ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ଘାଟିରେ ଏହି ଗୁଳିବିନିମୟ ହୋଇଛି । ନାରାୟଣପୁର ଜିଲ୍ଲା ଛଟେଡଙ୍ଗର ଥାନାରେ ମୃତୟନ ୪୫ ବାଟାଲିୟନର ଆଇଟିବିପି ଯବାନ ଆଜି ସକାଳ ୧୦ଟାରେ ଆମଦାଇ ଘାଟିରେ ପାଟ୍ରୋଲିଂ ପାଇଁ ଯାଇଥିଲେ । ଏହି ରାସ୍ତା […]

Continue Reading

ଆତ୍ମସମର୍ପଣ କଲେ ବୋଲି ମାରିଦେଲେ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ମୃତ୍ୟୁଦଣ୍ଡ ଦେଲା ଲାଲବାହିନୀ । ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଘରୁ ଅପହରଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲାରେ ଘଟିଛି ଏହି ଘଟଣା । ମୃତକ ହେଲେ ଗାଙ୍ଗାଲୁର ଗାଁର ରାଜୁ ବେଞ୍ଜାମ । ସେ ନଅ ବର୍ଷ ଧରି ମାଓ ସଂଗଠନମ ସହ ଜଡ଼ିତ ଥିଲେ । ଛତିଶଗଡ଼ ଓ ତେଲେଙ୍ଗାନାରେ ଅନେକ ହିଂସାକାଣ୍ଡରେ […]

Continue Reading

ବ୍ରିଟେନର କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ସହ ଅନୁବନ୍ଧିତ ହେଲା ଓଡ଼ିଶାର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଡରନ୍ୟାସନାଲ୍ ସ୍କୁଲର ଆଉ ଏକ ବଡ଼ ଉପଲବ୍ଧି । ବ୍ରିଡେନର କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ସହ ଅନୁବନ୍ଧିତ ହୋଇଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ବିଶ୍ୱର ଅଗ୍ରଣୀ କେମ୍ବ୍ରିଜ ପ୍ରୋଗ୍ରାମ ଦେଇପାରିବେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଇଣ୍ଟରନ୍ୟାସନାଲ୍ ଜେନେରାଲ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (IGCSE) ଏବଂ AS ଓ Aସ୍ତର ପାଇଁ ଅନୁବନ୍ଧିତ ହୋଇଛି । ପ୍ରାଇମେରୀ ସ୍ତରରେ ସମ୍ପୂର୍ଣ୍ଣ ଭାବବେ IGCSE ପାଠ୍ୟକ୍ରମକୁ ଅନୁସରଣ […]

Continue Reading

ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣି ଥରେ ହ୍ୟାକ୍ କରାଯାଇଛି। ଏହାପୂର୍ବରୁ, ଏପ୍ରିଲ୍ ୨୦୨୦ରେ ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ଯାହା ପରେ ସେ ତାଙ୍କ ପ୍ରଶଂସକଙ୍କ ସାହାଯ୍ୟ ଲୋଡଥିଲେ। ଏଥର କିନ୍ତୁ ହ୍ୟାକର୍ ପ୍ରୋଫାଇଲ୍ ନାମକୁ ପରିବର୍ତ୍ତନ କରିବା ସହ କଭର ଇମେଜ୍‌କୁ ମଧ୍ୟ ବଦଳାଇ ଦେଇଛି। ଏହାସହିତ ଖୁସ୍‌ବୁଙ୍କ ସମସ୍ତ ଟ୍ୱିଟ୍ ଏବଂ ପୋଷ୍ଟକୁ ମଧ୍ୟ ଡିଲିଟ୍ କରାଯାଇଛି। ଖୁସ୍‌ବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିବା […]

Continue Reading

ଆସନ୍ତା ୨୦ରୁ ଅଗଷ୍ଟ ପହିଲା ଯାଏଁ ବଲାଙ୍ଗିର ଓ କେନ୍ଦୁଝରକୁ ଟ୍ରେନ୍ ବାତିଲ

ଭୁବନେଶ୍ବର : ଭୁବନେଶ୍ବରରୁ ବଲାଙ୍ଗିର ଓ କେନ୍ଦୁଝରକୁ ବାତିଲ ହେବ ଟ୍ରେନ୍ । ଆସନ୍ତ ୨୦ ତାରଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଟ୍ରେନ୍ ସେବା ବାତିଲ ରହିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବର-ବଲାଙ୍ଗିର-ଭୁବନେଶ୍ବର ସ୍ପେଶାଲ ଏବଂ ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ସ୍ପେଶାଲ ଟ୍ରେନ ଗୁଡିକରେ କାମ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ଜୁଲାଇ ୨୦ ତାରିଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଟ୍ରେନ୍ ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ୦୮୪୯୩/୦୮୪୯୪ ଭୁବନେଶ୍ବର-ବଲାଙ୍ଗିର-ଭୁବନେଶ୍ବର ସ୍ପେଶାଲ […]

