ଉଦ୍ଧବ ଦଳକୁ ଝଟକା;ଉଦ୍ଧବଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲା ସୁପ୍ରିମକୋର୍ଟ

ମୁମ୍ବାଇ: ଉଦ୍ଧବ ଦଳ କୁ ଝଟକା। ସୁପ୍ରିମକୋର୍ଟଙ୍କ ଉଦ୍ଧବ ଙ୍କ ଦଳ ବିପକ୍ଷ ରେ ଏକ ପ୍ରତିକାର ଦେଇଛନ୍ତି। ଯାହା ଏକନାଥ ସିନ୍ଦେ ଦଳ ପାଇଁ ଏକ ଆରାମ ଭଳି ସୂଚନା ମିଳୁଛି । ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକୃତ ଶିବସେନା ଉଦ୍ଧବ ଦଳ କିମ୍ବା ସିନ୍ଦେ ଦଳର ବୋଲି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବାକୁ ପଡିବ। ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିବାକୁ ଉଦ୍ଧବ […]

Continue Reading

ଭାଙ୍ଗୁଛି ଗେହଲଟଙ୍କ ଗଡ, ଧିରେ ଧିରେ ବଢୁଛି ପାଇଲଟଙ୍କ ବଳ

ନୂଆଦିଲ୍ଲୀ  : ରାଜସ୍ଥାନ ରାଜନୀତିରେ ପାଇଲଟ ଓ ଗେହଲଟଙ୍କ ଯୁଦ୍ଧ ଏବେ ରୋଚକ ମୋଡରେ ପହଂଚିଛି । ସେପଟେ ଗେହଲଟ ଉଭୟ ମୁଖ୍ୟମନ୍ତ୍ରୀ ଓ ଦଳର ଜାତୀୟ ଅଧ୍ୟକ୍ଷ ହେବାକୁ କୁଟନୀତି ଚଳାଇଥିବା ବେଳେ ଏବେ ଗେହଲଟଙ୍କ ସମର୍ଥିତ ବିଧାୟକମାନେ ଜଣଙ୍କ ପରେ ଜଣେ ପାଇଲଟଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି । ଗତକାଲି ଗେହଲଟଙ୍କ କ୍ୟାମ୍ପର ବିଧାୟକ ଇନ୍ଦିରା ମିଣା, ମଦନ ପ୍ରଜାତି ଓ ଜିତେନ୍ଦ୍ର ସିଂ ପାଇଲଟଙ୍କୁ ସମର୍ଥନ କରି ବୟାନ ଦେଇଥିବା ବେଳେ […]

Continue Reading

ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ‘ଖେଲା’ କରିବ କି ବିଜେପି ?

ଜୟପୁର: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ବିରୋଧୀ ବିଜେପି ନିରବ ରହିଛି। ଯଦିଓ କଂଗ୍ରେସକୁ ନେଇ ବିଜେପି ନେତା କଡା ପ୍ରତିକ୍ରିୟା ରଖୁଛନ୍ତି ହେଲେ ସରକାର ଗଢିବା ନେଇ କୌଣସି ଗୋଟି ଚଳାଉଥିବା ଦେଖିବାକୁ ମିଳୁନି। ଯାହା ଅନ୍ୟ ସମୟରେ ବିଜେପି କରିଥିବାର ନଜିର ରହିଛି। କିନ୍ତୁ ସାଧାରଣରେ ଗୋଟିଏ ପ୍ରଶ୍ନ ଉଠୁଛି କଂଗ୍ରେସରେ ବିଦ୍ରୋହର ଫାଇଦା ଉଠାଇବ କି ବିଜେପି ? ରାଜସ୍ଥାନ ସରକାରର ମଙ୍ଗ ଧରିବାକୁ ଆବଶ୍ୟକ ପଦକ୍ଷେପ ନେବ କି ବିଜେପି? ରାଜନୈତିକ […]

Continue Reading

ମୁଖ୍ୟମନ୍ତ୍ରୀ କହିଲେ ଆସ୍ଥା ପରୀକ୍ଷା ଦେବୁ, ବିରୋଧୀ ମନା କରି ନାରାବାଜୀ କଲେ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭାରେ ଆଜି କ୍ଷମତାସୀନ ଆପ୍‌ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ଆଜି ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ଆରମ୍ଭରୁ ଆପ୍‌ ପକ୍ଷରୁ ଆସ୍ଥା ଭୋଟ ପ୍ରସ୍ତାବ ଅଣାଯାଇଥିଲା। ଏହାକୁ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ବିରୋଧ କରିଥିଲେ। ବିଧାନସଭାରେ […]

Continue Reading

ବୁର୍ଖା ପିନ୍ଧିବାକୁ ମନା କରିବାରୁ ପତ୍ନୀଙ୍କୁ ମାରିଦେଲା ସ୍ୱାମୀ

ମୁମ୍ବାଇ: ବୁର୍ଖା ପିନ୍ଧିବା ସହ ଇସଲାମର ନୀତି ନୟମ ପାଳନ କରିବାକୁ ମନା କରିବାରୁ ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ପତ୍ନୀ ହିନ୍ଦୁ ହୋଇଥିବା ବେଳେ ସେ ଜଣେ ମୁସଲିମ ସଂପ୍ରଦାୟର ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବିବାହ ପରେ ବ୍ୟକ୍ତି ଜଣଙ୍କ ପତ୍ନୀଙ୍କୁ ଇସଲାମ ଧର୍ମର ଅନୁପାଳନ କରିବାକୁ କହୁଥିଲେ। ଏଥିରେ ରାଜି ନ ହେବାରୁ ସେ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ତିଲକ ନଗରରେ ଘଟିଥିବା ବେଳେ ପୁଲିସ୍ ମୁମ୍ବାଇର ଇକବାଲ ମହମ୍ମଦ […]

