ଛାତ୍ରଛାତ୍ରୀଙ୍କ ହାତରେ ବିଏସ୍ଏଫ୍ ଅସ୍ତ୍ରଶସ୍ତ
କୋରାପୁଟ: ଛାତ୍ରଛାତ୍ରୀଙ୍କ ହାତରେ ବିଏସ୍ଏଫ୍ ବ୍ୟବହାର କରୁଥିବା ଅତ୍ୟାଧୁନିକ ଅସ୍ତ୍ର। କାହା ହାତରେ ମେସିନ୍ ଗନ୍ ତ, କାହା ହାତରେ ଲେଜର ଗନ୍ ଓ ପିସ୍ତଲ। ଆଇଇଡି ଡିଟେକ୍ଟର, ବାଇନା କୁଲାର, ଏକେ ଫଟିସେଭେନ୍ ଗନ୍, ରକେଟ ଲଞ୍ଚର ପ୍ରଭୃତି ହାତରେ ପାଇ ଖୁସି ହୋଇଗଲେ ଛାତ୍ରଛାତ୍ରୀ। ତେବେ ଅଚାନକ ନୁହେଁ ବିଏସ୍ଏଫ୍ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କ ହାତରେ ଏହି ହତିଆର ଧରାଇଛନ୍ତି। ଏଥିସହ ଶିଖାଇଛନ୍ତି ଏହା କିପରି ବ୍ୟବାହାର ହୋଇଥାଏ। କେଉଁ ବନ୍ଧୁକରେ କେତେ ଗୁଳି ଥାଏ […]
Continue Reading
