ନବରଙ୍ଗପୁରରେ ଆଜିଠୁ ନାଇଟ୍ କର୍ଫ୍ୟୁ

Top Storise ରାଜ୍ୟ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ମାଲକାନଗିରି ଜିଲ୍ଲା ପରେ ନବରଙ୍ଗପୁର ପ୍ରଶାସନ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

ଏନେଇ ଜିଲ୍ଲାପାଳ ଅଜିତ କୁମାର କହିଛନ୍ତି ଯେ ଗୁରୁବାର ରାତି ୮ ଟାରୁ ୬ଟା ମଧ୍ୟରେ ଲୋକଙ୍କ ଚଳପ୍ରଚଳ ଉପରେ କଡା କଟକଣା ଲଗାଯାଇଛି।

Leave a Reply

Your email address will not be published. Required fields are marked *