ବରଗଡ ଥାନା ହାଜତ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ , ବଦଳିଲେ ତଦନ୍ତକାରୀ ଅଧିକାରୀ
ଭୁବନେଶ୍ୱର : ଭୁବନେଶ୍ୱର ବରଗଡ ଥାନା ହାଜତ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ବଦଳିଲେ ତଦନ୍ତକାରୀ ଅଧିକାରୀ । ଏନଏଚଆରସି ଗାଇଡ ଲାଇନ ଅନୁସାରେ ତଦନ୍ତକାରୀ ଅଧିକାରୀଙ୍କ ବଦଳି କରାଯାଇଛି । ତଦନ୍ତକାରୀ ଅଧିକାରୀ ଏସଆଇ ଏସ. କେ ବେହେରାଙ୍କୁ ବଦଳି କରିଛି କମିଶନରେଟ ପୋଲିସ । ଆଇଆଇସି ରାଙ୍କର ଜଣେ ଅଧିକାରୀଙ୍କୁ ଏହି ମାମଲାର ତଦନ୍ତ ଅଧିକାରୀ କରାଯିବ । ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଦେବେନ୍ଦ୍ର କେଉଁ ପରିସ୍ଥିତିରେ ଥାନାକୁ […]
Continue Reading
