ରହସ୍ୟମୟ ଦ୍ୱୀପ ନର୍ଥ ସେଣ୍ଟିନାଲ ଆୟାର୍ଲାଣ୍ଡ

ଆଣ୍ଡାମାନ : ରହସ୍ୟ ଭିତରେ ପୁରା ବ୍ରହ୍ମାଣ୍ଡ । ଆଉ ଏହି ରହସ୍ୟ ଭିତରେ ଆମେ । ଆମ ଚାରିପଟେ ବହୁତ ରହସ୍ୟ ରହିଛି । ଯାହାକି ଆମେ ଚାହିଁଲେ ବି ତାର ସତ୍ୟସତ୍ୟ ପାଖରେ ପହଂଚିବା କାଠିକର ହୋଇପଡୁଛି । ସେମିତି ଏକ ରହସ୍ୟମୟ ସ୍ଥାନ ରହିଛି । ଯେଉଁଠି ଯାଉଥିବା ଲୋକେ ଆଉ ଫେରନ୍ତି ନାହିଁ । ବିଶ୍ୱାସ ନହେଲେ ବି ସତ । ଆଣ୍ଡାମାନ ଠାରୁ ୫୦ କିଲୋମିଟର ଦୂରରେ ରହିଛି ନର୍ଥ […]

Continue Reading

ଓଡ଼ିଶାରେ ବସ୍ ଚଳାଚଳକୁ ମିଳିଲା ଅନୁମତି, ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ ଲାଗୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ଏବେ ନିୟନ୍ତ୍ରଣକୁ ଆସିନଥିବାରୁ କାଟେଗୋରୀ ‘ଏ’ ଓ ‘ବି’ରେ ୧୦ ଜିଲ୍ଲା ପୂର୍ବପରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ନୂଆ ଗାଇଡଲାଇନ୍ ଅନୁସାରେ ଉଭୟ କାଟେଗୋରୀରେ ବସ୍ ଚଳାଚକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । […]

Continue Reading

ଅଗଷ୍ଟ ୧ ତାରିଖ ଯାଏ ଆଶିଂକ ଲକଡାଉନ୍

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ଜାରି ରହିଥିବା ବେଳେ ଲକଡାଉନ୍ ଜାରି ରହିଛି । ଏବେ ପୁଣି ଥରେ ଅଗଷ୍ଟ ୧ ତାରିଖ ଯାଏ ଲକଡାଉନ୍ ଜାରି ହେବ । ଏହି ସମୟରେ କିଛି ମାତ୍ରାରେ କୋହଳ କରାଯିବ । ପୂର୍ବ ଘୋଷଣା ଅନୁସାରେ କାଟାଗୋରୀ-ଏ ଏବଂ କାଟାଗୋରୀ-ବି ରେ କଟକଣା ଲାଗୁ ହେବ । କାଟାଗୋରୀ-ଏ ରେ ସପ୍ତାହରେ ୫ ଦିନ ଦୋକାନ ବଜାର ଖୋଲା ରହିବ । କାଟାଗୋରୀ-ଏ ରେ ସକାଳ ୬ଟାରୁ […]

Continue Reading

କେନ୍ଦ୍ର କର୍ମଚାରୀଙ୍କ ଲାଗି ଭଲ ଖବର; ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଭଲ ଖବର। କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ବୁଧବାର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବଢାଇ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ବର୍ଷ ଏହାକୁ ବନ୍ଦ କରାଯିବା ପରେ କେନ୍ଦ୍ର କ୍ୟାବିନେଟ୍ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏହା ଏକ ଆଶ୍ବସ୍ତିକର […]

Continue Reading

ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ଆଡପ ଅବଢ଼ା

ପୁରୀ : ମହାପ୍ରଭୁଙ୍କ  ଆଡପ ଅବଢ଼ା ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରିଛି । ବ୍ୟବସ୍ଥା ଅନୁଯାୟୀ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡ ରେ ଦୁଇଟି କାଉଣ୍ଟର ହୋଇଛି । ଭକ୍ତ ମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇ ପାରିବେ । ସୁଆର ମାହାସୁଆର ନିଯୋଗ ପକ୍ଷରୁ ଏହି ବ୍ୟବସ୍ଥା ହୋଇଛି । ଅନ୍ୟପଟେ କୋଭିଡ କଟକଣା ହେତୁ ଆଡପ ଦର୍ଶନ ବନ୍ଦ ରହିଛି । ପୁରାଣରେ ବର୍ଣ୍ଣନା […]

