UAN ନଥିଲେ ହେବନି ଫ୍ଲାଟ୍ ବୁକିଂ!
ଭୁବନେଶ୍ୱର: ଏକାମ୍ର ରେସିଡେନ୍ସିରେ ଫ୍ଲାଟ୍ ବୁକିଂ ପୂର୍ବରୁ UAN ପଞ୍ଜୀକରଣକୁ ନେଇ ଭୁବନେଶ୍ୱର ବିକାଶ ପ୍ରାଧିକରଣ ବା BDA ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ‘UAN ନଥିଲେ ଫ୍ଲାଟ୍ ବୁକ୍ କରିହେବ ନାହିଁ’ ବ୍ୟବସ୍ଥା କୌଣସି ନୂଆ ନିୟମ ନୁହେଁ ବୋଲି BDA କହିଛି। BDAର ସୂଚନା ଅନୁଯାୟୀ, BDA Property (Management & Allotment) Regulations, 2015ର ଧାରା ୫୩ ଓ ୫୪ ଅନୁସାରେ BDAର ଅଧିକାରିକ ୱେବସାଇଟ୍ରେ ଅନଲାଇନ୍ ପଞ୍ଜୀକରଣ ବାଧ୍ୟତାମୂଳକ ଥିଲା। ଅନଲାଇନ୍ ପଞ୍ଜୀକରଣ […]
Continue Reading
