ପଣ୍ୟବାହୀ ଜାହାଜରେ ଥିଲା ୭୫୦ ଟନ୍ ଡିଜେଲ୍‌, ମଝି ସମୁଦ୍ରରେ ବୁଡିଗଲା

ଭୁବନେଶ୍ୱର: ପରିବେଶ ବିପର୍ଯ୍ୟର ଜ୍ୱଳନ୍ତ ଉଦାହରଣ । ଏକ ପଣ୍ୟବାହୀ ଜାହାଜରେ ରପ୍ତାନୀ ହେଉଥିଲା ୭୫୦ ଟନ୍ ଡିଜେଲ୍ । ହେଲେ ଆଜି ମଝି ସମୁଦ୍ରରେ ଜାହାଜଟି ବୁଡିଯିବା ପରେ ପରିବେଶବିତ୍ ଚିନ୍ତାରେ ପଡିଛନ୍ତି । ଜେଲୋ ନାମକ ଏକ ଜାହାଜ ଡିଜେଲ୍ ଧରି ଇଜିପ୍ଟରୁ ମାଲଟା ଅଭିମୁଖେ ବାହାରିଥିଲା । ଆଜି ଟ୍ୟୁନିସିଆ ତଟ ନିକଟବର୍ତ୍ତୀ ଇଲାକାରେ ଜାହଜଟି ବୁଡିଯାଇଥିବା ସୂଚନା ରହିଛି । ଜାହାଜରୁ ବର୍ତ୍ତମାନ ସୁଦ୍ଧା ତେଲ ଲିକ୍ ହୋଇନଥିବା ଜଣାପଡିଛି । […]

Continue Reading

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘’କେଜିଏଫ୍‌ ୨”, ଦୁଇ ଦିନରେ ୧୦୦ କୋଟି କଲେକ୍ସନ

ମୁମ୍ବାଇ : ବକ୍ସ ଅଫିସରେ ଏବେ ଧମାଲ କରୁଛି ‘କେଜିଏଫ୍ -୨’ ଫିଲ୍ମ । ରିଲିଜି ହେବା ଦିନଠାରୁ ବଲିଉଡ ଓ ସାଉଥର ବଡ ବଡ ମୁଭିକୁ ପଛରେ ପକାଇ ସାରଲାଣି ‘କେଜିଏଫ୍ ୨’ । ୟଶରାଜଙ୍କ ଫିଲ୍ମ ‘କେଜିଏଫ୨’ ପ୍ରଥମ ଦିନରେ ୫୪ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳ ଦ୍ୱିତୀୟ ଦିନରେ ବି କମାଲ କରୁଛି ‘କେଜିଏଫ୍ ୨’  । ଏବେ ୧୦୦ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି ‘କେଜିଏଫ୍ -୨’ । […]

Continue Reading

ଜାଲ୍ ସାର୍ଟିଫିକେଟ୍ ବିବାଦ : ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର : ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଟମାଟୋ ମାଡ଼, ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼ । ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ସହ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ। ବାସଭବନ ଘେରାଉ କରିଛନ୍ତି ଛାତ୍ରକଂଗ୍ରେସ । ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଓ ନକଲି ସାର୍ଟିଫିକେଟରେ ନାମଲେଖା ପ୍ରସଙ୍ଗରେ […]

Continue Reading

ଜୁନ୍‌ ୬ରୁ ୧୬ ଯାଏ ସ୍କୁଲରେ ଖରା ଛୁଟି, ଏଥର ମାତ୍ର ୧୦ ଦିନ

ଭୁବନେଶ୍ୱର: ଏଥର ସ୍କୁଲ ପିଲାଙ୍କୁ ମିଳିବ ମାତ୍ର ୧୦ ଦିନର ଖରା ଛୁଟି । ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯିବ ।  ମହାମାରୀ ଯୋଗୁ ଦୁଇ ବର୍ଷ ପାଠପଢାରେ ହୋଇଥିବା ବ୍ୟାଘାତକୁ ଦୂର କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂଙ୍ଗ୍ ରିକଭରୀ ପ୍ଲାନ ଅବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରାଯାଇଛି । ଯାହାକୁ ସକାଳୁଆ କ୍ଲାସରେ […]

