ଅମ୍ଳଜାନ ଅଭାବ ହେତୁ ୨୦ କୋଭିଡ୍ ରୋଗୀଙ୍କ ମୃତ୍ୟୁ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଅମ୍ଳଜାନ ଅଭାବ ହେତୁ ଦିଲ୍ଲୀସ୍ଥିତ ଜୟପୁର ଗୋଲଡେନ ହସ୍ପିଟାଲରେ ୨୦ ଗୁରୁତର କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି।

ହସ୍ପିଟାଲର ଏମଡି ଡି କେ ବାଲୁଜା ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଅମ୍ଳଜାନ ଯୋଗାଣ ପାଇଁ ଡାକ୍ତରଖାନା ଦିଲ୍ଲୀ ସରକାରଙ୍କୁ ଏକ SOS ପଠାଇଥିଲା। ଡାକ୍ତରଖାନା କହିଛି ଯେ ଏଥିରେ ମାତ୍ର ୪୫ ମିନିଟ୍ ଅମ୍ଳଜାନ ବାକି ଅଛି।

Leave a Reply

Your email address will not be published. Required fields are marked *