କଲେଜ ଛାତ୍ରୀଙ୍କୁ ରାଗିଂ ଓ ନିର୍ଯାତନା, ଦୃଷ୍ଟାନ୍ତମୂଳକ ଦଣ୍ଡ ଜରୁରୀ
ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଘଟଣା ଏବେ ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଛି । ଏଭଳି ଘଟଣାକୁ ବୁଦ୍ଧିଜୀବୀମାନେ ଅକ୍ଷମଣୀୟ ଅପରାଧ କହିବା ସହ କଠୋର ଦଣ୍ଡ ଦେବାକୁ ଦାବି କରୁଛନ୍ତି । ଅଭିଭାବକମାନେ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ କଲେଜ ଛାଡୁଥିବା ବେଳେ ଏଭଳି ରାଗିଂ ଦୃଶ୍ୟ ମନରେ ଭୟ ସୃଷ୍ଟି କରୁଛି । କଲେଜରେ ଛାତ୍ରଛାତ୍ରୀଙ୍କୁ ସିନିୟର ଛାତ୍ରଛାତ୍ରୀମାନେ ରାଗିଂ ବା ନିର୍ଯ୍ୟାତନା ଦେବା […]
Continue Reading
