ଦେଶରେ ନୂଆ ଅଧ୍ୟାୟ ଆରମ୍ଭ କରିବ 5G: ମୋଦି

ନୂଆଦିଲ୍ଲୀ: ଇଣ୍ଟରନେଟ ଫର୍ ଅଲ୍। ଏଣିକି ସମସ୍ତଙ୍କ ପାଇଁ ଇଣ୍ଟରନେଟ। ଫାଇଭ୍-ଜି ର ଶୁଭାରମ୍ଭ ଅବସରରେ ଆଜି ଏହି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ପ୍ରଗତି ମୈଦାନରେ ଷଷ୍ଠ ମୋବାଇଲ କଂଗ୍ରେସର ଉଦ୍‌ଘାଟନ ସହିତ ଆଜି ଫାଇଭ୍ ଜି ସର୍ଭିସର ଶୁଭାରମ୍ଭ କରିଛନ୍ତି ମୋଦି। ଏହି ଅବସରରେ ସେ କହିଛନ୍ତି, ଫାଇଭ୍ ଜି ହେଉଛି ୧୩୦ କୋଟି ଭାରତୀୟଙ୍କୁ ଟେଲିକମ୍ ଶିଳ୍ପର ଉପହାର। ଦେଶରେ ଏହା ନୂଆ ଅଧ୍ୟାୟ ଆରମ୍ଭ କରିବ। ଫାଇଭ୍ ଜି […]

Continue Reading

ପିଏଫଆଇର ଧମକ : କେରଳରେ ପ୍ରମୁଖ ଆରଏସଏସ ନେତାଙ୍କୁ ୱାଇ ସୁରକ୍ଷା

ନୂଆଦିଲ୍ଲୀ: ଆତଙ୍କବାଦୀ ଗତିବିଧି ନେଇ କେନ୍ଦ୍ର ସରକାର ପପୁଲାର ଫ୍ରଂଟ ଅଫ ଇଣ୍ଡିଆକୁ ବ୍ୟାନ କରିଛି । ଏନଆଇଏ ସେପ୍ଟମ୍ବର ୨୨ରେ ୧୫ ରାଜ୍ୟରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ପିଏଫଆଇ ସଦସ୍ୟ ମହମ୍ମଦ ବଶୀରଙ୍କ ଘରୁ କେରଳର ୫ ଆରଏସଏସ ଟାର୍ଗେଟରେ ଥିବା ପ୍ରମାଣ ମିଳିଥିଲା । ଏହାକୁ ଦେଖି କେନ୍ଦ୍ର ସରକାର ଏହି ୫ ନେତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ପ୍ରଦାନ କରିଛି । ଗୃହ ମନ୍ତ୍ରଣାଳୟ ଓ ଗୋଇନ୍ଦ ବିଭାଗ […]

Continue Reading

୩ ବର୍ଷରେ ରାଜ୍ୟରେ ବନ୍ଦ ହୋଇଛି ୧୨୦ ଅଣୁଶିଳ୍ପ!

ଭୁବନେଶ୍ୱର:  ଗତ ୩ ବର୍ଷରେ ଓଡ଼ିଶାରେ ବନ୍ଦ ହୋଇଛି ୧ କୋଟିରୁ କମ ପୁଂଜିରେ ଚାଲୁଥିବା ୧୨୦ଟି ଅଣୁ ଶିଳ୍ପ। ତେବେ ଏହି ସମୟରେ ୭,୬୫୦ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରୁ କିଛି ବନ୍ଦ ହୋଇନାହିଁ। ଅଣୁ ଶିଳ୍ପ ବନ୍ଦ କାରଣରୁ ୩ ବର୍ଷରେ ଚାକିରି ହରାଇଛନ୍ତି ୨୯୧୫ଜଣ। ରାଜ୍ୟରେ ପଂଜୀକୃତ ହୋଇଛନ୍ତି ୧.୯୧ ଲକ୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ। କରୋନା ଓ ପୁଂଜି ଅଭାବରୁ ଗତ ତିନି ବର୍ଷରେ ଓଡ଼ିଶାରେ କେତେ ଅଣୁ, […]

Continue Reading

କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ, ବିକାଶ ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ । କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ଜ୍ଞାନ ବିପ୍ଲବ ଆମ ଜୀବନର ପ୍ରତ୍ୟେକଟି ଦିଗକୁ ଏକ ସ୍ୱତନ୍ତ୍ର ରୂପ ଦେଇଥାଏ । ବର୍ତ୍ତମାନର ଜ୍ଞାନ ଯୁଗ ନୂତନ ସର୍ଜ୍ଜନା ଓ ଚିନ୍ତାଧାରାକୁ ପୁରସ୍କୃତ କରିଥାଏ । ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସମୟରେ ବିଶ୍ୱର […]

