ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ସବୁ ଝିଅମାନଙ୍କୁ କେବେ ନା କେବେ ଏହି ଭଳି ପରିସ୍ଥିତି ସାମ୍ନା କରିବାକୁ ପଡିଥାଏ ସମ୍ସ୍ତାଂବ୍କାର କେବେ ନା କେବେ ମାସିକ ଆରମ୍ଭ ହୋଇଥାଏ ଆଉ ଏହା ପ୍ରାକୃତିକ ହୋଇଥାଏ । ଗୋଟେ ଝିଅ ଯେତେବେଳେ ମାସିକ ଧର୍ମ ପ୍ରଥମ ଚରଣକୁ ପହଞ୍ଚିଥାଏ ସେହି ସମୟରେ ତାକୁ ଏହା ଜାଣିବା ଆବଶ୍ୟକ ହୋଇଥାଏ ଯେ ଏହା କଣ କାହିଙ୍କିନା ହଟାତ ଏ ସବୁ ପରିବର୍ତନ ଦେଖି କୁନି କୁନି ଝିଅ ମାନେ ଡଋ ଯାଇଥାନ୍ତି ଆଉ ଏହାକୁ ରୋଗ ଭଳି ଅନୁମାନ କରନ୍ତି ।

ତେବେ ପ୍ରାୟତଃ ଝିଅ ମାନଙ୍କୁ ୧୧ ରୁ ୧୩ ବର୍ଷ ମଧ୍ୟରେ ରିତୁ ଶ୍ରବ ଆସିଥାଏ କିନ୍ତୁ ବର୍ତମାନ ସମୟରେ ବହୁତ କମ ବୟସ ଝିଅମାନଙ୍କର ମଧ୍ୟ ମାସିକ ଆରମ୍ଭ ହେଇଯାଉଛି ଯାହା ବହୁତ ପ୍ରକାର କାରଣ ପାଇଁ ହୋଇଥାଏ ଯେମିତିକି ବାତାବରଣ ଖାଦ୍ଯ ଯାହା ଆମେ ଖାଇଥାଉ ଆଉ ଅନ୍ୟ ହାର୍ମୋନ ଚେଞ୍ଜ ପାଇଁ ମଧ୍ୟ ମାସିକ ଡ଼ିଏଚଆରଏମ ଆସିଥାଏ ଏହାର ବହୁତ ପ୍ରକାର କାରଣ ଆପଣ ଦେଖିବାକୁ ପାଇଥିବେ । ତେବେ ଏହା କିଛି ଡରିବା କଥା ନୁହ ଆପଣ ନିଜ ଛୁଆଙ୍କୁ ଏହା ବିଷୟରେ ଆଗରୁ କିଛି କିଛି କଥା ବୁଝାଇ ରଖନ୍ତୁ ଯାହା ଦ୍ଵାରା ହଟାତ ଏମିତି ହେଲେ ସେ ଡରିବେ ନାହିଁ ଆଉ ଆପଣଙ୍କୁ ଆସି ଜଣାଇବେ ନଚେତ ସ୍କୁଲରେ କହିବେ ।

ତେବେ ଛୁଆଙ୍କୁ ବୁଝାଇବା ପାଇଁ ଆଉ ଶିଖାଇବା ପାଇଁ ସ୍କୁଲ ସବୁଠାରୁ ଉତ୍ତମ ସ୍ଥାନ ହୋଇଥାଏ, ତେବେ ସବୁ ସ୍କୁଲରେ ଛୁଆଙ୍କୁ ମାସିକ ଧ୍ରମ ବିଷୟରେ ଜଣାଇବା ଉଚିତ ଯାହା ଦ୍ଵାରା ସେ ଏହା ବିଷୟରେ ଜାଣି ରଖନ୍ତୁ ଆଉ ତାଙ୍କ ଶରୀର ଭିତରେ ଆସୁଥିବା ପରିବର୍ତନକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । ପ୍ରଥମ ମାସିକ ଧ୍ରମ ଆସିଲେ ବହୁତ କଷ୍ଟ ହୋଇଥାଏ କାହିଙ୍କିନା ବାଟ ଖୋଲିଥାଏ ଏହା ଛଡା ସ୍ତନ ବଢିବାକୁ ଲାଗିଥାଏ ଯାହା ଫଳ ସ୍ୱରୂପ ଝିଅମାନଙ୍କୁ କଷ୍ଟ ହୋଇଥାଏ ।

ଆଉ ବହୁତ ପ୍ରକାର ହାର୍ମୋନ ଚେଞ୍ଜ ମଧ୍ୟ ନୂଆ ନୂଆ ଦେଖିବାକୁ ମିଳିଥାଏ । ତେବେ ଆଜିକା ସମୟରେ ବହୁତ ଲୋକ ଏହା କମ୍ପ୍ଲେନ କରନ୍ତି ଯେ ତାଙ୍କ ମାସିକ ଡ଼ିଏଚଆରଏମ ସଠିକ ଚାଲି ନାହିଁ ତେବେ ଏହାର ବହୁତ କାରଣ ହୋଇଥାଏ ବହୁତ ଅଧିକ ଚିନ୍ତା କରିବା, ସଠିକ ଭାବରେ ନ ଶୋଇବା, ସଠିକ ଖାଦ୍ଯ ନଖାଇବା ଓ ଏହା ଛଡା ବହୁତ ପ୍ରକାର କଥା ମଧ୍ୟ ମାସିକ ଧର୍ମରେ ହାର୍ମୋନ ଚେଞ୍ଜ ପାଇଁ ଦେଖିବାକୁ ମିଳିଥାଏ ତେବେ ଝିଅ ମାନଙ୍କ ଘରେ ଏହି ସବୁ କଥା ଶିଖାଇବା ଆଉ ଜଣାଇବା ଆବଶ୍ୟକ ହୋଇଥାଏ ।