ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ପୋଲିସଙ୍କୁ ତଦନ୍ତ ଅଧୀନରେ ଅଣାଯାଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ତଦନ୍ତକରାଯାଉଛି, ଠିକ ସମୟରେ ଏନେଇ ପୋଲିସ ବକ୍ତବ୍ଯ ରଖିବ । ବର୍ତ୍ତମାନ କୌଣସି ବକ୍ତବ୍ଯ ରଖିବା ତଦନ୍ତକୁ ପ୍ରଭାବିତ କରିବ ବୋଲି କମିଶନର କହିଛନ୍ତ। ସମସ୍ତ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ଅଛନ୍ତି। ସତ୍ଯାତା ଓ ପ୍ରମାଣ ଭିତିରେ ନିଷ୍ପତ୍ତି ନିଆଯିବ ବୋଲି କମିଶନର କହିଛନ୍ତି।