ମନୁଆଲ୍‍‍ ଓ୍ବର୍କ ନୁହେଁ, ମଡର୍ଣ୍ଣାଇଜ‍୍ ହେବାକୁ ପଡ଼ିବ: ଶାନ୍ତନୁ ଆଚାର୍ଯ୍ୟ

ଭୁବନେଶ୍ବର: ଓଡ଼ିଆ ଜାଣିବାକୁ ହେଲେ ଏବଂ ମୁଁ ଓଡ଼ିଆ ବୋଲି ଗର୍ବରେ କହିବାକୁ ହେଲେ ପ୍ରଥମେ ଓଡ଼ିଆ ଭାଷାର ଇତିହାସ ଜାଣିବାକୁ ହେବ। ଓଡ଼ିଶାରେ ତଥା ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀର ୧୧ତମ ସଂସ୍କରଣରେ ମୁଖ୍ୟଅତିଥି ତଥା ଉଦ୍‍‍ଘାଟକ ଭାବେ ଯୋଗଦେଇ ବରିଷ୍ଠ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ମନୁଆଲ୍‍‍ ଓ୍ବର୍କରେ ଖାଲି ଅ-ଆ ଲେଖିଦେଲେ ଚଳିବନି, ଆମକୁ ମଡର୍ଣ୍ଣାଇଜ‍୍ ହେବାକୁ ପଡ଼ିବ। ଏଥିପାଇଁ […]

Continue Reading
Swomen Agarbati makes history in India, young women will get double income

ଭାରତରେ ଇତିହାସ କଲା Swomen Agarbati, ଯୁବକ ଯୁବତୀ ପାଇବେ ଡବଲ ରୋଜଗାର

ଭୁବନେଶ୍ବର : ଓଡ଼ିଆରେ ପୁଣି ନୂଆ ଇତିହାସ୍ ସୃଷ୍ଠି କଲା Swomen Agarbati। ପୁରା ଭାରତ ବର୍ଷରେ ରୋଜଗାର ଦିଗରେ ଏହା ଏକ ବେଶ୍ ଭଲ ପଦକ୍ଷେପ। ପ୍ରଥମ ଥର ପାଇଁ ଲଞ୍ଚ ହେଲା ଡବଲ ପିସ୍ତନ Agarbati ମେସିନ୍ । ଯାହାକି ପୂର୍ବ ମେସିନ୍ ଅପେକ୍ଷା ଦୁଇଗୁଣ ଅଧିକ ପ୍ରଡକସନ୍ ପ୍ରସ୍ଥୁତ କରିବ। ଯାହା ରୋଜଗାର ଦିଗରେ ଏକ ଭଲ ଫଳପ୍ରଦ ହେବ। ଏହା ଭାରତରେ ପ୍ରଥମ ଥର ବଜାର୍ ପ୍ରବେଶ କରିଛି। ଏହି ମେସିନ୍ […]

Continue Reading
Not only Nisha Maharana, Sahu Bhauj, Rani Priyadarsini, but many other artists cannot dance in Khandagiri.

ଖଣ୍ଡଗିରିରେ କେବଳ ନିଶା ମହାରଣା, ସାହୁ ଭାଉଜ, ରାଣୀ ପ୍ରିୟଦର୍ଶିନୀ ନୁହେଁ ନାଚି ପାରିବେ ନାହିଁ ଆହୁରି ଅନେକ କଳାକାର

ବ୍ୟୁରୋ : ଖଣ୍ଡଗିରିକୁ ଆସିବେ ନାହିଁ ୩ ନର୍ତ୍ତକୀ । ଖୋଲି ପାରିବେ ନାହିଁ ଅନ୍ତଃ ବସ୍ତ୍ର । କରିପାରିବେନି ଅଙ୍ଗ ପ୍ରଦର୍ଶନ । ଏପରି ଏକ ନିଷ୍ପତି ନେଇଛି ପୂଜା କମିଟି । ମୁଖ୍ୟତଃ ନିଶା ମହାରଣା, ସାହୁ ଭାଉଜ, ରାଣୀ ପ୍ରିୟଦର୍ଶିନୀଙ୍କ କଥା ସବୁଠି ଚର୍ଚ୍ଚା ହେଉଛି । ହେଲେ ସତ୍ୟ ଆଉ କିଛି ରହିଛି । ସତ କଥା ହେଉଛି ଆସନ୍ତା ଫେବୃଆରୀ ୬ ରୁ ୧୭ ଯାଏ ଖଣ୍ଡଗିରି କୁମ୍ଭ ମେଳା […]

Continue Reading
Slipped, got up and slipped again; people were completely confused.