Continue Reading

କୁତ୍ରିମ ଉପାୟରେ ସୁରକ୍ଷା ଦିଆଯାଇଥିବା ଅଣ୍ଡାରୁ ବାହାରିଲା ୧୬ଟି ବେଙ୍ଗଲ ମନିଟର ଗୋଧି ଛୁଆ

ଭୁବନେଶ୍ୱର : କୁତ୍ରିମ ଉପାୟରେ ଯତ୍ନ ପରେ ଫୁଟିଲା ଅଣ୍ଡା ବାହାରିଲା ଗୋଧିଛୁଆ । ୧୬ଟି ଅଜଣା ଅଣ୍ଡାରୁ ବାହାରିଲେ ବେଙ୍ଗଲ ମନିଟର ଗୋଧି ଛୁଆ । ଏହି ଅଣ୍ଡା ଗୁଡିକ ଫୁଟାଇବା ପାଇଁ ସ୍ନେକ ହେଲପ ଲାଇନ ୨୨୩ ଦିନ ଯାଏଁ ଯତ୍ନ ନେଇଥିଲେ ।  ଦୀର୍ଘ ସାତ ମାସ  ପରିଶ୍ରମ ପରେ ସେହି ଅଣ୍ଡାରୁ ୧୬ ଟି ବେଙ୍ଗଲ ମନିଟର ଗୋଧି ଛୁଆ ଫୁଟି ବାହାରିଛନ୍ତି । ଏହି ଅଣ୍ଡାଗୁଡିକ ଖୋର୍ଦ୍ଧା  ଜିଲ୍ଲା ବାଲିପାଟଣା […]

Continue Reading

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ , ଉଦ୍ଧାର କାର୍ଯ୍ୟ ଜାରି

ପୁରୀ  : ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ନିଖୋଜ ହୋଇଗଲେ ଯୁବକ । ନିଖୋଜ ହୋଇଯାଇଥିବା ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିଙ୍ଗଳା ଥାନା ଅଞ୍ଚଳର ବଂଶୀଧର ବେହେରା ।  ଏବଂ ଅନ୍ୟ ଦୁଇ ଜଣ ଉଦ୍ଧାର ହୋଇଛନ୍ତି । ଲାଇଫଗାର୍ଡ ଘଟଣା ସ୍ଥଳରେ ପହଁଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ପର୍ଯ୍ୟଟକ ଝାଡଖଣ୍ଡର ନିଶାନ୍ତ ଗୋୟଲ ଓ ହିଂମାଶୁ କୁମାର । ନଖୋଜ ପର୍ଯ୍ୟଟକ ଜଣକ ହେଉଛନ୍ତି […]

Continue Reading

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ବୁଲି ଦେଖିଲେ ଭି.କେ ପାଣ୍ଡିଆନ୍ , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ପୁରୀ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ଗସ୍ତ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ  ।ସୁଆଣ୍ଡୋରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ୍ । ଉତ୍କଳମଣି ଜନ୍ମସ୍ଥାନକୁ ଐତିହରେ ପରିଣତ ପରିଣତ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୨୫ କୋଟିରୁ ଉର୍ଧ କୋଟି ଟଙ୍କାର କାମ ଏବେ […]

Continue Reading

”ଦ କଶ୍ମୀର ଫାଇଲ୍ସ” ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବଡ ଘୋଷଣା , ଖୁବ୍ ଶୀଘ୍ର ”ଦିଲ୍ଲୀ ଫାଇଲ୍ସ”

