ଟାଟା ପାୱାର ସୋଲାର ଓ ଟାଟା ୱାନଏମଜି ନାଁରେ ୧୫.୧୯ ଲକ୍ଷ ଟଙ୍କା ଠକେଇ, ଜଣେ ଗିରଫ
ଭୁବନେଶ୍ୱର: ଟାଟା ପାୱାର ସୋଲାର ସିଷ୍ଟମ୍ସ ଲିମିଟେଡ୍ ଏବଂ ଟାଟା ୱାନଏମଜି ହେଲଥ୍ କେୟାର ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ର ନକଲି ପ୍ରତିନିଧି ସାଜି ଡିଷ୍ଟ୍ରିବ୍ୟୁଟରସିପ୍ ଓ ଫ୍ରାଞ୍ଚାଇଜ୍ ଦେବାର ପ୍ରଲୋଭନ ଦେଖାଇ ୧୫ ଲକ୍ଷ ୧୯ ହଜାର ୨୦୦ ଟଙ୍କା ଠକେଇ ମାମଲାରେ ସାଇବର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗକାରୀ ବିଜନ କୁମାର ମହାପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ସାଇବର ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। […]
Continue Reading