ଖସିଲା, ଉଠିଲା ପୁଣି ଖସିଲା; ଲୋକେ ପୁରା ଛାନିଆ

ବ୍ୟୁରୋ : ଗତ ସୋମବାର ସେୟାର ବଜାର ସଭିଙ୍କ ମୁଣ୍ଡରେ ବଜ୍ରପାତ କରିଥିଲା। କେହି କେହି ତ ବଜାର୍ ଛାଡି ନୀରବ ବସିଗଲେ। ଆଉ କେହି କେହି ଭୟରେ ବିଦାୟ ବି ନେଇଗଲେ। ଏହାର ଏକମାତ୍ର କାରଣ ବିଦେଶୀ କମ୍ପାନୀ ଭାରତରୁ ପୁଞ୍ଜି ଫେରାଇ ନେଉଥିବା ବେଳେ ଅନ୍ୟପଟେ ନୂଆ ଚାଇନା ଭାଇରସ୍ HMPV ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଏହାକୁ ନେଇ ବିଚଳିତ ନ ହେବାକୁ ମତ ରଖିଛନ୍ତି ସେବି (SEBI) ସ୍ବୀକୃତି ପ୍ରାପ୍ତ ନିବେଶକ […]

Continue Reading

୯ ଦଫା ଦାବି ପୁରାଣପାଇଁ ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନର ସରକାରଙ୍କୁ ଚିଠି

ଭୁବନେଶ୍ୱର: ୯ ଦଫା ଦାବିରେ ସରକାରଙ୍କୁ ଦାବିପତ୍ର ଦେଲା ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନ । ସଙ୍ଘର ଅଭିଯୋଗ ମୁତାବକ ସଂଘ ଦୀର୍ଘ ଦିନରୁ ରାଜ୍ୟରେ ସେବା ଯୋଗାଇ ଆସିଛି । ସେ ସରକାରୀ କାର୍ଯ୍ୟ ହେଉ ଅବା କୌଣସି ବ୍ୟକ୍ତି କି କମ୍ପାନୀର ହେଉ। କୋଭିଡ ପରି ମହାମାରୀରେ ସବୁଠି ଚକ ଅଖ ବନ୍ଦ ପଡିଥିବା ବେଳେ ଜୀବନକୁ ବାଜି ଲଗାଇ ସେବା ପ୍ରଦାନ କରାଯଇଛି । ଛୋଟ ବଡ ବାତ୍ୟା ହେଉ ଅବା […]

Continue Reading
Warning bell for December

ଡିସେମ୍ବର ମାସ ପାଇଁ ସତର୍କ ଘଣ୍ଟି, ବ୍ୟାଙ୍କ ବନ୍ଦ ହେବ ଏତେ ଦିନ

ଭୁବନେଶ୍ୱର (ବ୍ୟୁରୋ) : ଡିସେମ୍ବର ମାସରେ ବ୍ୟାଙ୍କରେ କାର୍ଯ୍ୟ ରଖିଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। ଫସିଯିବେ ଭିଡ ଭିତରେ। କାରଣ ଡିସେମ୍ବର ମାସରେ ବନ୍ଦ ରହିବ ବ୍ୟାଙ୍କ। ଦିନେ ନୁହଁ କି ଦୁଇ ଦିନ ନୁହଁ ବ୍ୟାଙ୍କ ବନ୍ଦ ରହିବ ପାଖାପଖି 17 ଦିନ। ଡିଜିଟାଲ୍ ବ୍ୟାକିଂର ଆଗମନ ସହିତ ପ୍ରାୟ ସମସ୍ତ ସର୍ଭିସ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ । ଯଦିଓ ଏହା ଗ୍ରାହକଙ୍କ ବ୍ୟାଙ୍କକୁ ଯିବାର ଆବଶ୍ୟକତାକୁ କମ କରିଛି, ଯେଉଁମାନେ ଅନଲାଇନ୍ […]

Continue Reading

ମାର୍କେଟକୁ ଆସୁଛି ନୂଆ Rx-100, ପୁଣି ସେଇ ସାଉଣ୍ଡ-ସେଇ ମଜା ପାଇବେ ଯୁବପିଢ଼ି

କମ୍ପାନୀ ପକ୍ଷରୁ ପୁଣି ଥରେ ୯୦ ଦଶକର ଭାରତୀୟ ରାସ୍ତାର ରାଜା YAMAHA RX-100 କୁ ମାର୍କେଟରେ ଲଞ୍ଚ କରୁଛି ଏବେ ରି-ଲଞ୍ଚର ତାରିଖ ଘୋଷଣା କରିଛି କମ୍ପାନୀ । ଏବେ ଏହି ବାଇକର ଅନରୋଡ ପ୍ରାଇସ୍ କଣ ହେବ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଏହି ମୋଟର ସାଇକେଲକୁ କିଛି ସମୟ ପୂର୍ବରୁ ଭାରତୀୟ ବଜାରରେ ବନ୍ଦ କରିଦିଆଯାଇଥିଲା। ଏବେ କମ୍ପାନୀ ନୂଆ ଫିଚର ସହିତ ଲଞ୍ଚ କରିବାକୁ ଯାଉଛି। ନୂଆ ୟାମାହା […]

