ମୋଦୀ-ନବୀନ ସାକ୍ଷାତ: ୨୦୨୪ରେ ଏକାକୀ ଲଢ଼ିବ BJD, ମୁଖ୍ୟମନ୍ତ୍ରୀ ରଖିଲେ ୪ଟି ଦାବି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ଆଜି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସାରା ଦେଶରେ ଏବେ ନିର୍ବାଚନୀ ବାତାବରଣ ଜାରି ରହିଥିବା ବେଳେ ଏହି ଅବସରରେ ଏହି ଦୁଇ ହେଭିୱେଟ ନେତାଙ୍କ ସାକ୍ଷାତ ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଅବସରରେ ନବୀନ ୪ଟି ଦାବି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨୦୨୪ […]

Continue Reading

ଓଡିଶାରେ ମେ’ ୧୩ ତାରିଖରୁ ଲାଗିବ ନିଆଁ: ଅନୁଭୂତ ହେବ ଅସ୍ୱାଭାବିକ ପାଣିପାଗ

ଭୁବନେଶ୍ୱର: ସାରା ଓଡିଶାରେ ବଢିବାକୁ ଯାଉଛି ସୂର୍ଯ୍ୟଦେବଙ୍କ କୋପ । ମେ’ ୧୩ ତାରିଖରୁ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ପାଣିପାଗ । ୧୩ ତାରିଖରୁ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହି ପରିସ୍ଥିତି । ଆସନ୍ତା ୧୩ ତାରିଖ ପରେ ପୁଣି ଥରେ ରାଜ୍ୟରେ ତାତି ବଢିବା ନେଇ ସୂଚନା ମିଳିଛି । ଏ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ […]

Continue Reading

ରିଲିଜର ୬ ଦିନ ପରେ ଶିବ ତାଣ୍ଡବ ପଢିଲେ ‘ଦ କେରଳ ଷ୍ଟୋରି’ର ଫାତିମା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରି’ ପୁରା ଦେଶରେ ଏବେ ଚର୍ଚ୍ଚାରେ ରହିଛି । ଏହି ଫଲ୍ମ ଗତ ସପ୍ତାହରେ ସିନେମା ହଲରେ ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକଙ୍କ ପ୍ରଶଂସା ବେଶ ସାଉଁଟିଛି । ଫିଲ୍ମରେ ଅଦା ଶର୍ମାଙ୍କ ଆକ୍ଟିଂକୁ ବି ବେଶ ପ୍ରଶଂସା ମିଳିଛି । ଅଦା ଶର୍ମାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ‘ଦ କେରଲା ଷ୍ଟୋରି’ରେ ଅଦା ଶର୍ମା ଫାତିମା ଭୂମିକାରେ ଅଭିନୟ […]

Continue Reading

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ; ମେଡିକାଲ କଲେଜରେ ୫% ସଂରକ୍ଷଣ !

ନୂଆଦିଲ୍ଲୀ : ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି ଅଭିଭାବକ । ସେମାନଙ୍କ ପିଲାମାନଙ୍କୁ ବଡ ବଡ ବେସରକାରୀ ସ୍କୁଲରେ ପାଠ ପଢାଇବାକୁ ଉଚିତ୍ ମନେ କରୁଛନ୍ତି । ଏସବୁ ମଧ୍ୟରେ ପୁଣି ଛାତ୍ରଛାତୀଙ୍କୁ ସରକାରୀ ମୁହାଁ କରିବା ପାଇଁ ସରକାର ବିିଭିନ୍ନ ପ୍ରକାର ନିୟମ ଏବଂ ବ୍ୟବସ୍ଥା ଆରମ୍ଭ କଲେଣି । ଛାତ୍ରଛାତ୍ରୀଙ୍କୁ ନୂଆ ଉପହାର ଦେଇଛନ୍ତି ସରକାର । ସରକାରୀ ସ୍କୁଲ ରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲରେ ୫% ସଂରକ୍ଷଣ କରାଯିବ ବୋଲି ରାଜ୍ୟସରକାର […]

Continue Reading

ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଏସଆରସିଙ୍କ ବୈଠକ, ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସମୀକ୍ଷା ବୈଠକ କରିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୪ରୁ ୫ ଦିନ ଯାଏ ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ପ୍ରଭାହ ଅନୁଭୂତ ହେବ । ପୂର୍ବାନୁମାନ ଅନୁସାରେ, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼଼ […]

Continue Reading

ଆଜି PlayOff ପାଇଁ ଲଢିବେ ରାଣା-ସାମସନ୍: ଟପ୍-୪ରେ ସ୍ଥାନ ପାଇବା ପାଇଁ ହେବ କଡା ଟକ୍କର

ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୩ରେ ହେବ ଏକ କଡା ମୁକାବିଲା । ପ୍ଲେ-ଅଫ୍ ର ଟପ୍ ୪ ତାଲିକାରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ଦୁଇ ଶକ୍ତିଶାଳୀ ଟିମ୍ । ଏହି ହାଇ ଭୋଲ୍ଟେଜ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ଯୁବ ଅଧିନାୟକ ନିତିଶ ରାଣା ଏବଂ ସଞ୍ଜୁ ସାମସନ୍ । ଆଇପିଏଲରେ ଦୁଇଥର ଚମ୍ପିଆନ ମୁକୁଟ ପିନ୍ଧିଥିବା କୋଲକାତା ନାଇଟ ରାଇଡର୍ସ ଆଜି ପ୍ରଥମ ଚମ୍ପିଆନ ରାଜସ୍ଥାନ ରୋୟଲ୍ସକୁ ଭେଟିବ । ଉଭୟ ଦଳ […]

Continue Reading

ରାସ୍ତା ତଳକୁ ଖସି ପଡିଲା ଟ୍ରକ୍ଟର; ତଳେ ଚାପି ହୋଇଗଲେ ଦୁଇ ଭାଇ

ରାୟଗଡା: ରାୟଗଡା ଜିଲ୍ଲା ଗୁଡାରି ଥାନା ମଶାରିଗୁଡା ନିକଟରେ ଘଟିଛି ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟ ବୋଝେଇ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ସଂମ୍ପର୍କୀୟ ଦୁଇ ଭାଇ ବୋଲି ଜଣାପଡିଛି। ସେମାନଙ୍କ ଘର କୋଲନରା ବ୍ଲକ୍ ରୋବାଡି ଗ୍ରାମରେ । ସେମାନଖଙ୍କ ନାