ଆୟୁଷ୍ମାନ ଯୋଜନାରେ ଅନିୟମିତତା ଅଭିଯୋଗ: କିମ୍ସ ଓ ମଣିପାଲକୁ ସରକାରଙ୍କ ଝଟକା
ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାରେ ଅନିୟମିତତା ଅଭିଯୋଗକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ଘରୋଇ ହସ୍ପିଟାଲ କିମ୍ସ ଓ ମଣିପାଲ ହସ୍ପିଟାଲ ବିରୋଧରେ କଠୋର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଅଭିଯୋଗର ଯାଞ୍ଚ ପରେ ଉଭୟ ହସ୍ପିଟାଲକୁ ସୋ’କଜ୍ ନୋଟିସ୍ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଭାଗ ପକ୍ଷରୁ ଜାରି ନୋଟିସ୍ରେ ଆୟୁଷ୍ମାନ ଯୋଜନାର ନିୟମ ଉଲ୍ଲଂଘନ ଏବଂ ଚିକିତ୍ସା ସମ୍ପର୍କିତ ରେକର୍ଡରେ ଅସଙ୍ଗତି ନେଇ ପ୍ରଶ୍ନ ଉଠାଯାଇଛି। ବିଶେଷକରି କିମ୍ସ ବିରୋଧରେ ଏକାଧିକ ହିତାଧିକାରୀଙ୍କ […]
Continue Reading