Continue Reading
New E-Activa is coming to the market, but not for that much money

ମାର୍କେଟକୁ ଆସୁଛି ନୂଆ E-Activa, ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର (ବ୍ୟୁରୋ) : ଆଜିର ସମୟରେ ପେଟ୍ରୋଲ ଦାମକୁ ନେଇ ସମସ୍ତେ ଅତିଷ୍ଠ। କିଏ ପେଟ୍ରୋଲ ଗାଡିକୁ ବିକ୍ରି କଲାଣି ଆଉ କିଏ ଘରେ ଟାଙ୍ଗିଲାଣି। ସେଥିପାଇଁ ଅନେକ କମ୍ପନି ପକ୍ଷରୁ E-ଗାଡି ଆବିଷ୍କାର କଲେଣି। ଆଉ ଏହି ରେସରୁ ବାଦ ପଡ଼ିନାହିଁ ହୋଣ୍ଡା। ହୋଣ୍ଡା କମ୍ପାନୀର ସର୍ବାଧିକ ବିକ୍ରି ସ୍କୁଟି Activa ଏବେ ବିଦ୍ୟୁତ ଚାଳିତ ଆସିବାକୁ ଯାଉଛି। ଯାହା ଅଳ୍ପ ଦିନ ମଧ୍ଯରେ ବଜାର ପ୍ରବେଶ ମଧ୍ଯ କରିବ। ହୋଣ୍ଡା ମୋଟରସାଇକେଲ ଏଣ୍ଡ୍ ସ୍କୁଟର […]

Continue Reading
3 brothers, 6 eyes, one dream, no one will be left hand in leg

୩ ଭାଇ ୬ ଆଖି ସ୍ବପ୍ନ ଏକ, “କେହି ରହିବେନି ବିନା ହାତ ଗୋଡ଼ରେ”

ଭୁବନେଶ୍ୱର (ବ୍ୟୁରୋ) : ସେବା କରିବାକୁ ସଭିଙ୍କୁ ଭଲଲାଗେ ନାହିଁ। କିନ୍ତୁ ଯିଏ ଥରେ ସେଇ ନିଶାରେ ପଡ଼ିଯାଏ ତାକୁ ସବୁ ଚୁଛ ଲାଗେ। ଏଇ ଯେମିତି ବ୍ରୋଦ୍ରର ହୁଡ଼ (Brother Hood) ଫାଉଣ୍ଡେସନର ତିନି ଭାଇ ସଂଜିତ ସେନାପତି, ସତ୍ୟଜିତ ସେନାପତି ଓ ସୁଜିତ ସେନାପତି। ତିନି ଭାଇ ୬ ଆଖି ହେଲେ ସ୍ୱପ୍ନ ଗୋଟାଏ। ସଭିଏଁ ନିଜର ଭଲ ମନ୍ଦ ସ୍ୱପ୍ନ ଦେଖନ୍ତି ଏ ୩ ଭାଇ କିନ୍ତୁ କେଉଁ ଲୋକର ଗୋଡ କିମ୍ବା […]

Continue Reading
The eyes are not closed, now the justice of the court will be seen with open eyes

ଚକ୍ଷୁ ବନ୍ଦ ନୁହଁ ଏବେ ମୁକ୍ତ ଚକ୍ଷୁରେ ଦେଖିବେ କୋର୍ଟର ନ୍ୟାୟ ଦେବୀ

ଭୁବନେଶ୍ୱର (ବ୍ୟୁରୋ) : ଭାରତରେ ଉନ୍ମୋଚିତ ହେଲା ନୂଆ ନ୍ୟାୟ ପ୍ରତୀକ। ଆଉ ବନ୍ଦ ଚକ୍ଷୁ ନୁହଁ ଏବେ ପ୍ରତୀକଙ୍କ ଚକ୍ଷୁ ଖୋଲା ରହିବ। ପ୍ରତୀକକୁ ଆଜି ମୁଖ୍ୟ ନ୍ୟାୟାଧୀଶ ଚନ୍ଦ୍ରଚୂଡ଼ ଉନ୍ମୋଚିତ କରିଛନ୍ତି। ତାଙ୍କ କହିବା ମୁତାବକ ଆଇନ ସମସ୍ତଙ୍କୁ ସମାନ ଦେଖେ। ଏହାର ଉନ୍ମୋଚନ କରି ସେ ଭାରତର ନ୍ୟାୟ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ପରମ୍ପରାଗତ ଭାବେ ଅନ୍ୟାୟର ଦୃଷ୍ଟିହୀନ ପ୍ରତୀକ ଥିବା ବ୍ଲାଇଣ୍ଡ ଲେଡି ଚରିତ୍ରକୁ ପରିବର୍ତ୍ତନ କରି […]

Continue Reading