Continue Reading

ଏକାଥରେ ଚାକିରି ଛାଡିଲେ ବରଗର୍‌ କିଙ୍ଗର ସମସ୍ତ କର୍ମଚାରୀ

ନୂଆଦିଲ୍ଲୀ: ଆମେରିକାର ନେବରାସ୍କାର ରାଜଧାନୀ ଲିଙ୍କ୍‌ଲୋନ ଥିବା ବରଗର୍‌ କିଙ୍ଗ ଆଉଟଲେଟର କର୍ମଚାରୀମାନେ ଏକା ସମୟରେ ଚାକିରି ଛାଡିଦେଇଛନ୍ତି। “ରେସ୍ତୋରାଁର କାର୍ଯ୍ୟ ପରିଚାଳନାରେ ଅତିଷ୍ଠ ହୋଇ କର୍ମଚାରୀମାନେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହି ନିର୍ଦ୍ଦିଷ୍ଟ ଷ୍ଟୋର୍‌ ବାହାରେ, ଏକ ବଡ଼ ସାଇନବୋର୍ଡରେ ଲେଖାଥିଲା, “ଆମେ ସମସ୍ତେ ଛାଡୁଛୁ।” ଅସୁବିଧା ପାଇଁ ଦୁଃଖିତ। ସାଇନ୍ ବୋର୍ଡର ଚିତ୍ର ଖୁବ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କାରଣ ବରଗର୍‌ କିଙ୍ଗ ଆଉଟଲେଟର ଜଣେ ପୂର୍ବତନ କର୍ମଚାରୀ କହିଥିଲେ […]

Continue Reading

ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରିପାରେ; ରିପୋର୍ଟ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ କରୋନାଭାଇରସ୍ ବିରୁଦ୍ଧରେ ଏକ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରିବା ପାଇଁ ରୁଷ ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ଯଥେଷ୍ଟ। ସେଲ୍ ରିପୋର୍ଟ୍ସ ମେଡିସିନ୍ ପତ୍ରିକାରେ ପ୍ରକାଶିତ ଏହି ନୂତନ ଅଧ୍ୟୟନରେ, ଆର୍ଜେଣ୍ଟିନାର ୨୮୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ଏହି ଯାଞ୍ଚ ପ୍ରକ୍ରିୟାରେ ସ୍ବାସ୍ଥ୍ୟକର୍ମୀମାନେ ଗୋଟିଏ ଡୋଜ ସ୍ପୁଟ୍‌ନିକ ଭି ଟିକା ନେଇଥିଲେ। ଏମାନଙ୍କଠାରେ ଗୋଟିଏ ଡୋଜ ଟିକାରେ ନିର୍ଦ୍ଦିଷ୍ଟ ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ପରିଲକ୍ଷିତ […]

Continue Reading

ଡେଲ୍‌ଟା ପ୍ରଜାତିର ଦ୍ରୁତ ସଂକ୍ରମଣ ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିପାରେ; ‘ହୁ’

ନୂଆଦିଲ୍ଲୀ: କରୋନା ଡେଲ୍‌ଟା ପ୍ରଜାତିର ବୃଦ୍ଧି ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ଚେତାବନୀ ଦେଇଛି।’ ହୁ’ କହିଛି ଯେ କୋଭିଡ-୧୯ର ଡେଲଟା ପ୍ରଜାତିର ଦ୍ରୁତ ସଂକ୍ରମଣ ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିବାର ସମ୍ଭାବନା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ଏଜେନ୍ସି ଚେତାବନୀ ଦେଇଛି ଯେ ଡେଲଟା ଭାରିଆଣ୍ଟର ଦ୍ରୁତ ବିସ୍ତାର ହେତୁ କମ୍‌ ଟିକାକରଣ କରିଥିବା ଅଞ୍ଚଳଗୁଡିକ ଅଧିକ ପ୍ରଭାବିତ ହେବେ। ‘ହୁ’ କହିଛି […]

Continue Reading

ଡ଼ରାଇଲାଣି ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି, ଓଡ଼ିଶାର ସୀମାନ୍ତ ଜିଲ୍ଲାକୁ ଛନକା

ଭୁବନେଶ୍ୱର: ଛତିଶଗଡ଼ରେ ପୁଣି ବଢ଼ିଲାଣି ସଂକ୍ରମଣ । ସେଠି ବଢ଼ିବା ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲା ପ୍ରତି ଟେନସନ୍ ବଢ଼ିଛି । ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ବିଶେଷ କରି ନୂଆପଡା ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ପୁଣି ଥରେ ଛତିଶଗଡ଼ରେ ସଂକ୍ରମଣ ବଢୁଥିଲେ ବି ପଶ୍ଚିମବଙ୍ଗ ସୀମାରେ ସେମିତି କିଛି ଦରକାର ହୋଇ ନାହିଁ । ମୁକାବିଲା ପାଇଁ […]

Continue Reading

କଟକ ଫ୍ୟାମିଲି କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ବର୍ଷା-ଅନୁଭବ

କଟକ: ଘରୋଇ ହିଂସା ଓ ବିବାହ ବିଚ୍ଛେଦ ମାମଲାରେ ପୁଣି କଟକ ଫ୍ୟାମିଲି କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ଗତ ୯ ତାରିଖରେ ବି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ଉଭୟ ବର୍ଷା ଓ ଅନୁଭବ । ସେଦିନ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କୁ ସାମନା […]

Continue Reading