ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏବେ ଲଘୁଚାପଟି ଦକ୍ଷିଣପଶ୍ଚିମ ଦିଗରେ ଗତି କରୁଛି । ପ୍ରଭାବରେ ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଆଜି ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, […]

Continue Reading

ସୁନ୍ଦରୀଙ୍କୁ ଥୋପ କରି ରାଜଧାନୀରେ ଚାଲିଥିଲା ସାଇବର ଠକେଇ

ଭୁବନେଶ୍ୱର :  ସୁନ୍ଦରୀଙ୍କୁ ଥୋପ କରି ସାଇବର ଠକେଇ। ଏସ୍କର୍ଟ ସର୍ଭିସ୍‌ ନାଁରେ ରାଜଧାନୀରେ ଚାଲିଥିଲା ସାଇବର ଠକେଇ। ଗୁଗଲରେ ସୁନ୍ଦରୀଙ୍କ ଆଡ୍‌ ଦେଇ ଦିଆଯାଉଥିଲା ଏସ୍କର୍ଟ ସର୍ଭିସ୍‌ର ଅଫର୍‌। ଆଉ ସେଥିପାଇଁ ନେଉଥିଲେ ମୋଟା ଅଙ୍କର ଅର୍ଥ। କିନ୍ତୁ ଅନ୍‌ଲାଇନ୍‌ରେ ଟଙ୍କା ପାଇବା ପରେ ଧରାଛୁଆଁ ଦେଉ ନଥିଲେ। ଆଜି ଏପରି ଏକ ଗ୍ୟାଙ୍ଗକୁ ଧରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ୍‌। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ମାଷ୍ଟରମାଇଣ୍ଡ ନିଜ […]

Continue Reading

ବାୟୁସେନାରେ ସାମିଲ୍ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲିକପ୍ଟର ‘ପ୍ରଚଣ୍ଡ’

ନୂଆଦିଲ୍ଲୀ: ‘ପ୍ରଚଣ୍ଡ’ ଦେଖାଇବ ପରାକ୍ରମ । ରାଡାରକୁ ଦେବ ଚକମା । ବାୟୁସେନାରେ ସାମିଲ୍ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’ । ଯୋଧପୁରରେ ବାୟୁସେନାରେ ‘ପ୍ରଚଣ୍ଡ’କୁ ସାମିଲ୍ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟର ରଡାରକୁ ଚକମା ଦେବାରେ ସକ୍ଷମ । ଯୋଧପୁରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ଷମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ହେଲିକପ୍ଟରକୁ ବାୟୁସେନାରେ ସାମିଲ୍ କରିଛନ୍ତି । ହାଲକା ଯୁଦ୍ଧ ହେଲିକପ୍ଟର […]

Continue Reading

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ତା’ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆଜିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଜିଲ୍ଲାଗୁଡିକ ସମେତ […]

Continue Reading

ରାଉରକେଲାରେ ଗଡିବ ‘ମୋ ବସ’

ରାଉରକେଲା : ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ’ । ଆସନ୍ତା ଡିସେମ୍ବର ସୁଦ୍ଧା ମୋ ବସ ସେବା ଆରମ୍ଭ ହେବାକୁ ଯାଉଛି । ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଯୋଗାଇଦେବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱର, କଟକ ଓ ପୁରୀ ପରେ ଏବେ ରାଉରକେଲାରେ ‘ମୋ ବସ୍’ ସେବା ମିଳିବ । ଏହି ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ଅପରେଟରମାନଙ୍କ […]

Continue Reading

ଗୋଟିଏ ଦିନରେ ମଠ, ମସଜିଦ ଓ ଚର୍ଚ୍ଚ ଗଲେ ରାହୁଲ ଗାନ୍ଧି, ୪-୫ ଭାରତ ଯୋଡ଼ୋ ଯାତ୍ରା ବନ୍ଦ

ବେଙ୍ଗାଲୁରୁ: କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରା ୨୬ ଦିନରେ ପହଞ୍ଚିଛି। କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡ଼ୋ ପଦଯାତ୍ରା କଶ୍ମୀର ଯାଏ ଚାଲିବ। ଏହାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧି ଯାତ୍ରାର ୨୬ତମ ଦିନରେ କର୍ଣ୍ଣାଟକାର ମହୀଶୂରରେ ଥିବା ଗୋଟିଏ ମଠ, ମସଜିଦ ଓ ଚର୍ଚ୍ଚାକୁ ଯାଇ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିଛନ୍ତି। ଗୋଟିଏ ଦିନରେ ରାହୁଲ ୩ଟି ଧାର୍ମିକ ଅନୁଷ୍ଠାନକୁ ଯାଇଥିବାରୁ ଏହାକୁ ନେଇ […]

