ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ; ୪ ମୃତ, ଅନୂକମ୍ପ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡ ହଜାରିବାଗରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ସବୁ ଯାତ୍ରୀ ଯେପରି ଶୀଘ୍ର ନିଜନିଜ ଘରକୁ ଫେରିବେ ସେଥିପାଇଁ ଝାରଖଣ୍ଡ […]

Continue Reading

ସ୍ବଚ୍ଛ ସର୍ବକ୍ଷେଣ ୨୦୨୨: ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷରେ ଇନ୍ଦୋର, ଭୁବନେଶ୍ବରର ସ୍ଥାନ?

ଭୁବନେଶ୍ୱର: ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୨ରେ ପୁଣିଥରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଛି। ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷ ସ୍ଥାନରେ ରହିବାରେ ରେକର୍ଡ କରିଛି । ଏଥି ସହିତ ଗୁଜୁରାଟର ସୁରଟକୁ ଦ୍ୱିତୀୟ ପରିଷ୍କାର ସହର ଭାବରେ ଚୟନ କରାଯାଇଛି। ସ୍ୱଚ୍ଛତା ସର୍ଭେରେ ଦିଲ୍ଲୀ ନବମ ସ୍ଥାନ ହାସଲ କରିଛି। ଏଥି ସହିତ ଦିଲ୍ଲୀ ନିକଟରେ ଥିବା ନୋଏଡା ଏହି ତାଲିକାରେ ଏକାଦଶ ସ୍ଥାନ ହାସଲ କରିଛି। ତେବେ ସ୍ବଚ୍ଛ ସହର ତାଲିକାରେ ଭୁବନେଶ୍ବର […]

Continue Reading

ରେଳ ଲାଇନ୍‌ରେ ଫସିଗଲେ କାର୍‌ରେ ଥିବା ଡାକ୍ତରଙ୍କ ପରିବାର, ଧକ୍କା ଦେଲା ମାଲବାହୀ ଟ୍ରେନ୍

କୋରାପୁଟ: ରେଳ ଲାଇନ୍ ମଝିରେ ଫସିଗଲା କାର୍‌। ନା ଆଗକୁ ଯାଇପାରିଲା, ନା ପଛକୁ ଆସିପାରିଲା। ଠିକ୍ ଏହି ସମୟରେ ଦୃତଗତିରେ ଆସୁଥିବା ମାଲବାହୀ ଟ୍ରେନ୍ ଜୋରରେ କାରକୁ ଧକ୍କା ଦେଲା। କାର୍‌ରେ ଥିବା ୩ ଜଣ ବ୍ୟକ୍ତି ଏହି କାର୍‌ରୁ ଓହ୍ଲାଇ ନ ପାରି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। କୋରାପୁଟର ଦାମାନଯୋଡି ଓ ବାଇଗୁଡା ରେଳ ଷ୍ଟେସନ ମଝି ତଥା କେଲାର ଗ୍ରାମ ନିକଟ ରେଳ ଫାଟକ ବିହିନ ଲେବେଲ କ୍ରସିଂ ଠାରେ ଏହି ଅଘଟଣ […]

Continue Reading

ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ : ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା ବେଶ୍ ଚର୍ଚ୍ଚାରେ ରହିଆସିଛି । ତେବେ ଆଜି ଅନୁଭବଙ୍କ ପୈତୃକ ଘର ଛାଡ଼ିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ପତ୍ନୀ ବର୍ଷାଙ୍କ ଘର ଛାଡ଼ିବା ପରେ ମଧ୍ୟ ଅନୁଭବ ମହାନ୍ତି ଘରକୁ ପ୍ରବେଶ କରିନାହାନ୍ତି । ଘରର ଯାଞ୍ଚ ପାଇଁ ସେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ପୋଲିସ ଉପସ୍ଥିତିରେ ଘର […]

Continue Reading

ବିଶ୍ବକୁ ଆତଙ୍କବାଦୀ ଏକ୍ସପର୍ଟ କରୁଛି ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି ଭାରତ ବିଶ୍ବକୁ ଇନଫରମେସନ ଟେକ୍ନୋଲୋଜୀ ଏକ୍ସପର୍ଟ କରୁଥିବା ବେଳେ ପାକିସ୍ତାନ ବିଶ୍ବକୁ ଆତଙ୍କବାଦୀ ରପ୍ତାନୀ କରୁଛି । ବର୍ଷ ବର୍ଷ ଧରି ପାକିସ୍ତାନ ଏପରି କରିଆସୁଥିଲା । ପ୍ରଥମରୁ ଏହି କଥା କେହି ବିଶ୍ବାସ କରୁନଥିଲେ । ପଡୋଶୀର ଆତଙ୍କବାଦୀ ପୋଷା ନୀତିକୁ ଏବେ ଆମେ ପ୍ରମାଣ କରି ଦେଖାଇଛୁ । ପାକିସ୍ତାନର ଅସଲ ଚେହେରା ଏବେ ଧରାପଡିଯାଇଛି […]

