ମହାରାଣୀଙ୍କ ମୃତ୍ୟୁ ପରେ ଏହିସବୁ ବଦଳିବ ବ୍ରିଟେନରେ

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ (୯୬)ଙ୍କର ଗୁରୁବାର ଦେହାନ୍ତ ହୋଇଛି। ସେ ବ୍ରିଟେନ ଇତିହାସରେ ସର୍ବ ପୁରାତନ ଏବଂ ଦୀର୍ଘତମ ରାଣୀ ଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପୂର୍ବତନ ପ୍ରିନ୍ସ ଚାର୍ଲ୍ସ(୭୩) ବ୍ରିଟେନର ନୂଆ ରାଜା ହେବେ। ଏହା ସହିତ ବର୍ତ୍ତମାନ ବ୍ରିଟେନରେ ନଗଦ ଟଙ୍କା, ପତାକା, ଷ୍ଟାମ୍ପ ଏବଂ ବ୍ୟାଙ୍କ୍ ନୋଟ୍ ମଧ୍ୟ ପରିବର୍ତ୍ତନ ହେବ। ଏହି ସବୁ ଜିନିଷରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତି ଆଗାମୀ ଦିନରେ ଆରମ୍ଭ […]

Continue Reading

ଆଫଗାନିସ୍ତାନ ବିପକ୍ଷରେ ବି ଟସ୍‌ ହାରିଲା ଭାରତ, ଖେଳୁ ନାହାନ୍ତି ରୋହିତ ଶର୍ମା

ଦୁବାଇ: ଏସିଆ କପରୁ ବିଦା ହୋଇ ସାରିଥିବା ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି। ଉଭୟ ଦେଶ ପାଇଁ ଆଜିର ମ୍ୟାଚ୍‌ ମୂଲ୍ୟହୀନ। କେବଳ ସମ୍ମାନ ଦୃଷ୍ଟିରୁ ଉଭୟ ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଭାରତ ପୂର୍ବ ଦୁଇ ମ୍ୟାଚ୍‌ ଭଳି ଏଥର ମଧ୍ୟ ପ୍ରଥମେ ବ୍ୟାଟିଂ କରିବ। ଟିମ […]

Continue Reading

ପୁଣି ଭାଙ୍ଗିବ ମଠ-ଦୋକାନ ବଜାର: ଚଉଡ଼ା ହେବ ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ରାସ୍ତା

ପୁରୀ: ସିଂହଦ୍ୱାର ଆଗରେ ଛି଼ଡ଼ା ହେଲେ ଏବେ ସିଧା ଦିଶିବ ସ୍ୱର୍ଗଦ୍ୱାର । ପୁଣି ଶ୍ରୀକ୍ଷେତ୍ରରେ ହେବ ପ୍ରଶସ୍ତିକରଣ ପ୍ରକ୍ରିୟା । ଉଠିବ ସବୁ ମଠ, ପୁଣି ଭଙ୍ଗା ହେବାକୁ ଯାଉଛି ଘର ଆଉ ଦୋକାନ, ବଜାର । ଶ୍ରୀମନ୍ଦିର ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ହେବ ଚଉଡା ରାସ୍ତା । ୪୦ ଫୁଟ୍ ଚଉଡ଼ା ହେବ ବାଲିସାହି-ସମୁଦ୍ରକୂଳ ରାସ୍ତା । ଏଥିପାଇଁ କାକୁଡ଼ିଖାଇ ଛକରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ମଠ, ଘର ଓ ଦୋକାନ ଉଚ୍ଛେଦ କରାଯିବ । […]

Continue Reading

କଟକରୁ କର୍ତ୍ତବ୍ୟପଥ: ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ବୋଷ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଇଣ୍ଡିଆ ଗେଟ ନିକଟରେ ଶୋଭା ପାଉଛନ୍ତି ନେତାଜୀ ଶୁଭାଷ ବୋଷ । ସ୍ବାଧୀନତାର 75 ବର୍ଷ ପରେ ନେତାଜୀଙ୍କୁ ଦେଶ ପକ୍ଷରୁ ମିଳିଛି ବଡ଼ ସମ୍ମାନ । କଟକ ଓଡ଼ିଆ ବଜାରରେ ଜନ୍ମ ନେଇଥିବା ନେତାଜୀ ଏବେ ଦିଲ୍ଲୀର ସବୁଠୁ ମହତ୍ତ୍ବପୂଣ୍ଣ୍ଣ ସ୍ତାନ ଇଣ୍ଡିଆ ଗେଟରେ ସ୍ଥାନ ପାଇଛନ୍ତି । ଦିନେ ନେତାଜୀଙ୍କର  ଦିଲ୍ଲୀ ଚଲୋ ଡାକରା କୋଟି କୋଟି […]

Continue Reading

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପର ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଜିଠୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ଦେଇଥିବା ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ୮ ତାରିଖରୁ ୧୦ […]

