ଦିନ ୨ଟା ପରେ କଟକରେ ଦୋକାନ ବଜାର ବନ୍ଦ

Top Storise ରାଜ୍ୟ

କଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ପକ୍ଷରୁ ମେଡିସିନ୍ ଷ୍ଟୋର ବ୍ୟତୀତ ସହରର ସମସ୍ତ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

ମେ ୩ରୁ ମେ ୧୮ ପର୍ଯ୍ୟନ୍ତ ତଥା ୧୫ ଦିନ ଯାଏଁ ନୂତନ ନିୟମାବଳୀ ଆସିବା ଯାଏଁ ବଳବତ୍ତର ରହିବ।

ତେବେ ଏହି ସମୟ ମଧ୍ୟରେ ମାଲଗୋଦାମ ଏବଂ ଛତ୍ର ବଜାରରେ ଅତ୍ୟାବଶ୍ୟକ ଦୋକାନ ଏବଂ ଅନଲୋଡିଂ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ବୋଲି ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *