ରାଷ୍ଟ୍ରପତିଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ, କଂଗ୍ରେସ ନେତାଙ୍କୁ ନୋଟିସ୍
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଅଡୁଆରେ । ଜାତୀୟ ମହିଳା କମିଶନ ଏଥିଲାଗି ଉଦିତ ରାଜଙ୍କୁ ନୋଟିସ ଜାରି କରିଛନ୍ତି। ଏନେଇ ଜବାବ ରଖିବାକୁ ଉଦିତ ରାଜଙ୍କୁ ଏଥିରେ କୁହାଯାଇଛି। ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଇଥିବା ଭାଷଣକୁ ନେଇ ଉଦିତ ରାଜ ଟ୍ୱିଟ୍ କରିଥିଲେ । ଚାମଚାଗିରିର ସବୁ ସୀମା ପାର୍ ହୋଇଗଲା ବୋଲି ଦ୍ରୌପଦୀଙ୍କ ଭାଷଣକୁ […]
Continue Reading
