ ନୁହଁ ଅନେକ୍ ଥର କାମରେ ମଧ୍ୟ ଦେଖିବାକୁ ମିଳେ। ଆଜି ତାହା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ସାଥୀ ଖେଳାଳିଙ୍କ ପାଇଁ ପୂରା ଭାରତୀୟ କ୍ରିକେଟ ଟିମର ଭଲପାଇବା ସାମ୍ନାକୁ ଆସିଛି। ରିଷଭ ପନ୍ତଙ୍କ ଦୁର୍ଘଟଣା କଥା ସମସ୍ତେ ଜାଣନ୍ତି। ଆଜି ତାଙ୍କ ପାଇଁ ପୂରା ଟିମ ମନ୍ଦିରରେ ପହଞ୍ଚିଛନ୍ତି। ଖାଲି ପହଞ୍ଚିଛନ୍ତି ତାହା ନୁହଁ, ସେଠାରେ ତାଙ୍କ […]

Continue Reading
Dharaninews.in

SBIର ନୂଆ ନିୟମ, ମହଙ୍ଗା ହେଲା ଭତ୍ତା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପୁଣି ଥରେ ଋଣକୁ ମହଙ୍ଗା କରିଛି। ଏହି ଖବର ପ୍ରକାଶ ପରେ କୋଟି କୋଟି ଗ୍ରାହକଙ୍କୁ ଚକିତ କରିଦେଇଛି। ବ୍ୟାଙ୍କ ଋଣ ହାରର ମୂଲ୍ୟ ବୃଦ୍ଧି କରିଛି। ବ୍ୟାଙ୍କ ଏହାର ମାର୍ଜିନାଲ୍ କଷ୍ଟ ଆଧାରିତ ଋଣ ହାର ଅର୍ଥାତ୍ MCLR କୁ 1 ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହି ବୃଦ୍ଧି ପରେ ଗ୍ରାହକଙ୍କୁ ସମସ୍ତ ପ୍ରକାର ଋଣ ଯେପରିକି ହୋମ […]

Continue Reading

କେମିତି କମୁଛି ଓଡ଼ିଶାରେ ଉତ୍ପାଦିତ ଲୁହା ପଥରର ମାନ ? ସଂସଦରେ ତଦନ୍ତ ଦାବି କଲେ ଅପରାଜିତା

ନୂଆଦିଲ୍ଲୀ: ସସଂଦରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ ଖଣି ଖନନରେ ଦୁର୍ନୀତି ହୋଇଥିବା ଅପରାଜିତା ଅଭିଯୋଗ କରିଛନ୍ତି । କହିଛନ୍ତି ଓଡ଼ିଶା ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଏକାଧିକ ଲୁହା ପଥର ଖଣି ନିଲାମ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ନୂଆ ନିଲାମ ପରେ ନିଲମଧାରୀ ନିମ୍ନ ମାନର ଲୁହା ପଥର ପରିମାଣ ଅଧିକ ଦେଖାଉଛନ୍ତି । ତଥ୍ୟ ଉପସ୍ଥାପନ କରି ଅପରାଜିତା କହିଛନ୍ତି, ସମସ୍ତେ […]

Continue Reading

କିଭ୍‌ର ୩ଟି ସହର ଉପରେ ଭୟଙ୍କର ହମଲା କଲା ରୁଷ

ମସ୍କୋ: ମୈଦାନ ଛାଡ଼ି ନାହିଁ ରୁଷ। ଗତ ୧୧ ମାସ ହେବ ୟୁକ୍ରେନ୍‌ରେ ଆକ୍ରମଣ ଜାରି ରଖିଥିବା ରୁଷ ନିଜ ଲକ୍ଷ ହାସଲ ନହେବା ପର୍ଯ୍ୟନ୍ତ ଓହରି ଯିବାର ସଙ୍କେତ ଦେଉ ନାହିଁ। ପୂର୍ବରୁ ଯେଉଁ ଘମାଘୋଟ ଲଢ଼େଇ ହେଉଥିଲା ତାହା ମଝିରେ ଶିଥିଳ ପଡ଼ିଯାଇଥିବା ବେଳେ ଏବେ ପୁଣି ଆକ୍ରାମାତ୍ମକ ହୋଇଛି ରୁଷ। ୟୁକ୍ରେନର ରାଜଧାନୀରେ ପହଞ୍ଚିଥିବା ରୁଷ ସେନା ନିକଟରେ ଏକ ବଡ଼ଧରଣର ମିସାଇଲ ଆଟାକ କରିଛି। କିଭ୍‌ର ୩ଟି ସହର ଉପରେ ଅତି […]

