ରାଲି ବେଳେ ଗୁଳିମାଡ଼, ଇମ୍ରାନ ଖାନ୍‌ ଆହତ

ଇସଲାମାବାଦ: ଗୃହଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରୁଥିବା ପାକିସ୍ତାନରେ ଆଜି ବଡ଼ ଘଟଣା ଘଟିଛି। ସରକାରଙ୍କ ବିରୋଧରେ ରାଲି କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି ମାଡ଼ କରାଯାଇଛି। ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଇମ୍ରାନ। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ତାଙ୍କ ମ୍ୟାନେଜର ଓ  ରାଲିରେ ଯୋଗ ଦେଇଥିବା କିଛି ଲୋକ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଇମ୍ରାନ ଖାନଙ୍କ […]

Continue Reading

ଲାଲ୍ କିଲ୍ଲା ଆକ୍ରମଣକାରୀ ଅଶଫାକକୁ ଫାଶୀ ନିର୍ଦ୍ଦେଶ ବଳବତ୍ତର

ନୂଆଦିଲ୍ଲୀ: ଲସ୍କର-ଏ-ତୋଇବା ସଂଗଠନର ଆତଙ୍କବାଦୀ ମହମ୍ମଦ ଆରିଫ ଓରଫ୍ ଅଶଫାକକୁ ମିଳିବ ଫାଶୀ । ଫାଶୀ ରାୟର ପୁନର୍ବିଚାର ଆବେଦନ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ୨୨ ସେପ୍ଟେମ୍ୱର ୨୦୦୦ ମସିହାରେ ଲାଲ୍ କିଲ୍ଲା ଉପରେ ଆକ୍ରମଣ କରିଥିଲା ଅଶଫାକ୍  । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ମାମଲାରେ ଦିଲ୍ଲୀ ପୋଲିସ ୨୧ ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲା । ୨୦୦୫ରେ […]

Continue Reading

ପାକିସ୍ତାନ ଅଭିନେତ୍ରୀଙ୍କ ପ୍ରସ୍ତାବ: ଭାରତକୁ ହରାଇଲେ ଜିମ୍ବାୱେ ଯୁବକଙ୍କୁ ବିବାହ କରିବେ

ଇସଲାମାବାଦ: ଭାରତକୁ ହରାଇବା ପାଇଁ ଲୋଭନୀୟ ତଥା ଅଜବ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ସେହର ଶିନୱାରି। ଚଳିତ ବିଶ୍ୱକପରେ ଭାରତ ରବିବାର ତା’ର ଶେଷ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିବ। ଜିମ୍ବାୱେ ପୂର୍ବରୁ ପାକିସ୍ତାନକୁ ହରାଇଥିବାରୁ ଏବେ ଭାରତକୁ ମଧ୍ୟ ଉକ୍ତ ଦଳ ହରାଉ ବୋଲି ଚାହୁଁଛନ୍ତି ଅଭିନେତ୍ରୀ ସେହର। ଭାରତ ହାରିଗଲେ ପାକିସ୍ତାନ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିବ ବୋଲି ସେ ଆଶା ରଖିଛନ୍ତି। ତେଣୁ ସେ ଆଜି ଜିମ୍ବାୱେ ଖେଳାଳିଙ୍କୁ ଅଜବ ପ୍ରସ୍ତାବ […]

Continue Reading

ନିଜକୁ ନିଜେ ଚାବୁକରେ ମାରୁଛନ୍ତି ରାହୁଲ ଗାନ୍ଧୀ

ତେଲେଙ୍ଗାନା: ରାହୁଲ ଗାନ୍ଧୀ କଂଗ୍ରେସର ‘ଭାରତ ଯୋଡ଼’ ଯାତ୍ରାର ୫୭ତମ ଦିନରେ ତେଲେଙ୍ଗାନାର ପାରମ୍ପରିକ ‘ବୋନାଲୁ ଉତ୍ସବ’ରେ ଅଶଂଗ୍ରହଣ କରିଥିଲେ। ଏହି ଉତ୍ସବରେ ପହଂଚିବା ପରେ ରାହୁଲ ଗାନ୍ଧୀ କିଛି ଏପରି କରିଥିଲେ ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ପାରମ୍ପରିକ ବୋନାଲୁ ଉତ୍ସବରେ ରାହୁଲ ଏକ ଚାବୁକରେ ନିଜକୁ ନିଜେ ମାରୁଥିବାର ଦେଖିବାକୁ ମିଳିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ […]

Continue Reading

୨୪ରୁ ୩୩ ଦିନିଆ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୪ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିବ । ଷୋଡ଼ଦଶ ବିଧାନସଭାର ୧୧ତମ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏ ଚାଲିବ । ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହରେ ୨୦୨୨-୨୩ ଲାଗି ଅତିରିକ୍ତ ବଜେଟ୍ ଆଗତ କରାଯିବ । ନଭେମ୍ବର ୩୦ […]