Continue Reading

୪ କେଜି ସୁନା ଓ ୧୮୫ କେଜି ରୁପା ଜବତ; ୪ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଳ ଜଙ୍କସନ୍‌ରୁ ଏକ କାରରୁ ୪ କେଜି ୬୬୪ ଗ୍ରାମ ସୁନା ଓ ୧୮୫.୫ କେଜି ରୁପା ଜବତ କରିଛି ଗୋଳନ୍ଥରା ଥାନା ପୁଲିସ୍‌। ଏହାର ମୂଲ୍ୟ ପ୍ରାୟ ୩ କୋଟି ୧୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ବଡ଼ ବଜାରକୁ ଏହି ସୁନା ଓ ରୁପା ଚାଲାଣ ହେଉଥିଲା। କାର୍‌ରେ ଲୁଚାଇ ଏହି ସୁନା ଓ ରୁପାକୁ ନିଆଯାଉଥିଲା। ପୁଲିସ୍ ଏହି ଘଟଣାରେ […]

Continue Reading

ଇସ୍ତଫା ଦେଲେ ବିହାର କୃଷିମନ୍ତ୍ରୀ

ପାଟନା: ବିହାର କୃଷି ମନ୍ତ୍ରୀ ସୁଧାକର ସିଂ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୁଧାକର ସିଂ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଦେଇଛନ୍ତି। ବିହାର ଆରଜେଡି ସଭାପତି ସୁଧାକରଙ୍କ ବାପା ଜଗଦାନନ୍ଦ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଜଗଦାନନ୍ଦ କହିଛନ୍ତି ଯେ, ମୋ ପୁଅ ଚାଷୀମାନଙ୍କ ଅଧିକାର ଲାଗି ଲଢ଼େଇ କରିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ବହୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେଣୁ ସେ ଏହି ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। […]

Continue Reading

ମା ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଯାଜପୁର : ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା । ସବୁଠି ଚାଲିଛି ମା ଙ୍କ ଆବାହନି। ମୃଣ୍ମୟୀ ଦେବୀ ମଣ୍ଡପ ରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ଆଜି ବଢି ଭୋରରୁ ଶ୍ରଦ୍ଧାଳୁ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଟର ବ୍ୟବସ୍ଥା କରାଯାଇଛି। ମାଙ୍କୁ […]

Continue Reading

୨ ଦିନ ତଳେ ଛାତ ଉପରେ ଭାଇ ଚାଲିଯାଇଥିଲା, ଆଜି ସେଇ ଜାଗାରେ ଭଉଣୀ ବି ଚାଲିଗଲା

ଜୟପୁର: ଭାଇ ମରିବାର ୩ ଦିନ ପରେ ଭଉଣୀର ହୋଇଛି ସନ୍ଦେହଜନକ ମୃତ୍ୟୁ । ଜୟପୁର ଟାଉନ ଥାନା ପାରାବେଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ୩ ଦିନ ତଳେ ସ୍କୁଲ ପଢ଼ୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା । ୩ ଦିନ ପରେ ସେହି ଘରେ ଇଞ୍ଜିନିୟରିଂ ପଢ଼ୁଆ ଭଉଣୀର ମୃତ୍ୟୁ ହୋଇଛି । ଘରର ଛାତରୁ ଇଞ୍ଜିନିୟରିଂ ପଢ଼ୁଥିବା ଭଉଣୀର ମୃତଦେହ ଉଦ୍ଧାର ହୋଇଛି । ଉଭୟ ଭାଇଭଉଣୀଙ୍କର ମୃତ୍ୟୁର କାରଣ ଜଣାପଡ଼ି […]

Continue Reading

ରାଷ୍ଟ୍ରପତିଙ୍କ ଗାଁରେ ୫ଜି ସେବା

ଭୁବନେଶ୍ୱର : ଆଜିଠାରୁ ଦେଶରେ ଆରମ୍ଭ ହେଲା ୫ଜି ଯୁଗ । ଦେଶକୁ ୫ଜି ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରୁ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇ ଆଦି କିଛି ନିର୍ଦ୍ଦିଷ୍ଟ ସହରରେ ୫ଜି ସେବା ମିଳିପାରିବ । ଏହି ୫ଜି ସେବା […]

Continue Reading