ଫୁଟ୍ବଲ ଖେଳ ଚାଲିଥିଲା, ହେଲା ବଜ୍ରପାତ
ବାରିପଦା: ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଖେଳ ପଡ଼ିଆରେ ବଜ୍ରପାତ ହେଲା। ଫଳରେ ଜଣେ ଦର୍ଶକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ହୋଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଆଜି ଥିଲା ବିଶ୍ୱକର୍ମା ପୂଜା। ପ୍ରତିବର୍ଷ ପରି ଏଥର ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଚାଲିଥିଲା ଫୁଟ୍ବଲ୍ ମ୍ୟାଚ୍। ଖେଳ ଦେଖିବା ପାଇଁ ଷ୍ଟାଡିୟମ୍ରେ ଶତାଧିକ ଲୋକ ରୁଣ୍ଡ ହୋଇଥିଲା। ପଡ଼ିଆ ଭିତରେ ଘମାଘୋଟ୍ ଖେଳ ଚାଲିଥିବା […]
Continue Reading
