ଦୁଇ ବର୍ଷ ପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ କେବେ ଓ କେଉଁଠି

ଦୁବାଇ: ପ୍ରକାଶ ପାଇଛି ଆଇସିସି ଟି-୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଆୟୋଜକ ଦଳ ଭାରତ ଏବଂ ପାକିସ୍ତାନ ଗ୍ରୁପ୍ ବିରେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସହିତ ରହିଥିବା ବେଳେ ଦୁଇଟି ଯୋଗ୍ୟତା ହାସଲକାରୀ ଟିମ୍ ଏହି ଗ୍ରୁପରେ ସ୍ଥାନ ପାଇବେ । ଗ୍ରୁପ୍ ଏରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ରହିଥିବା ବେଳେ ଦୁଇଟି ଯୋଗ୍ୟତା ହାସଲକାରୀ ଦଳ ସାମିଲ ହେବେ […]

Continue Reading

ରାଜ୍ୟରେ ଟିକାକରଣ ବାବଦରେ ପିଏମ୍-ସିଏମ୍ ବୈଠକରେ ନୂଆ ପ୍ରସ୍ତାବ ରଖିଲେ ନବୀନ, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର: ଆଜିର ପିଏମ-ସିଏମ ବୈଠକରେ ଯୋଗଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାଜ୍ୟର ଉପକୂଳ ଅଞ୍ଚଳରେ ଏବେ ବି କରୋନା ସଂକ୍ରମଣ ବଢ଼ୁଥିବାରୁ ଟିକା କୋଟା ବୃଦ୍ଧି କରିବାକୁ ନବୀନ କହିଛନ୍ତି । ୩ୟ ଲହରରେ ପିଲାମାନେ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ୧୨ରୁ ୧୮ ବର୍ଷର ପିଲାମାନଙ୍କ ଟିକାକରଣ ବ୍ୟବସ୍ଥା କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରଦାନ କରାଯାଉଥିବା […]

Continue Reading

ବିଶ୍ୱରେ ଆରମ୍ଭ ହେଲାଣି ତୃତୀୟ ଲହର, ବଢୁଛି ଡେଲ୍‌ଟା ଭାରିଏଣ୍ଟ୍‌ର ପ୍ରକେପ ; ଏବେଠୁ ସତର୍କ ନହେଲେ ସଂକ୍ରମଣ ବ୍ୟାପିବା ସହ ରଚିବ ମୃତ୍ୟୁର ତାଣ୍ଡବ

ଜେନେଭା: ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି କହି ଗୁରୁବାର ସତର୍କ କରାଇ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆନ୍ଧାନୋମ୍‌ ଘେବ୍ରେୟେସୁସ୍‌ । ତୃତୀୟ ଲହରର ପ୍ରାରମ୍ଭିକ ସ୍ଥିତିରେ ବିଶ୍ୱ ବୋଲି କହିବା ସହ ସେ କରୋନାର ତୃତୀୟ ଲହର ବଢୁଛି ଡେଲ୍‌ଟା ଭାରିଏଣ୍ଟ୍‌ ସଂକ୍ରମଣ ବେଳେ ଡେଲ୍‌ଟା ଭାରିଏଣ୍ଟ୍‌ ଅଧିକ ବିଦ ସୃଷ୍ଟି କରୁଛି ବୋଲି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ୧୧୧ଦେଶରେ ଏବେ କରୋନାର […]

Continue Reading

ବ୍ରାଉନ ସୁଗାର ଜବତ, ୩ ଚାଲାଣକାରୀ ଗିରଫ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଅମର୍ଦାରୋଡ ରାସଗୋବିନ୍ଦପୁର ମୁଖ୍ୟ ରାସ୍ତାର ବାଜପେୟୀ ଛକରୁ ୩ ଜଣ ବ୍ରାଉନସୁଗାର ଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ ।  ସେମାନଙ୍କ ନିକଟରୁ ୫୦ ହଜାରରୁ ଅଧିକ ଟଙ୍କାର ବ୍ରାଉନ ସୁଗାର, ୨ଟି ବାଇକ୍ ଓ ୩ଟି ମୋବାଇଲ ଜବତ କରିଛି ପୁଲିସ । ଅଭିଯୁକ୍ତମାନେ ହେଲେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳର ଏସ୍କେ କରିମୁଦିନଓ କୁଳିଅଣା ଥାନା ଅଞ୍ଚଳର ସୁବାସ ଚନ୍ଦ୍ର […]

Continue Reading

ଦକ୍ଷିଣି ମୋଡ ପୂର୍ବରୁ ତିନି ରଥର ଯାଞ୍ଚ

ପୁରୀ : ଆସନ୍ତା ୧୭ ତାରିଖରେ ତିନି ରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନି ରଥର ହେଲା ଯାଞ୍ଚ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ । ତିନି ରଥରେ ରହିଛି ସାମାନ୍ୟ ଫାଟ । ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ରହିଛି ସାମାନ୍ୟ ଫାଟ । ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଛି […]

