ସବୁ ଆଲୋଚନା ଅନ୍ତ ଘଟାଇଲେ ରୋହିତ ଶର୍ମା: କହିଲେ, ଟି-୨୦ ବିଶ୍ୱକପରେ ଓପନିଂ କରିବେ ରାହୁଲ, ହେଲେ…
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ଗୋଟିଏ ମାତ୍ର ମାସ ବାକି ଅଛି । ଆଉ ବିଶ୍ୱକପରେ କିଏ ଟିମ ଇଣ୍ଡିଆର ଓପନିଂ କରିବ ତାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଛି । ଆଉ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ପ୍ରେସକନଫରେନ୍ସ କରିଛନ୍ତି କ୍ୟାପଟେନ ରୋହିତ ଶର୍ମା । ଆଉ ଏହି ସବୁ ଆଲୋଚନାର ଅନ୍ତ ଘଟାଇ ସେ କହିଛନ୍ତି, କେଏଲ ରାହୁଲ ହିଁ ଟି-୨୦ ବିଶ୍ୱକପରେ ଭାରତ ପାଇଁ ଓପନିଂ କରିବେ […]
Continue Reading
