ପୁଣି ଥରେ ଏକାଠି ନଜର ଆସିବେ କପିଲ ଏବଂ ସୁନିଲଙ୍କ ଯୋଡି!
ନୂଆଦିଲ୍ଲୀ: ପୁଣି ଥରେ ଏକାଠି ହେବେ ହାସ୍ୟ ଅଭିନେତା କପିଲ ଏବଂ ସୁନିଲ। ଆକ୍ଟର ତଥା ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ପୁଣି ଥରେ ଦ କପି ଶର୍ମା ସୋରେ ନଜର ଆସିପାରନ୍ତି। ଲୋକପ୍ରିୟ ରିୟାଲିଟି ସୋ ‘କପିଲ ଶର୍ମା ସୋ’ ଜରିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁନିଲ୍ ଗ୍ରୋଭର ପୁଣି ଥରେ ତାଙ୍କର ପୂର୍ବ ଠିକଣାକୁ ଫେରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏ ନେଇ ଏକ ସାକ୍ଷାତକାରରେ ସୁନିଲ୍ କପିଲ […]
Continue Reading