Continue Reading

କୋର୍ଟରେ ହାଜର ହେଲେ ଅନୁଭବ, ଆସିଲେନି ବର୍ଷା

କଟକ : ବହୁଚର୍ଚ୍ଚିତ ସେଲିବ୍ରେଟି ଯୋଡି ଅନୁଭବ ଓ ବର୍ଷା ପ୍ରୀୟଦର୍ଶିନୀ ବିବାହ ବିଚ୍ଛେଦ ମାମଲା । ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ । ତେବେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଆଜି କୋର୍ଟରେ ହାଜର ହୋଇ ନଥିଲେ ବର୍ଷା । ତେବେ ବର୍ଷା ଫ୍ୟାମିଲି କୋର୍ଟରେ ହାଜର ନହେବାରୁ ଅନୁଭବ କହିଛନ୍ତି ତାଙ୍କ ଉଦ୍ଦେଶ୍ୟ କଣ ବେଶ ଭଲ ଭାବେ ଜଣାପଡୁଛି । ତେବେ ଏନେଇ ଖୁବଶୀଘ୍ର ସାମ୍ବାଦିକ ସମ୍ମିଳନୀ କରିବେ […]

Continue Reading

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ପିଟୁଛି ବୋହୂ

ବଲାଙ୍ଗିର : ସବୁ ସୀମା ଟପିଗଲା ବର୍ବରତା । ବଲାଙ୍ଗିର ବରପାଲିପଡ଼ାରେ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ଶାଶୁକୁ ମାଡ଼ ମାରିଲା ବୋହୂ । ଅତି ନିର୍ଦ୍ଦୟ, ଅତି ଅମାନୁଷିକ । ଗାଁ ଦାଣ୍ଡରେ ଶାଶୁର ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ପୁଅର ମୃତ୍ୟୁ ପରେ ସମ୍ପତ୍ତି ନେବାକୁ ଚକ୍ରାନ୍ତ କରୁଥିଲା ବୋହୂ । ଶାଶୁ ସହ […]

Continue Reading

କଟକରେ ପେଟ୍ରୋଲ ଲିଟର ୮୦ ଟଙ୍କା, କିଏ ବିକୁଛି ଜାଣନ୍ତୁ

କଟକ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ପ୍ରତିଦିନ ହୁ ହୁ ହୋଇ ବଢ଼ିଚାଲିଛି ଦର । ଲିଟର ପିଛା ଦର ୧୦୦ ଟଙ୍କା ଟପିଲାଣି । ଖାଉଟି ପକେଟରୁ ଟଙ୍କା ବି ଖାଲି ହୋଇଗଲାଣି । ଦରବୃଦ୍ଧିକୁ ନେଇ ବିରୋଧ ବି କରାଯାଉଛି । ହେଲେ କିଛି ବି ପ୍ରଭାବ ପଡୁନି । ଦରବୃଦ୍ଧିର ମହଙ୍ଗା ମାଡରେ ଲୋକ ଗାଡି ଚଲେଇବେ ନା ନାହିଁ ସେନେଇ ପଡିଲେଣି […]

Continue Reading

୪ ଦଫା ଦାବିରେ ଅଟଳ ଘରୋଇ ବସ ମାଲିକ ସଂଘ

ଭୁବନେଶ୍ବର : ରାଜ୍ୟରେ କୋହଳ ହେଲା କୋଭିଡ କଟକଣା । ସାରା ରାଜ୍ୟରେ ବସ ଚଳାଚଳ କରିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ହେଲେ ଏବେ ସରକାରଙ୍କ ପାଇଁ ନୂଆ ସମସ୍ୟା ଛିଡା କରିଛନ୍ତି ବସ ମାଲିକ ସଂଘ । ତୈଳ ଦର ବୃଦ୍ଧି ସାଙ୍ଗକୁ ଦେଢ଼ ବର୍ଷ ହେଲାଣି ବସ ଅଚଳ ହୋଇ ପଡିଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ । ତେଣୁ ଏଭଳି ସ୍ଥିତିରେ ଋଣ କିସ୍ତି ସୁଝିବା ସମ୍ଭବପର ନୁହେଁ […]

Continue Reading

ଡରାଇଲାଣି ଡେଙ୍ଗୁ, ଜାନୁଆରୀରୁ ଏଯାଏଁ ଖୋର୍ଦ୍ଧାରେ ଚିହ୍ନଟ ହେଲେଣି ୧୧୩ ରୋଗୀ

ଭୁବନେଶ୍ବର : କରୋନା ସାଙ୍ଗକୁ ଏବେ ଡରାଇଲାଣି ଡେଙ୍ଗୁ । ରାଜ୍ୟରେ ମାତିଲେଣି ଡେଙ୍ଗୁ ମଶା । ଜାନୁଆରୀ ଠାରୁ ଏବେ ଯାଏଁ କେବଳ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହେଲେଣି ୧୧୩ ଜଣ ଡେଙ୍ଗୁ ରୋଗୀ । କେବଳ ଚଳିତ ମାସରେ ଚିହ୍ନଟ ହେଲେଣି ୧୦୩ ଜଣ ଡେଙ୍ଗୁ ରୋଗୀ । ଡେଙ୍ଗୁ ମଶାଙ୍କ ସଂଖ୍ୟା ବଢୁଥିବାରୁ ଘର ଚାରି ପାଖ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନରଞ୍ଜନ ମିଶ୍ର । ତାଙ୍କ କହିବା […]

Continue Reading