Continue Reading

ହାରିବା ପରେ ବିରାଟଙ୍କ ବିରୋଧରେ ‘ଫେକ୍‌ ଫିଲ୍ଡିଂ’ର ଅଭିଯୋଗ ଆଣିଲା ବାଂଲାଦେଶ

ଆଡିଲେଡ: ଭାରତ ଠାରୁ ଚଳିତ ଟି-୨୦ ବିଶ୍ୱକପରେ ହାରିବା ପରେ ମଧ୍ୟ ବାଂଲାଦେଶ କ୍ରିକେଟର କିଛି ବି ଶିଖିବାକୁ ପାଇ ନାହାନ୍ତି। ବୁଧବାର ଭାରତ ବେଶ ରୋମାଞ୍ଚକର ଢଙ୍ଗରେ ବାଂଲାଦେଶକୁ ୫ ରନ(ଡିଏଲ ମେଥ)ରେ ହରାଇ ସେମି ଫାଇନାଲରେ ନିଜର ସ୍ଥାନ ଏକ ପ୍ରକାରର ପକ୍କା କରିଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଚମତ୍କାର ତଥା ଅପରାଜିତ ୬୪ ରନର ଇନିଂସ ଖେଳିଥିଲେ। ତେବେ ମ୍ୟାଚ୍‌ ପରେ ବିରାଟଙ୍କ ବିରୋଧରେ ଆସିଛି […]

Continue Reading

ଗାଡ଼ିରେ ପୋଷ୍ଟର ମାରି ବୁଥ୍ ନିକଟରେ ବୁଲିଲେ ବିଜେଡି ପ୍ରାର୍ଥିନୀ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି । ଭୋଟର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିଥିବା ବେଳେ ବୁଥର ଶହେ ମିଟର ହେଉଛି ନିଷିଦ୍ଧାଞ୍ଚଳ । କିନ୍ତୁ, ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ଆଜି ବିଜେଡି ପୋଷ୍ଟର ମରା ଯାଇଥିବା ଗାଡ଼ି ସହ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ, ଅବନ୍ତୀ ଦାସ ୭୮ ନମ୍ବର ବୁଥକୁ ଯାଇଥିଲେ । ସେଠାରେ […]

Continue Reading

ଝୁଲା ପୋଲ ଭୁଶୁଡ଼ିବା ଘଟଣା: ଭଗବାନଙ୍କ ଇଚ୍ଛା କହିଲେ ଅଭିଯୁକ୍ତ, ୫ ଯାଏ ରିମାଣ୍ଡରେ ଗଲେ

ମୋର୍ବି: ଗୁଜରାଟ ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ଗିରଫ ଓରେଭା ଗ୍ରୁପ୍‌ର ଜଣେ ମ୍ୟାନେଜର ବଡ଼ ଦାବି କରିଛନ୍ତି। ବ୍ରିଜ ମରାମତି ଦାୟିତ୍ୱରେ ଥିବା କମ୍ପାନୀର ସିନିୟର ମ୍ୟାନେଜର ଦୀପକ ପାରେଖ ପୂରା ଘଟଣାକୁ ଭଗବାନଙ୍କ ଇଚ୍ଛା ବୋଲି କହିଛନ୍ତି। ରିମାଣ୍ଡ ପାଇଁ ଅଭିଯୁକ୍ତଙ୍କୁ ପୁଲିସ୍‌ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏମଜେ ଖାନଙ୍କ କୋର୍ଟରେ ହାଜର କରିଥିଲା। ଏହି ସମୟରେ ଝୁଲା ପୋଲ ଭୁଶୁଡ଼ିବା ପଛରେ ଭଗବାନଙ୍କ ଇଚ୍ଛା ଥିବା ପାରେଖ କହିଛନ୍ତି। ଗତ ୩୦ […]

Continue Reading

ବାଂଲାଦେଶକୁ ହରାଇ ଟେବୁଲ ଶୀର୍ଷରେ ଭାରତ

ଆଡିଲେଡ: ଚଳିତ ବିଶ୍ୱକପରେ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ସୁପର ୧୨ର ଗୋଟିଏ ମ୍ୟାଚ୍‌ରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମି ଫାଇନାଲରେ ନିଜର ଗୋଟିଏ ପାଦ ସୁଦୃଢ଼ କରିଛି। ଏକଦା ବାଂଲାଦେଶ ହାତରେ ମ୍ୟାଚ୍‌ ଥିବା ବେଳେ କେଏଲ ରାହୁଲଙ୍କ ଡାରେକ୍ଟ ଥ୍ରୋ ଓ ବର୍ଷା ଏହାକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ […]

Continue Reading

ଖୋଲିବ କଳା ଟଙ୍କାର ଚିଠା, ଅର୍ଚ୍ଚନା ନାଗଙ୍କ ୪ ସହ ଜଣଙ୍କ ବିରୋଧରେ ଇଡି ରୁଜୁ କଲା ମାମଲା

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲିଂ ଓ ବ୍ଲାକମନି । କାହାଠୁ କୋଟି କୋଟି ଟଙ୍କା ଆଣିଛନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ? ମାତ୍ର ୫ ବର୍ଷରେ କେମିତି ହେଲେ କୋଟିପତି ? ଅର୍ଚ୍ଚନା ନାଗ ମାମଲାରେ ଇଡି ରୁଜୁ କରିଛି ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଅର୍ଚ୍ଚନା ନାଗଙ୍କ ସହ ତାଙ୍କ ସ୍ୱାମୀ ସ୍ୱାମୀ ଜଗବନ୍ଧୁ, ଖଗେଶ୍ୱର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ରୁଜୁ କରିଛି । ଖଣ୍ଡଗିରି ଥାନା ଓ ନୟାପଲ୍ଲୀ […]

Continue Reading