ବଲିଉଡର କଳାକାରଙ୍କ ପାଖରେ ପଇସାର କିଛି ଅଭାବ ନଥାଏ I କାରଣ ବଲିଉଡରେ ଗୋଟେ ଫିଲ୍ମ ପାଁଇ ସେମାନେ କୋଟି କୋଟି ଟଙ୍କା ପାଇଥାନ୍ତି I ହେଲେ ପାଖରେ ପଇସା ଥିଲେ ସବୁ କିଛି ସମ୍ଭବ ନଥାଏ I ପଇସା ସହ ମଣିଷର ହୃଦୟ ବି ବଡ଼ ହେବା ଉଚିତ I ଏହା ସହ ଆଜି ଆମେ ଦେଖିବା ବଲିଉଡର ଏହି କଳାକାର ମାନେ କିପରି ଗରିବ ଓ ଭିକାରି ଲୋକଙ୍କ ସହ ବ୍ୟବହାର କରିଥାନ୍ତି I
ଆସନ୍ତୁ ଜାଣିବା ଏହି ଗରିବ ଲୋକଙ୍କ ପ୍ରତି ବଲିଉଡର କଳାକାରଙ୍କର କିପରି ରହିଛି ବ୍ୟବହାର
ଶାହରୁଖ ଖାଁ
ସାରୁଖ ଖାଁ ବଲିଉଡ ରେ କିଙ୍ଗ ଖାଁ ନାମ ରେ ପରିଚିତ ଅଟନ୍ତି I କିନ୍ତୁ ସେ ନାମ ରେ ଯେପରି ବାଦସାହା କାମରେ ବି ସେହିପରି ଅଟନ୍ତି I ଏଠାରେ ସେ ଜଣେ ଗରିବ ବ୍ୟକ୍ତିଙ୍କ ମୁଣ୍ଡରେ ହାତ ରଖିବାର ଦେଖିବାକୁ ମିଳିଥାଏ I
ରଣବୀର ସିଂ
ବଲିଉଡର ବଡ଼ ବଡ଼ ଅଭିନେତାଙ୍କ ମଧ୍ୟରେ ରଣବୀର କପୁର ହେଉଛନ୍ତି ଜଣେ ନାମିଦାମୀ ଅଭିନେତା I ତାଙ୍କର ନାମ ଯେପରି ତାଙ୍କର କାମ ବି ସେହିପରି ବଡ଼ ଅଟେ I ଏଠାରେ ଆପଣ ଦେଖୁଥିବେ କିପରି ରାସ୍ତା କଡ଼ରେ ଏକ ପିଲାକୁ ପଇସା ଦେଉଛନ୍ତି I
ଜାୟଦ ଖାଁ
ବଲିଉଡର ଅଭିନେତା ଜୟଦ ଖାଁ ଏକ ସୁପର ଫ୍ଲପ ଅଭିନେତା ଅଟନ୍ତି I କିନ୍ତୁ ଏହା ସତ୍ୱେ ବି ସେ ଲୋକଙ୍କର ବେଶ ପ୍ରଶଂସାର ପାତ୍ର ହେଇପାରିଛନ୍ତି I ଲୋକେ ତାଙ୍କୁ ସୁପର ହିରୋ ବୋଲି ମଧ୍ୟ କହିଛନ୍ତି ଏହି ଫୋଟୋରେ ଆପଣ ଦେଖିପାରୁଥିବେ କିପରି ଜଣେ ଭିକାରି ସହ ବି ସୁନ୍ଦର ବ୍ୟବହାର କରୁଛନ୍ତି I
ସଲମାନ ଖାନ
ବଲିଉଡର ସୁଲତାନନଂରେ ପରିଚିତ ସଲ୍ମାନ ଖାଁଙ୍କର ଉଦାରତାର ଉଧାରଣ ଆପଣ ଏହି ଫୋଟୋରୁ ଦେଖିପାରୁଥିବେ I ସେ ଅନେକ ସମୟରେ ଅନେକ ପିଲାଙ୍କର ସହାୟତା କରିଛନ୍ତି I ରାସ୍ତାରେ ଏକ ଗରିବ ପିଲାଟିକୁ ଦେଖି ପାଁଇ ଡାକ୍ତରଙ୍କର ନମ୍ବର ବି ଦେଇଥିଲେ I ଏବଂ ପଇସାର ବି ସହାୟତା କରିବାର ପ୍ରତିଶୃତି ଦେଇଥିଲେ I
ସାରା ଅଲି ଖାଁ
ଆପଣ ଏହି ଫୋଟୋରେ ଦେଖିପାରୁଥିବେ ସାରା ଅଲି ଖାଁ ଏକ ବୁଢ଼ୀ ଭିକାରିଙ୍କୁ ଅଣଦେଖା କରୁଛନ୍ତି I ଏହି ଫୋଟୋରେ ଆପଣ ଏହି ଅନୁମାନ କରିପାରୁଥିବେ କିପରି ସେ ଗରିବଙ୍କୁ ବ୍ୟବହାର କରିଥାନ୍ତି I
ମଲାଇକା ଅରୋରା
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ କିଏ ବା ନଜାଣିଚି I ଏହି ଫାଟରେ ଆପଣ ଦେଖିପାରୁଥିବେ କିପରି ସେ ଏହି ବୁଢ଼ୀ ମହିଳାଙ୍କୁ ଭିକ ମାଗିବା ସମୟରେ କିପରି ବ୍ୟବହାର କରୁଛନ୍ତି I