ବଡ଼ ଖବର: ମେଡିକାଲ୍ ଆଡମିଶନ୍ ନେଇ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ମେଡିକାଲ୍ କଲେଜ୍ ରେ ଆଡମିଶନ୍ ନେଇ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି । ଘରୋଇ ମେଡିକାଲ୍ କଲେଜ୍ ରେ ଆଡମିଶନ୍ ପ୍ରସଙ୍ଗରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏଣିକି ଘରୋଇ ମେଡିକାଲ୍ କଲେଜ୍ ରେ ଅଧା ସିଟ୍ ଫି’ କମ୍ ରହିବ । ଅଧା ସିଟ୍ ଫି’ ସରକାରୀ ମେଡିକାଲ୍ କଲେଜ୍ ଫି’ ସହ ସମାନ ରହିବ । ତା ଠାରୁ ଅଧିକ ଫି’ ଘରୋଇ ମେଡିକାଲ କଲେଜ୍ […]

Continue Reading

୧୧ ହଜାର ରୁଷୀୟ ସୈନ୍ୟ ନିପାତ- ୟୁକ୍ରେନ୍

ନୂଆଦିଲ୍ଲୀ: ଯୁଦ୍ଧରେ ରୁଷିଆର ବଡ଼ କ୍ଷତି ଘଟାଇଥିବା ଦାବି କଲା ୟୁକ୍ରେନ । ୧୧ ହଜାର ରୁଷୀୟ ସୈନ୍ୟଭ୍କୁ ମାରିଥିବା ଆଜି ଦାବି କରିଛି ୟୁକ୍ରେନ୍ । ତେବେ ୧୧ ହଜାର ଯବାନଙ୍କ ସହିତ ୨୯୦ ଟ୍ୟାଙ୍କ୍ ମଧ୍ୟ ଉଡାଇଥିବା ଦାବି କରିଛି । ରୁଷିଆର ୪୬ଟି ଲଢ଼ୁଆ ବିମାନ ମଧ୍ୟ ଖସାଇଥିବା ଦାବି କରିଛି ୟୁକ୍ରେନ । ସେପଟେ ସାମୟିକ ଭାବରେ ୟୁକ୍ରେନର କିଛି ସହରରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ଏହି […]

Continue Reading

ପୌର ନିର୍ବାଚନରୁ ହଟିଲା କୋଭିଡ୍ କଟକଣା: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ରାଜ୍ୟ କମିଶନଙ୍କ ଗାଇଡଲାଇନ୍ । ଚଳିତ ପୌର ନିର୍ବାଚନ ସମୟରେ ଲାଗୁ ହେବନି କୋଭିଡ୍ କଟକଣା । ସମସ୍ତ ରାଜନୈତିକ ଦଳମାନେ ବିନା କଟକଣାରେ ସେମାନଙ୍କର ପ୍ରଚାର କାର୍ଯ୍ୟ କରିପାରିବେ । ରାଜ୍ୟରେ ବର୍ତ୍ତମାନ କୋଭିଡ୍ ପଜିଟିଭ୍ ହାର ନିମ୍ନମୁଖୀ ହୋଇଛି । ସାଧାରଣ ଭାବେ ଯେପରି ପ୍ରଚାର ହୁଏ, ସେପରି ପୌର ନିର୍ବାଚନରେ […]

Continue Reading

ଅନ୍ତିମ ପ୍ରୟାସ: ୱାର ଜୋନ ଖାରକିଭ ରେଲୱେ ଷ୍ଟେସନରେ ପାଦ ରଖିବାକୁ ଜାଗା ନାହିଁ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣତି କେତେ ଯେ ଭୟଙ୍କର ହୋଇଥିବ ତାହା ଆପଣମାନେ ଏହି ଫଟୋଟିରୁ ଜାଣି ପାରୁଥିବେ । ୱାର ଜୋନରେ ପ୍ରାଣ ବିକଳରେ ଦୌଡ଼ୁଛନ୍ତି ଲୋକମାନେ । ୪.୪ କୋଟି ଜନସଂଖ୍ୟା ବିଶିଷ୍ଟ ୟୁକ୍ରେନ ଦେଶରୁ ମାତ୍ର ୧୨ ଦିନରେ ୧୫ ଲକ୍ଷ ଲୋକ ଦେଶ ଛାଡ଼ି ଚାଲିଯାଇଥିଲେ । ଏହି ଦୃଶ୍ୟଟି ହେଉଛି ୟୁକ୍ରେନର ଖାରକିଭ ରେଲୱେ ଷ୍ଟେସନର ଫଟୋ । ଲୋକଙ୍କର ଭିଡ଼ ଏତେମାତ୍ରାରେ ବୃଦ୍ଧି ପାଇଥିଲା ଯେ, ତଳେ […]

Continue Reading

ଜେଲେନସ୍କିଙ୍କ ସହିତ କଥା ହେଲେ ମୋଦି, ଜାଣନ୍ତୁ କଣ ହୋଇଛି ଆଲୋଚନା

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧକାଳୀନ ପରିସ୍ଥିତି ଲାଗି ରହିଛି । ଅନେକ ସହରରୁ ଧ୍ୱଂସ କରିସାରିଛନ୍ତି ରୁଷ ସେନା । ଏବେ ସୁଦ୍ଧ ଏକାଧିକ ସହରରେ ବୋମାମାଡ଼ କରୁଛି ରୁଷ । ଏତଦ୍ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୩୫ ମିନିଟ୍ ଧରି କଥା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭାରତୀୟ ଉଦ୍ଧାର […]

