ନିଶା ବିରୋଧୀ ଲଢ଼େଇ ପାଇଁ ୩ ବର୍ଷିଆ ରୋଡମ୍ୟାପ୍ ପ୍ରସ୍ତୁତ: ଅମିତ ଶାହ
ପାଣାଜୀ: ଗୋଆର ରାଜଧାନୀ ପାଣାଜୀରେ ନିଶାଦ୍ରବ୍ୟ ନିୟନ୍ତ୍ରଣକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ। ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଅନେକ ବଡ଼ ପଦକ୍ଷେପ ନିଆଯାଇଛି। ଆତଙ୍କବାଦ, ନକ୍ସଲବାଦ ଏବଂ ଉତ୍ତର-ପୂର୍ବରେ ଥିବା ହିଂସା ଭଳି ସମସ୍ୟାର ମୁକାବିଲାରେ ଉଲ୍ଲେଖନୀୟ ସଫଳତା […]
Continue Reading