Continue Reading

ପୁରା ପୁଷ୍ପା ଷ୍ଟାଇଲ୍‌ ! ଟ୍ରକ୍‌ରେ ନଡ଼ା ଛପର କରି ଚାଲାଣ ହେଉଥିଲା ରକ୍ତ ଚନ୍ଦନ

ଭୁବନେଶ୍ୱର: ପୁଷ୍ପା ଷ୍ଟାଇଲ୍‌ରେ ରକ୍ତ ଚନ୍ଦନ କାଠ ଚାଲାଣ । ସିନେମାରେ ଯେପରି ଅଲୁ ଅର୍ଜୁନ୍ ରକ୍ତ ଚନ୍ଦନ କାଠ ଚାଲାଣ କରୁଥିଲେ ଏଠି ବି ଠିକ୍‌ ସେମିତି । ଟ୍ରକ୍‌ରେ ଥିଲା ଗଦା ଗଦା ରକ୍ତ ଚନ୍ଦନ । ଆଉ ନଡ଼ା ଛପର ଦେଇ ଏହାକୁ ଘୋଡ଼ା ଯାଇଥିଲା । ହେଲେ ପୋଲିସ୍‌ର ଗୁଇନ୍ଦା ସୂଚନା ଓ ସକ୍ରିୟତା ଯୋଗୁଁ ଆନ୍ଧ୍ର ସରକାର ହାତରେ ଧରାପଡ଼ିଛି କୋଟି କୋଟି ଟଙ୍କାର ରକ୍ତ ଚନ୍ଦନ କାଠ । […]

Continue Reading

ଭାରତ-ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଦୁବାଇ ଷ୍ଟାଡିୟମ୍ ନିକଟରେ ଅଗ୍ନିକାଣ୍ଡ

ଦୁବାଇ: ଏସିଆ କପ୍-୨୦୨୨ରେ ଭାରତ ଆଜି ଅନ୍ତିମ ମ୍ୟାଚ୍ ଖେଳିବ । ଦୁବାଇ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବାକୁ ଥିବା ବେଳେ ମ୍ୟାଚ୍ ପୂର୍ବରୁ ବଡ଼ ଦୁର୍ଘଟଣା ଘଟିଛି । ଷ୍ଟାଡିୟମର ପ୍ରବେଶ ଫାଟକ ନିକଟରେ ନିଆଁ ଲାଗି ଯାଇିଛି । ଭାରତ-ଆଫଗାନିସ୍ତାନ ଟି-ଟ୍ୱେଣ୍ଟି ମ୍ୟାଚର ଠିକ୍ ପୂର୍ବରୁ ନିଆଁ ଲାଗିଛି । ପୂର୍ବରୁ ଏସପିଆ କପ୍ ଫାଇନାଲରୁ ଭାରତୀୟ କ୍ରିକେଟ୍ ଦଳ ବାଦ୍ ପଡ଼ିଛି । ଆଜି ଦଳ ଏସିଆ କପରେ ଆଫଗାନିସ୍ତାନ […]

Continue Reading

୩୦ରୁ ଅଧିକ ସ୍ଥାନରେ ଏନଆଇଏ ରେଡ୍‌

ପାଟନା: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ପକ୍ଷରୁ ବିହାରରେ ୩୦ରୁ ଅଧିକ ସ୍ଥାନରେ ରେଡ୍‌ କରାଯାଇଛି । ବିବାଦୀୟ ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସହ ଆତଙ୍କବାଦୀ ଲିଙ୍କ ନେଇ ଏନଆଇଏ ପକ୍ଷରୁ ଏହି ରେଡ୍‌ କରାଯାଇଛି। ଏଥିସହ ପୁଲିସ ରିୟାଜ୍‌ ଅହମ୍ମଦଙ୍କ ବାସଭବନରେ ରେଡ୍‌ କରିଛି। ରିୟାଜ୍‌ଙ୍କ ଘରେ ଆତଙ୍କବାଦୀ ନିଯୁକ୍ତି ସମ୍ପର୍କରେ ଅଭିଯୋଗ ଆସିଥିଲା। ବିହାରର ଛପ୍ରା, ବୈଶାଳି, ଅରାରିଆ ଏବଂ ନାଳନ୍ଦାରେ ଏହି ଚଢ଼ଉ କରାଯାଇଛି। ଆଜି ସକାଳ […]

Continue Reading

ପୁରୁଷ ହକି ବିଶ୍ୱକପ୍, ପୁଲ ଡିରେ ଭାରତ

ଭୁବନେଶ୍ୱର : ଓଡ଼ିଶାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ । ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ହେବ ବୋଲି ଆଜିଠାରୁ ଘୋଷଣା ହୋଇଛି । ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ହୋଇଛି ଡ୍ର ସେରମନି। ବିଶ୍ୱକପ୍ ପାଇଁ ଆଜି ପୁଲ୍ ଘୋଷଣା କରାଯାଇଛି। ମୋଟ୍ ୪ଟି ପୁଲରେ ୧୬ଟିମ୍ ଭାଗ ନେବେ। ପୁଲ୍-ଡିରେ ଭାରତ ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଥିଲେ। ଏହାପରେ ଅନ୍ୟ ପୁଲର ଟିମ୍ ନେଇ […]

Continue Reading

ଆଫଗାନିସ୍ତାନ ବିପକ୍ଷରେ ଟସ୍‌ ଜିତିଲା ପାକିସ୍ତାନ, ମ୍ୟାଚ୍ ଉପରେ ଭାରତର ନଜର

ଦୁବାଇ: ଏସିଆ କପ ସୁପର ୪ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ ଓ ଆଫଗାନିସ୍ତାନ। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ହାରି ଯାଇଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଉପରେ ଭାରତୀୟ ଫ୍ୟାନମାନଙ୍କ ନଜର ରହିଛି। କାରଣ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଥିବା ଟିମ୍‌ ଇଣ୍ଡିଆର ଭାଗ୍ୟ ଏହି ମ୍ୟାଚ୍‌ ଉପରେ କିଛିଟା ନିର୍ଭର କରୁଛି। ଯଦି ପାକିସ୍ତାନ ଆଜିର […]

Continue Reading