ଦିଲ୍ଲୀ : ‘ଦ କଶ୍ମୀର ଫାଇଲ୍ସ’ ସକସେସ୍ ପରେ ଏବେ ମୁଭି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏକ ବଡ ଘୋଷଣା କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ତାଙ୍କ ଅପକମିଂ ଫିଲ୍ମରେ ପ୍ଲାନ ବିଷୟରେ କିଛି କଥା ସେୟାର କରିଛନ୍ତି । ଏବେ ”ଦିଲ୍ଲୀ ଫାଇଲ୍ସ” ପାଇଁ ବ୍ୟସ୍ତ ଅଛନ୍ତି ବିବେକ ଅଗ୍ନିହୋତ୍ରୀ । ହେଲେ ଏହି ଫିଲ୍ମର ଥିଓରି କଣ ରହିବ ତାକୁ ନେଇ ଏବେ ସସପେନ୍ସ ଜାରି ରହିଛି । ‘ଦ କଶ୍ମୀର ଫାଇଲ୍ସ’ ପାଇଁ […]

Continue Reading

ଇଲନ ମସ୍କଙ୍କ ଟ୍ୱିଟର କିଣିବା ପ୍ରସ୍ତାବ ଅଗ୍ରାହ୍ୟ; ମନା କଲେ ସାଉଦି ପ୍ରିନ୍ସ

ଭୁବନେଶ୍ୱର: ବିଶ୍ୱର ପ୍ରଥମ ଧନୀ ତଥା ଟେସଲା ମୁଖ୍ୟ ଇଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଟ୍ୱିଟର’ କିଣିବା ପାଇଁ ପ୍ରସ୍ତାବ ଦେବା ପରେ ପରେ କମ୍ପାନୀର ଏକ ବଡ଼ ନିବେଶକ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସାଉଦି ଆରବ ପ୍ରିନ୍ସ ଅଲୱଲିଦ ବିନ୍ ତଲାଲ ଗୁରୁବାର ଟ୍ୱିଟ୍ କରି ଅଗ୍ରାହ୍ୟ ଜତାଇଛନ୍ତି । ଅଲୱଲିଦ କହିଛନ୍ତି ଯେ, ଇଲନ ମସ୍କ ଦେଇଥିବା ପ୍ରସ୍ତାବ ଠିକ୍ ଲାଗୁନି । ଇଲନଙ୍କ ପ୍ରସ୍ତାବିତ ମୂଲ୍ୟ ଟ୍ୱିଟର ପ୍ରକୃତ ମୂଲ୍ୟର […]

Continue Reading

ମୋବାଇଲ ଗେମ୍ ସାଜିଲା କାଳ, ସାଙ୍ଗକୁ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗମାନେ

କୋରାପୁଟ : ମୋବାଇଲ ଗେମ୍ ନେଲା ଜୀବନ । ଛାତ୍ରଙ୍କୁ ହତ୍ୟା କରି ଜଳ ଭଣ୍ଡାରରେ ଫିଙ୍ଗିଦେଲେ ସାଙ୍ଗମାନେ । କୋରାପୁଟ ଟାଉନ ଥାନା ମସପୁଟି ଅଞ୍ଚଳରେ ଏପରି ଜଘଣ୍ୟ ଘଟଣା ଘଟିଛି ।ସୂଚନାଅନୁସାରେ ସାଙ୍ଗମେଳରେ ଫ୍ରି ଫାୟାର ମୋବାଇଲ ଗେମ୍ ଖେଳୁଥିବା ବେଳେ । କୋରାପୁଟ ଟାଉନ ଥାନା ଆଞ୍ଚଳର ମସିପୁଟ ଗାଁର ଏକ ନାବାଳକ ସହ ଅନ୍ୟମାନଙ୍କ ଝଗଡା ହୋଇଥିଲା । ତେବେ କଥା କଟାକଟି ବଢିଯାଇ ଗଣ୍ଡଗୋଳର ରୂପ ନେଇଥିଲା । ପରେ […]

Continue Reading