ଟି-ଟ୍ୱେଣ୍ଟି ବିଶ୍ୱକପ୍: ଫାଇନାଲ୍ରେ ପାକିସ୍ତାନ
ସିଡ୍ନୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପ୍ରଥମ ଦଳ ଭାବେ ପାକିସ୍ତାନ ଫାଇନାଲରେ ପହଞ୍ଚିଛି। ବୁଧବାର ସିଡ୍ନୀରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଏହି ମ୍ୟାଚ୍ରେ ଯେଉଁ ଦଳ ଜିତିବି, ସେ ଫାଇନାଲରେ ପାକିସ୍ତାନ ସହ ଖେଳିବ। ଆଜି ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ […]
Continue Reading