Continue Reading

ପାଲେଷ୍ଟାଇନ୍ ଦୂତାବାସରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାଲେଷ୍ଟାଇନ୍ ରୁ ଭାରତ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପାଲେଷ୍ଟାଇନ୍ ରେ ଭାରତର ରାଜଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଛି । ରବିବାର ଦିନ ରାମଲ୍ଲା ଦୂତାବାସରେ ତାଙ୍କ ମୃତଦେହ ଠାବ କରାଯାଇଥିଲା । ପାଲେଷ୍ଟାଇନ୍ ରେ ଭାରତୀୟ ରାଜଦୂତଙ୍କ ନିଧନ କୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରାଳୟ । ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତି […]

Continue Reading

ପ୍ରୀତି ପ୍ରଣତି ଯୁବ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଏ ପି ଶୁଭକାନ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଳା ଆନନ୍ଦପୁରର ଆନନ୍ଦଭବନ ଠାରେ ପ୍ରୀତି ପ୍ରଣତି ସାହିତ୍ୟ ପରିବାର ପକ୍ଷରୁ ଆୟୋଜିତ ପ୍ରଥମ ବାର୍ଷିକ ଉତ୍ସବରେ ଏ ପି ଶୁଭକାନ୍ତଙ୍କୁ ଚଳିତ ବର୍ଷ ପ୍ରୀତି ପ୍ରଣତି ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି।  ପରିବାରର ସଭାପତି ବିଭୁତି ଭୂଷଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ସମାବେଶରେ ମୁଖ୍ୟ ସମ୍ପାଦକ ଦେବବ୍ରତ ବାରିକ, ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ରମାକାନ୍ତ ନାୟକ,ମୁଖ୍ୟ ବକ୍ତା ଭାବେ ସଂଗ୍ରାମ କେଶରୀ ସାମନ୍ତରାୟ,ସମ୍ମାନିତ ବକ୍ତା ଭାବେ ଶିଶୁ […]

Continue Reading

ଆଇଏସଏସଏଫ ବିଶ୍ୱକପ ଶୁଟିଂ: ୫୦ ମିଟର ରାଇଫଲ ଟିମ ଇଭେଂଟରେ ବ୍ରୋଞ୍ଜ ଜିତିଲେ ଶ୍ରୀୟଙ୍କା

ଭୁବନେଶ୍ୱର: ଇଜିପ୍ଟରେ ଚାଲିଥିବା ଆଇଏସଏସଏଫ ରାଇଫଲ/ପିସ୍ତଲ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରବିବାର ଓଡିଶାର ଶ୍ରୀୟଙ୍କା ଷଡଙ୍ଗୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ୫୦ ମିଟର ରାଇଫଲ ୩ପି ମିକ୍ସଡ ଟିମ ଇଭେଂଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀୟଙ୍କା ଏବଂ ଅଖିଳ ଶେଓରାନ ଅଷ୍ଟ୍ରିଆର ରେବେକା କୋଏକ ଓ ଗେର୍ଣ୍ଣଟ ରମ୍ପଲର ଯୋଡିଙ୍କୁ ପରାସ୍ତ କରିଥିଲେ । ୩୪ ଟିମ ମଧ୍ୟରୁ ଭାରତୀୟ ଯୋଡି ୫ମ ସ୍ଥାନରେ ରହିଥିଲେ । […]

Continue Reading

ୟୁକ୍ରେନରୁ ଓଡ଼ିଶା ଫେରିଲେ ଡାକ୍ତରୀ ଛାତ୍ରଛାତ୍ରୀ, କହିଲେ ବୋର୍ଡର ପାର ହେବା ସହଜନଥିଲା

ଗୁଣୁପୁର: କିଛିଦିନ ପୂର୍ବରୁ ୟୁକ୍ରେନରେ ସବୁକିଛି ସ୍ୱାଭାବିକ ଥିଲା । ହେଲେ ଆଜି ସେଠାରେ ସବୁ ଧ୍ୱସଂ ହୋଇଯାଇଛି । ଯିଏ ଯେଉଁଆଡେ ପାରିଲା ଚାଲିଲା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁକ୍ରେନରେ । ଋଷର ଘନଘନ ଆକ୍ରମଣ ପରେ ୟୁକ୍ରେନ ଛାରଖାର ହୋଇଯାଇଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଠାରେ କିଛି ଓଡ଼ିଆ ମଧ୍ୟ ଫସି ରହିଛନ୍ତି । ସେଥିମଧ୍ୟରୁ ଆଜି ତିନିଜଣ […]

Continue Reading

ଅମିତାଭଙ୍କ ପରେ ଅମୀରଙ୍କ ସହ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କଲେ ଝୁଣ୍ଡ ନିର୍ଦ୍ଦେଶକ

ମୁମ୍ବାଇ: ଅମିତାଭ ବଚ୍ଚନ ଅଭିନୀତ ଝୁଣ୍ଡ ଫିଲ୍ମ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏପରି କି ଅମିତାଭଙ୍କ ଭଲ ଫିଲ୍ମ ମଧ୍ୟରେ ଏହା ଗୋଟିଏ ହେବ ବୋଲି ସମୀକକ୍ଷମାନେ କହିଛନ୍ତି । ୩ଥର ଜାତୀୟ ଫିଲ୍ମ ପୁରସ୍କାର ବିଜେତା ନାଗରାଜ ମଂଜୁଲେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ଝୁଣ୍ଡ ପରେ ସେ ଅମୀର ଖାଁଙ୍କ ସହ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଅମୀର ମଧ୍ୟ ଝୁଣ୍ଡ ଫିଲ୍ମକୁ ଭୂୟସୀ […]

Continue Reading