ପୂରନଙ୍କ ବିସ୍ପୋରକ ବ୍ୟାଟିଂ: ହାଇଦ୍ରାବାଦ୍କୁ ହରାଇ ପ୍ଲେ ଅଫ୍ ଆଶା ବଞ୍ଚାଇ ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍
ହାଇଦ୍ରାବାଦ୍: ଚଳିତ ଆଇପିଏଲ୍ ସିଜିନ୍ର ୫୮ ତମ ମ୍ୟାଚ୍ରେ ବିଜୟ ହାସଲ କରିଛି ଲକ୍ଷ୍ନୌ। ଏହି ମ୍ୟାଚ୍ ଦୁଇ ଟିମ୍ ପାଇଁ ଗୁରୁତ୍ୱପୁର୍ଣ୍ଣ ଥିବା ବେଳେ ବାଜି ମାରି ନେଇଛି ଲକ୍ଷ୍ନୌ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍ ଲକ୍ଷ୍ନୌ ଆଗରେ ୧୮୩ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ଟିମ୍ ୩ ଉଇକେଟ୍ ହରାଇ ହାସଲ କରି ନେଇଥିଲା। ଲକ୍ଷ୍ନୌ ପାଇଁ ପ୍ରେରକ ମଙ୍କଡ଼ ସର୍ବାଧିକ ରନ୍ ସ୍କୋର କରିଥିବା ବେଳେ […]
Continue Reading
