ଆଉ ଏକାଠି ଆସିବେନି ରୋହିତ କୋହଲି ଯୋଡ଼ି, ନେଇପାରନ୍ତି ଅବସର

ଦିନିକିଆରେ ଦେଖିବାକୁ ମିଳିନପାରେ ରୋହିତ-କୋହଲି ଯୋଡ଼ି । ଅଷ୍ଟ୍ରେଲିଆ ଗସ୍ତ ହେବ କି ଶେଷ ଦିନିକିଆ ସିରିଜ୍‌ । ଟେଷ୍ଟ ଓ ଟି-୨୦ ପରେ ଏବେ ODIରୁ ବି ଅବସର ନେଇପାରନ୍ତି ଏହି ଯୋଡ଼ି ୨୦୨୭ରେ ହେବ ଦିନିକିଆ ବିଶ୍ବକପ୍‌ । ତେବେ ଏଥିପାଇଁ ବିସିସିଆଇର ଯୋଜନାରେ ନାହାନ୍ତି ବିରାଟ ଓ ରୋହିତ । କାରଣ ଆଗାମୀ ବିଶ୍ବକପ୍‌ ପାଇଁ BCCI ଏକ ଯୁବ ଟିମ୍‌ ପ୍ରସ୍ତୁତ କରିବାକୁ ଚାହୁଁଛି । ଆଉ ଏହି ଟିମ୍ ରେ […]

Continue Reading