ଛୋଟ ଛୋଟ ପିଲାଙ୍କ ଗହଣରେ ଅଭିନେତା ଚନ୍ଦନ କରଙ୍କ ଜନ୍ମଦିନ ପାଳନ
ଭୁବନେଶ୍ୱର : ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରିଛନ୍ତି ଓଲିଉଡ୍ ଅଭିନେତା ଚନ୍ଦନ କର। ଜନ୍ମଦିନ ଅବସରରେ ସକାଳୁ ଠାକୁର ଦର୍ଶନ କରିବା ପରେ ସେ ସିଧାସଳଖ ପହଞ୍ଚିଥିଲେ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ। ସେଠାରେ ଛୋଟ ଛୋଟ ପିଲାଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ ଚନ୍ଦନ। ପିଲାମାନଙ୍କ ସହ ହସଖୁସିରେ ସମୟ ବିତାଇବା ସହ ସେମାନଙ୍କ ସହ ନିଜ ଜନ୍ମଦିନର ଖୁସି ବାଣ୍ଟିଥିଲେ। ଏହି ଅବସରରେ ପିଲାମାନେ ମଧ୍ୟ ଅଭିନେତାଙ୍କୁ […]
Continue Reading