Continue Reading

କର୍ଫ୍ୟୁ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ

ପୁରୀ : ରଥଯାତ୍ରାରେ ଜାରି ହୋଇ ଥିବା କର୍ଫ୍ୟୁ ଉଲଘଂନ ।  କର୍ଫ୍ୟୁ ଉଲଘଂନ କରି ବଡ଼ ଦାଣ୍ଡରେ ଥିବା ବିଭିନ୍ନ ଘର ଛାତ ଉପରେ ରଥଯାତ୍ରା ଦେଖିବା ଓ ରଥ ନିକଟକୁ ଯିବା କାରଣକୁ ନେଇ ପୁରୀ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ପାଇଁ ପୁରୀ ପୋଲିସର ପଦକ୍ଷେପ  । ୧୦ ଜଣ ହେଲେ ହରିୟାଣାର ଗୋବିନ୍ଦ କୃଷ୍ଣ ଦାସ […]

Continue Reading

ତୈଳ ଦର ବୃଦ୍ଧିର ପ୍ରଭାବ; ବଢିଲା ଓଲା ଓ ଉବର ଭଡା

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ପ୍ରଭାବ ବର୍ତ୍ତମାନ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ କ୍ୟାବ୍‌ ଉପରେ ପଡ଼ିଛି। ତୈଳ ଦର ବୃଦ୍ଧି ଯୋଗୁ ମୁମ୍ବାଇରେ କ୍ୟାବ ତଥା ଓଲା ଓ ଉବର ସେମାନଙ୍କ କ୍ୟାବ ଏଗ୍ରିମେଣ୍ଟ ସେବାର ଭଡା ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଜଣାଯାଇଛି। ସେଠାରେ ଥିବା ଇନ୍ଧନ ହାର ବୃଦ୍ଧି ହେତୁ ଉଭୟ ଆପ୍ ଆଧାରିତ ଏଗ୍ରିଗେଟର୍ ଦେଶର ବିଭିନ୍ନ ରାଜ୍ୟରେ ଭଡା […]

Continue Reading

କଟକ; ଟିକାକରଣ ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: କଟକ ସହରରେ କୋଭିଶିଲ୍ଡ ଟିକାକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଗୁରୁବାର ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ। ଏ ନେଇ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ଟ୍ୱିଟ୍ କରି କହିଛି। ସିଏମ୍‌ସି କହିଛି ଯେ ଜୁଲାଇ ୧୬ ପାଇଁ ୪୫ ବର୍ଷ ବୟସ୍କଙ୍କ ଲାଗି ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ଉପଲବ୍ଧ ହେବ। ଏଥିରେ ହିତାଧିକାରୀମାନେ କୋଭିଶିଲ୍ଡର ପ୍ରଥମ ଡୋଜ ପାଇବାର ୮୪ ଦିନ ପୂରଣ କରିଥିବା ଆବଶ୍ୟକ।

Continue Reading

ସ୍ୱାବଲମ୍ବୀ କରୁଛି ଗାଁରେ ବ୍ୟାଙ୍କ୍

ମାଲକାନଗିରି : କରୋନା ମହାମାରୀ ଦୋହଲାଇ ଦେଇଛି ସମଗ୍ର ଦେଶର ଅର୍ଥନିତିକୁ । ଗତ ଦୁଇ ବର୍ଷ ଧରି ଲୋକେ ବ୍ୟାଙ୍କ ଓ ସାହୁକାର ମାନଙ୍କ ଋଣ ସୁଝି ପାରୁନଥିବା ବେଳେ ଠପ୍ ହୋଇ ପଡିଛି ବ୍ୟବସାୟ ବାଣିଜ୍ୟ ଓ ଚାଷ ବାସ । ହେଲେ ଠିକ ଏତିକ ବେଳେ ନିଜେ ସ୍ୱାବଲମ୍ବୀ ହେବା ସହ ଋଣ ମୁକ୍ତ ଗାଁର ପରିଚୟ ଦେଇ ରାଜ୍ୟରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି […]

Continue Reading

୩୬ ବର୍ଷ ପରେ ପୁଣି ବଦଳିବ କୋକା କୋଲାର ସ୍ୱାଦ

ନୂଆଦିଲ୍ଲୀ: ଆପଣ କୋକା କୋଲା ର ଜଣେ ବଡ଼ ପ୍ରଶଂସକ ଅଟନ୍ତି କି ତେବେ ଜାଣି ରଖନ୍ତୁ ଯେ ଖୁବ୍‌ ଶୀଘ୍ର ଏହାର ରୂପ ଓ ସ୍ୱାଦରେ ପରିବର୍ତ୍ତନ ହେବାକୁ ଯାଉଛି। କୋକା କୋଲାର ପୁରୁଣା ରେସିପିରେ କିଛି ନୂଆପଣ ଆଣିବାକୁ ପ୍ରସ୍ତୁତ ହେଉଛି କମ୍ପାନି। ଶେଷ ଥର ପାଇଁ କମ୍ପାନୀ ୧୯୮୫ରେ ଏହାର ସୋଡାର ସ୍ୱାଦ ବଦଳାଇଥିଲା। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, କୋକା କୋଲା କମ୍ପାନୀ ମଙ୍ଗଳବାର ଦିନ ଘୋଷଣା କରିଛି ଯେ କୁବ୍‌ ଶୀଘ୍ର […]

Continue Reading