କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳ, ମେଡିକାଲ କଲେଜ, ମ୍ୟୁନିସିପାଲ କମିଶନରଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ତୃତୀୟ ଲହରକୁ ନଜରରେ ରଖି ବିଶେଷ ବ୍ୟବସ୍ଥା କରିଛି ସ୍ବାସ୍ଥ୍ୟ ବିଭାଗ । ଖାସକରି ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ସମସ୍ତ […]

Continue Reading

କଟକରେ ଆସନ୍ତାକାଲିଠୁ ସବୁ ବର୍ଗଙ୍କ ଲାଗି ୱାକ୍‌ ଇନ୍‌ କୋଭିଡ୍‌ ଟିକାକରଣ ଆରମ୍ଭ

କଟକ: ସହରର ସମସ୍ତ ବୟସ ବର୍ଗଙ୍କ ପାଇଁ ୱାକ-ଇନ୍ କୋଭିଡ୍‌-୧୯ ଟିକାକରଣ ଘୋଷଣା କରିଛି ସିଏମ୍‌ସି। ଜୁଲାଇ ୫ ତାରିଖରେ, ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ପ୍ରଥମ ଟିକା ଗ୍ରହଣ କରିପାରିବେ। ଏହି ବର୍ଗର ଲୋକମାନେ ସକାଳ ୯ ଟାରୁ ୧ ଟା ମଧ୍ୟରେ ଟିକା ଦେଇପାରିବେ। ସେହିଭଳି, ୪୫ରୁ ଅଧିକ ବୟସ ବର୍ଗର ଲୋକମାନେ ସକାଳ ୯ ଟାରୁ ୧ ଟା ମଧ୍ୟରେ ଟିକା ନେଇପାରିବେ। ଦ୍ୱିତୀୟ ଡୋଜ୍ ନେଉଥିବା ବ୍ୟକ୍ତି ପ୍ରଥମ ଡୋଜ […]

Continue Reading

ଅନ୍ଧକାରରେ ଶିକ୍ଷା ଓ ଦୀକ୍ଷା

ଭୁବନେଶ୍ୱର: ଆଜିକାଲି ଫୋନ ଟିକୁ ଆଡ଼େଇଦେଲେ ଅଦ୍ଭୁତ ଅଦ୍ଭୁତ ଭିଡ଼ିଓ ଗୁଡ଼ିଏ ଆସୁଛି l ଆପଣ ଯଦି କିଛି ସମୟ ଦେଖିବେ ତାହେଲେ ଜାଣି ପାରିବେ ଏବେ ଆମ ସମାଜର ଗତି କୁଆଡ଼େ ! ଛୋଟ ଛୋଟ ପିଲା କିନ୍ତୁ ସେମାନଙ୍କର ହାବଭାବ ଦେଖିଲେ କିଛି ସମୟ ପାଇଁ ସମସ୍ତେ ସ୍ତବ୍ଧ ହେଇଯିବେ । ଆଚରଣ, ଉଚ୍ଚାରଣ ଏମିତି ଯେ ଗଣମାଧ୍ୟମ ସାମ୍ନାରେ ତାକୁ ଯେ ଦେଖୁଥିବେ ସେ ନିଶ୍ଚିତ ଭାବରେ ନିଜକୁ ପ୍ରଶ୍ନ କରୁଥିବ ଯେ […]

Continue Reading

ରାଜ୍ୟର ଏହି ୭ ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କନ୍ଧମାଳ, ବୈଦ, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିିଛି ଆଇଏମ୍‌ଡି। ଏହା ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକର ଗୋଟିଏ […]

Continue Reading

ରାଜ୍ୟରେ ୧ କୋଟି ଟପିଲା ଟିକାକରଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧ କୋଟି ଟପିଲା ଟିକାକରଣ ସଂଖ୍ୟା। କରୋନା ଟିକାକରଣର ପ୍ରଥମ ମାତ୍ରା ସହିତ ଏକ କୋଟି ଲୋକଙ୍କୁ ଟିକାକରଣ କରିବାରେ ଓଡିଶା ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏ ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବିଭାଗ ରବିବାର ଟୁଇଟ୍ କରିଛି। ଟୁଇଟ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ ଆମେ ବିଶ୍ବ ଟିକାକରଣ ଆଡକୁ ଅଗ୍ରସର ହେଉଛୁ। ଏହା ସମ୍ଭବ ହୋଇଥିବାରୁ ଆମେ ଓଡିଶାବାସୀ ତଥା ଆମର ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ କର୍ମୀଙ୍କୁ […]