Continue Reading

ଆସନ୍ତା ବର୍ଷରୁ ୪୦ ସ୍କୁଲରେ ଖୋଲିବ ଯୁକ୍ତ ଦୁଇ କ୍ଲାସ

ଭୁବନେଶ୍ୱର: ଆସନ୍ତା ବର୍ଷରୁ ୪୦ ସ୍କୁଲରେ ଖୋଲିବ ଯୁକ୍ତ ଦୁଇ କ୍ଲାସ। ୫ଟି ଅନ୍ତର୍ଗତ ରୂପାନ୍ତରିକରଣ ହୋଇଥିବା ସ୍କୁଲକୁ ଅପଗ୍ରେଡ୍ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେଣୁ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ୪୦ଟି ସ୍କୁଲକୁ ଅପଗ୍ରେଡ୍ କାମ ଶେଷ କରି ପାଠପଢ଼ା ଆରମ୍ଭ କରାଯିବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଏହି ୪୦ଟି ସ୍କୁଲରେ ଆସନ୍ତା ବର୍ଷ ଠାରୁ ଏକାଦଶ ଶ୍ରେଣୀ […]

Continue Reading

ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବିଡିଓ

ବଲାଙ୍ଗିର: ଭିଜିଲାନ୍ସ, ଜାଲରେ ଗୁଡ଼ଭେଲା ବିଡିଓ । ଗୁଡ଼ବେଲା ଭିଡିଓ ବିନୋଦ କୁମାର ନାଏକ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ବିଡିଓ ବିନୋଦ ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ବିନୋଦଙ୍କ ୩ଟି ସ୍ଥାନରେ ରେଡ୍ କରିଛି । ଦେଢ଼ ଲକ୍ଷ ଟଙ୍କାର କାମ ପାଇଁ କଣ୍ଟ୍ରାକ୍ଟରଙ୍କ ଠାରୁ ବିଡିଓ ପୂର୍ବରୁ ୩୦ ହଜାର […]

Continue Reading

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆସିଲା ନୂଆ ନିୟମ: ଜାଣନ୍ତୁ କ’ଣ

ଭୁବନେଶ୍ୱର: ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଆସିଛି ବଡ଼ ଖବର । ଏଥିପାଇଁ ଆସିଛି ନୂଆ ନିୟମ । ଟାଇମଲାଇନ ଭିତରେ ବୁକିଂ କରିଥିଲେ ମିଳିବ ରିହାତି । ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହା ସହ ଧାର୍ଯ୍ୟ ତାରିଖ ଭିତରେ ବୁକିଂ କୌଣସି ଫାଇନ୍ ଦେବାକୁ ପଡିବନି । ଗାଡ଼ି ନମ୍ବର ୧,୨ରେ ଶେଷ ହେଉଥିଲେ ୩୦ ସେପ୍ଟେମ୍ବର ହେଉଛି ଡେଡଲାଇନ୍ । ସେହିପରି ୩ ଓ ୪ରେ ଶେଷ ହେଉଥିବା […]

Continue Reading

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ ସ୍କାଣ୍ଡାଲ: ବନ୍ଧା ହେଲେ ଯବାନ

ଚଣ୍ଡିଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ ସ୍କାଣ୍ଡାଲ ଘଟଣାରେ ସମ୍ପୃକ୍ତ ଜଣେ ଯବାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅରୁଣାଚଳ ପ୍ରଦେଶର ସଞ୍ଜୀବ ସିଂହ। ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଆପତ୍ତିଜନକ ଭିଡିଓ ଶୁଟ କରିଥିବା ସମ୍ପୃକ୍ତ ଛାତ୍ରୀଙ୍କୁ ସଞ୍ଜୀବ ମଧ୍ୟ ପ୍ରେମ କରୁଥିଲେ। ସମ୍ପୃକ୍ତ ଛାତ୍ରୀଙ୍କ ସହ ସମ୍ପର୍କ ଥିବା ସଞ୍ଜୀବ ମୋହାଲି ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ସୋଶାଲ ମିଡିଆରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା। ପରେ ସେମାନେ ପରସ୍ପରକୁ ଫୋନ ନମ୍ବର ସେୟାର କରିଥିଲେ। […]

Continue Reading

ନବରାତ୍ରୀରେ ଟ୍ରେନରେ ମିଳିବ ବ୍ରତ ଥାଳି

ନୂଆଦିଲ୍ଲୀ: ନବ ରାତ୍ରୀ ପାଇଁ ରେଳ ମନ୍ତ୍ରଣାଳୟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରିଛି । ଏହା ଅନୁସାରେ ନବରାତ୍ରୀ ପାଳନ କରୁଥିବା ଭକ୍ତଙ୍କ ପାଇଁ ବ୍ରତ ଥାଳି ଉପଲବ୍ଧ ହେବ । ରେଳବାଇ ପକ୍ଷରୁ ଏ ନେଇ ଟ୍ୱିଟ କରି ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି । ୨୬ ସେପ୍ଟମ୍ବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ଏହି ଥାଳୀ ଉପଲବ୍ଧ ହେବ । ଫୁଡ ଅନ ଟ୍ରାକ ଆପ କିମ୍ବା ୧୩୨୩କୁ କଲ କରି ଏହାକୁ ଯାତ୍ରୀ […]

Continue Reading