Continue Reading

ଡିଜିଟାଲ୍ ମିଡିଆ ପାଇଁ ସ୍ୱତନ୍ତ୍ର ଆଇନ୍ ଆଣିବେ କି ସରକାର ? ସଂସଦରେ ଏମିତି କହିଲେ ମନ୍ତ୍ରୀ…

ନୂଆଦିଲ୍ଲୀ: କଠୋର ହେବ କି ଡିଜିଟାଲ୍ ମିଡିଆ ପରିଚାଳନା ? ସରକାର ଆଣିବେ କି ସ୍ୱତନ୍ତ୍ର ଆଇନ୍ ? ବଦଳୁଥିବା ଯୁଗ, ବଢ଼ୁଥିବା ଟେକ୍ନୋଲଜି ସହ ତାଳ ଦେଇ ଡିଜିଟାଲ ମିଡିଆ କାୟା ବିସ୍ତାର କରି ଚାଲିଛି । ସମୟ ଏମିତି ହୋଇଛି ଡିଜିଟାଲ୍ ମିଡିଆ ଯାହା ଦେଖାଉଛି, ଲେଖୁଛି ତା’କୁ ଲୋକ ସତ ବୋଲି ମାନି ନେଉଛନ୍ତି । କେତେବେଳେ ଡିଜିଟାଲ୍ ମିଡିଆରେ କାହା ବିରୋଧରେ ଅପପ୍ରଚାର ହେଉଛି ତ ଆଉ କେବେ ମିଛ ଖବର […]

Continue Reading

ପୂଜାରା ମାରିଲେ ଶତକ; ବାଂଲାଦେଶକୁ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ

ଢାକା: ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଉଭୟ ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା ଶତକ ମାରିଥିବା ବେଳେ ବାଂଲାଦେଶକୁ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଗୁରୁବାର ୮ଟି ୱିକେଟ୍ ହରାଇ ୧୩୩ ରନ୍ କରିଥିବା ବାଂଲାଦେଶ ଶୁକ୍ରବାର ୧୫୦ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଏହା ପରେ ଦ୍ୱିତୀୟ ଇନିଂସ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ଓପନିଂ କରିବାକୁ ଆସିଥିଲେ ଅଧିନାୟକ କେ ଏଲ ରାହୁଲ ଓ ଶୁବମନ ଗିଲ୍‌। ତେବେ […]

Continue Reading

ଆଜିଠୁ ମକର ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ

ପୁରୀ : ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଏହି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଶ୍ରୀ ମନ୍ଦିରରେ ଲାଗି ହୋଇଛି ପହଲି ଭୋଗ । ତେବେ ଏହି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ତେବେ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗି […]

Continue Reading

ଭୂସ୍ଖଳନ ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବଢ଼ିଲା, ଏବେ ବି ୨୨ ନିଖୋଜ

କ୍ୱାଲାଲୁମପୁର: ମ୍ୟାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ଥିବା ଗୋଟିଏ କ୍ୟାମ୍ପ ନିକଟରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛନ୍ତି। ଏବେ ବି ଆହୁରି ୨୨ ଜଣ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଠାବ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ସମୟ ଭୋର ୩ଟାରେ ସେଲାନଗୋର ପ୍ରଦେଶରେ ଭୂସ୍ଖଳନ ହୋଇଥିଲା। ଏଠାରେ ଥିବା ଗୋଟିଏ ଫାର୍ମ ହାଉସ ଲୋକଙ୍କୁ ରହିବା ପାଇଁ କ୍ୟାମ୍ପ […]

Continue Reading