Continue Reading

ପ୍ରବନ୍ଧ ଜ୍ଞାନର ମାର୍ଗକୁ ପ୍ରସାରିତ କରେ : ଚନ୍ଦ୍ରଶେଖର ହୋତା

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଚନ୍ଦ୍ରଶେଖର ହୋତା । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ସୃଷ୍ଟିର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ପ୍ରବନ୍ଧ ଗୁଡ଼ିକ ପାଠକର ମନକୁ ଆନ୍ଦୋଳିତ କରିପାରିବାର ସାମର୍ଥ୍ୟ ରଖନ୍ତି । ଏହା ଛଡା କବିତା ରଚନା କ୍ଷେତ୍ରରେ ମଧ୍ୟ ସେ ଖୁବ ସଫଳ । ତାଙ୍କ ରଚିତ କବିତା ଗୁଡ଼ିକ […]

Continue Reading

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ତାଣ୍ଡବ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଦେଖିବାକୁ ମିଳିଲା ମାଓ ତାଣ୍ଡବ। ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଆମଦାଇ ଖଣି ନିକଟ ପ୍ଲାଣ୍ଟରେ ନିୟୋଜିତ ଥିବା ଚାରଟି ଗାଡିକୁ ପୋଡିବା ସହ ଆଇଡି ମଧ୍ୟ ବ୍ଲାଷ୍ଟ କରିଛନ୍ତି ଏଥିରେ ନିକୋପ୍ଲାଣ୍ଟର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କର୍ମଚାରୀ ନିଖୋଜ ଅଛନ୍ତି। ଖବର ପାଇ ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଥିବା ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। […]

Continue Reading

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ପୁଷ୍କର ସିଂ। ଶନିବାର ବିଜେପି ଖତିମା ବିଧାୟକ ପୁଷ୍କର ସିଂ ଧାମିଙ୍କୁ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଶୁକ୍ରବାର ଦିନ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଆଜି ଏହି ପଦବୀରେ ପୁଷ୍କର ସିଂ ଧାମିଙ୍କୁ ନିଯୁକ୍ତି ଦିଆଯାଇଛି। ଶନିବାର ଦିନ […]

Continue Reading

ଖୁବ୍‌ ଶୀଘ୍ର କୋରିଓଗ୍ରାଫର ସରୋଜ ଖାନଙ୍କ ଜୀବନୀକୁ ନେଇ ତିଆରି ହେବ ଫିଲ୍ମ

ମୁମ୍ବାଇ: ଖୁବ୍‌ ଶୀଘ୍ର କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କ ଜୀବନୀକୁ ନେଇ ତିଆରି ହେବ ଚଳଚ୍ଚିତ୍ର। ଏ ନେଇ ଟି ସିରିଜ ମୁଖ୍ୟ ଭୂଷଣ କୁମାର ସରୋଜ ଖାନଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଘୋଷଣା କରିଛନ୍ତି। ବାୟୋପିକ୍ ଟି ସିରିଜ୍ ଦ୍ୱାରା ପ୍ରସ୍ତୁତ ହେବ। ବାୟୋପିକ୍ ନିର୍ଦ୍ଦେଶକ ଏବଂ କାଷ୍ଟ ଏବଂ କ୍ରୁଙ୍କ ବିଷୟରେ ଅଧିକ ବିବରଣୀ ଆସନ୍ତା ଦିନରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ପ୍ରାୟ ଚାରି ଦଶନ୍ଧି ଧରି ସେ ବଲିଉଡ୍‌ ଚଳଚ୍ଚିତ୍ର ଜଗତରେ […]

Continue Reading

ଆସନ୍ତାକାଲି ବନ୍ଦ ରହିବ ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ: ଆସନ୍ତାକାଲି ‌ସମଗ୍ର ଦେଶରେ ଏସ୍‌ବିଆଇର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ରହିବ। ଏ ନେଇ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଜୁଲାଇ ୪ ତାରିଖ ଦିନ ୨ ଘଣ୍ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ। ଏହି ଅବଧି ମଧ୍ୟରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା / YONO / YONO Lite / UPI ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ ନାହିଁ। ଏ ନେଇ […]

Continue Reading