ଅଧିକ ପେନ୍ କିଲର୍ ଖାଉଛନ୍ତି କି ? ହେଇଯାଆନ୍ତୃ ସାବଧାନ ହୋଇପାରେ ଗୁରୁତର ସମସ୍ୟା
ଅନେକ ଲୋକ ଅଳ୍ପ ଯନ୍ତ୍ରଣା କିମ୍ବା କ୍ଳାନ୍ତିରୁ ମୁକ୍ତି ପାଇବା ପାଇଁ ପେନ୍ କିଲର୍ ଔଷଧ ଉପରେ ନିର୍ଭର କରନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ପେନ୍ କିଲର୍ର ଅତ୍ୟଧିକ ବ୍ୟବହାରରେ ଅନେକ ପ୍ରକାରର କ୍ଷତି ହୋଇପାରେ। ଯେଉଁମାନେ ରକ୍ତ ପତଳା କରିବା ପାଇଁ ଔଷଧ ସେବନ କରନ୍ତି, ସେମାନଙ୍କ ଉପରେ ପେନ୍ କିଲର୍ର ଆହୁରି ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ। ନିକଟରେ ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ ଯେଉଁମାନେ ରକ୍ତ ପତଳା […]
Continue Reading
