ଇନଷ୍ଟାଗ୍ରାମରେ ରଥ କର୍ଡନ ପାସ୍ ବିକ୍ରି ଅଭିଯୋଗ: ପ୍ରଶାସନର କଟକଣା ଉପରେ ଉଠିଲା ପ୍ରଶ୍ନ
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏବେ କର୍ଡନ ପାସ୍କୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ଶୃଙ୍ଖଳା ଦୃଷ୍ଟିରୁ ରାଜ୍ୟ ସରକାର କର୍ଡନ ପାସ୍ ବଣ୍ଟନରେ କଡ଼ା କଟକଣା ଲାଗୁ କରିଥିଲେ। ନକଲି ପାସ୍ ଓ ଅନଧିକୃତ ପ୍ରବେଶ ରୋକିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ନଜର ରଖାଯାଇଥିବା ଦାବି କରାଯାଇଥିଲା। ତେବେ ରଥଯାତ୍ରା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ସ୍କ୍ରିନସଟ୍ […]
Continue Reading
