ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଷୀରକୋଣାର ସୁବର୍ଣ୍ଣ ଜୟନ୍ତୀ ପାଳିତ
ଭୁବନେଶ୍ୱର: ଆଜି ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, କ୍ଷୀରକୋଣା, ସିମୁଳିଆ, ବାଲେଶ୍ବର ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରିବାକୁ ଯାଉଅଛି । ଏହି ପର୍ବ ପାଳନ ବିଦ୍ୟାଳୟର ସମସ୍ତ ପୁରାତନ ତଥା ବର୍ତମାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଶିକ୍ଷାପ୍ରେମୀଙ୍କ ପାଇଁ ଏକ ଆନନ୍ଦ ଓ ହସୌଲାସର ଅବସର ଆଣିଛି । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ଅବସରରେ ଏହାର ପ୍ରାଣ ପ୍ରତିଷ୍ଠାତା ମାନଙ୍କୁ ଆଭୂମ ପ୍ରଣାମ ଜଣାଇବା ସହିତ ସେମାନଙ୍କର ଅମ୍ଳାନ […]
Continue Reading