Continue Reading

ମାଆଙ୍କୁ ଛାଡ଼ି ନିଆଁରେ ଜଳିଗଲା ସବୁକିଛି, ୫ ଜଣଙ୍କ ମୃତ୍ୟୁ

ଭଦୋହି: ନିଆଁର ଆଁରେ ଜଳି ଯାଇଛି ସବୁକିଛି । ପୂଜା ପେଣ୍ଡାଲ୍ ଛାରଖାର୍ ହୋଇ ଯାଇଥିବା ବେଳେ କେବଳ ମାଆଙ୍କ ମୂର୍ତ୍ତି ରହିଛି । ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିଯାଇ ସବୁକିଛି ଛାରଖାର୍ କରି ଦେଇଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଦୁର୍ଗା […]

Continue Reading

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ଖେଳିବେନି ବିରାଟ କୋହଲି

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ ଆସନ୍ତାକାଲି ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯିବ। ଭାରତ ଆଗୁଆ ଏହି ଟି-୨୦ ସିରିଜ୍‌କୁ ଜିତି ସାରିଥିବାରୁ ଆସନ୍ତକାଲି ମ୍ୟାଚ୍‌ରେ ନିଜର ବେଞ୍ଚ ଷ୍ଟ୍ରେନ୍ଥକୁ ଆକଳନ କରିବ। ବିଶ୍ୱକପ ପୂର୍ବରୁ ଏହା ଶେଷ ଟି-୨୦ ମ୍ୟାଚ୍‌। ତେଣୁ ଆସନ୍ତାକାଲି ଭାରତ ଅନେକ ପରୀକ୍ଷାନୀରିକ୍ଷା କରିପାରେ। ଏସବୁ ଭିତରେ ଆସନ୍ତାକାଲି ଷ୍ଟାର ବ୍ୟାଟର ତଥା ନିକଟରେ ଫର୍ମକୁ ଫେରିଥିବା ବିରାଟ କୋହଲି ଖେଳିବେ ନାହିଁ। ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ବିଶ୍ରାମ […]

Continue Reading

ଧାମନଗର ସିଟ ଆମର ଥିଲା ଆମର ରହିବ: ବିରୋଧୀ ଦଳ ନେତା

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଭାରତୀୟ ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଅକ୍ଟୋବର ୭ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ ତାରିଖ ଘୋଷଣା ହୋଇଥିବା ବେଳେ ୧୭ରେ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରଖ ନିର୍ଦ୍ଧାରିତ ରହିଛି। ନଭେମ୍ବର ୬ରେ ହେବ […]

Continue Reading

ବିମାନରେ ବୋମା, ଦିଲ୍ଲୀରେ ଅବତରଣ ପାଇଁ ମିଳିଲାନି ଅନୁମତି; ପିଛା କରୁଛି ବାୟୁସେନା

ନୂଆଦିଲ୍ଲୀ: ଇରାନର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳି ଯାଇଛି । ଭାରତୀୟ ବାୟୁସୀମାରେ ବିମାନଟି ଉଡ଼ୁଥିବା ବେଳେ ବୋମା ଥିବା ଖବର ଆସିଥିଲା । ଫଳରେ ଦିଲ୍ଲୀରେ ବିମାନ ଅବତରଣ ନେଇ ଅନୁମତି ଦିଆଯାଇ ନଥିଲା । ସୂଚନା ପରେ ଭାରତୀୟ ବାୟୁସେନା ହାଇ ଆଲର୍ଟରେ ରହିଛି । ପଞ୍ଜାବ ଓ ଯୋଧପୁର ଏୟାରବେସରୁ ୨ଟି ସୁଖୋଇ ବିମାନ ଫ୍ଲାଇଟର ପିଛା କରୁଛି । ସୂଚନା ଅନୁସାରେ, ଫ୍ଲାଇଟକୁ […]

Continue Reading