ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ: ୨ମୃତ, ଜଳବନ୍ଦୀରେ ଅନେକ ଲୋକ
ବର୍ଷାରେ ବୁଡ଼ିଲା ମାୟାନଗରୀ । ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ଜୀବନଯାତ୍ରା ବ୍ୟାହତ ହୋଇଛି ଏବଂ ଦୁଇ ଜଣଙ୍କ ଜୀବନ ଯାଇଛି । ପ୍ରବଳ ବର୍ଷା ନେଇ ମୁମ୍ବାଇ ଏବଂ ରାୟଗଡ଼ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷାରେ ସିଓନ୍, କୁର୍ଲା, ଚେମ୍ବୁର ଏବଂ ଅନ୍ଧେରୀ ସମେତ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି। ପାଣି ଜମି ରହିବାରୁ ପଶ୍ଚିମ ଏକ୍ସପ୍ରେସ ହାଇୱେରେ ଯାନବାହାନ […]
Continue Reading
