ଆଜିଠୁ ରାଜସ୍ଥାନ ବିଧାନସଭା ଅଧିବେଶନ, ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

Top Storise ରାଜ୍ୟ

ଜୟପୁର: ଆଜିଠୁ ରାଜସ୍ଥାନରେ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ତାପୂର୍ବରୁ ଘର ସଜାଡିକ ସାରିଛି କଂଗ୍ରେସ । ଏକ ହୋଇଛନ୍ତି ସଚିନ୍ ପାଇଲଟ୍ ଓ ଅଶୋକ ଗେହଲଟ କ୍ୟାମ୍ପ । ଆଜି କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି । ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ଦୁଇ ଦଳ ମୁହାଁମୁହିଁ ହୋଇପାରନ୍ତି 

Leave a Reply

Your email address will not be published. Required fields are marked *