Continue Reading

ଦିଲ୍ଲୀରେ ବସି ୟୁରୋପରେ କାର୍‌ ଚଳାଇଲେ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀରେ ବସି ୟୁରୋପ୍‌ରେ କଲେ କାର୍‌ ଡ୍ରାଇଭ୍‌। ନିଜେ 5G ସେବାର ମଜା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି 5G ସେବାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପ୍‌ରେ ଏକ କାର୍‌ର ଟେଷ୍ଟ ଡ୍ରାଇଭ୍‌ କରିଛନ୍ତି। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ବସି ମୋଦି 5G ଟେକ୍‌ନିକ୍‌ ଜରିଆରେ ୟୁରୋପ୍‌ରେ କାର୍‌ ଚଳାଇବାର ମଜା ନେଇଛନ୍ତି। ମୋଦିଙ୍କ ଏହି କାର୍‌ ଟେଷ୍ଟ୍ ଡ୍ରାଇଭ୍‌ର ଫଟୋକୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍‌ ଟ୍ୱିଟର୍‌ରେ ଶେଆର କରିଛନ୍ତି। ସେ […]

Continue Reading

ଡିସିପି ଅଫିସ ଘେରାଉ କଲା ବିଜେପି

ଭୁବନେଶ୍ୱର : ପୁରୀର ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଡିସିପି ଅଫିସ ଘେରାଉ କରିଛି ବିଜେପି । ପୁରୀ ଜିଲ୍ଲା ବିଜେପିର ଅନେକ କର୍ମୀ ଓ ନେତାମାନେ ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ ଉଠୁଥିବାବେଳେ ତାଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଯାଉନାହିଁ । ବିନ୍ଦାସ ଚିନୁକୁ କାହିଁକି ପୋଲିସ ପଚରାଉଚରା କରୁନି । ଏହି ଘଟଣାରେ ସରକାର ଓ ପୋଲିସ କାହିଁକି […]

Continue Reading

ନୂଆ ସଂସଦ ଭବନରେ ଲାଗିଥିବା ସିଂହ ହିଂସ୍ର ନୁହଁନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ସମ୍ମୁଖପଟ ଶୀର୍ଷରେ ଲାଗିଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ନେଇ ବିବାଦ ଉପୁଜିଥିଲା। ଏହି ସିଂହକୁ ହିଂସ୍ର ମୁଦ୍ରାରେ ତିଆରି କରାଯାଇଥିବା ଅଭିଯୋଗ ଉଠିବା ସହ ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହେଲେ ଏହି ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଆଡଭୋକେଟ ଆଲଦାନିଶ ରେନ୍ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ସେଥିରେ କୁହାଯାଥିଲା ଯେ, ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଅନାବରଣ କରାଯାଇଥିବା ଜାତୀୟ ପ୍ରତୀକ […]

Continue Reading

ଓଡ଼ିଆରେ ଦେଇ ହେବ OCS ପରୀକ୍ଷା, ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି । କ୍ୟାବିନେଟରେ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ସଂଶୋଧନକୁ ମଞ୍ଜୁରୀ ମିଳିଛି । UPSC ଭଳି OCSରେ ଗୋଟିଏ ଅପସିନାଲ ରହିବ । ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ହେବ । ଓଡ଼ିଆରେ ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ । ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ କରାଯାଇଛି । ପରୀକ୍ଷାର୍ଥୀ ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ […]

Continue Reading

ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ବରଗଡ଼: ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ ରେଙ୍ଗାଳି ପଞ୍ଚାୟତ ବ୍ରାହ୍ମଣଡିହି ଗ୍ରାମରେ ଥିବା ସ୍କଲରେ। ପିଲାମାନଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ବ୍ରାହ୍ମଣଡିହି ଗାଁରେ ରହିଛି ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ। ଆଜି ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଭାତ, ଡ଼ାଲି ଓ ସୋୟାବିନ୍‌ ତରକାରୀ ଖାଇବାକୁ ଦିଆଯାଇଥିଲା। ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ପେଟ […]

Continue Reading

ଆୱାସ୍ କରାଇ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଆରଏସ୍

ଝାରସୁଗୁଡ଼ା: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜିଆରଏସ୍ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁଙ୍କୁ ଧରିଛି ଭିଜିଲାନ୍ସ । ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ଧରା ପଡିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବା ପାଇଁ କନକତୋରା ଗାଁର ସୁବାଷ ପ୍ରଧାନଙ୍କୁ ଜିଆରଏସ ଲାଞ୍ଚ ମାଗିଥିଲେ । ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ସୁବାଷଙ୍କ ଠାରୁ ଲାଞ୍ଚ […]

Continue Reading