ସୋପିଆନରେ ଏନକାଉଣ୍ଟର, ଆତଙ୍କବାଦୀ ନିହତ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।ଏଯାବତ୍ ତାଙ୍କର ପରିଚୟ ମିଳିପାରିନାହିଁ।

ଏହି ଏନକାଉଣ୍ଟର ଜିଲ୍ଲାର ରାୱଲପୋରା ଅଞ୍ଚଳରେ ଶନିବାର ଠାରୁ ଆରମ୍ଭ ହୋଇଥିବା ସୁତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *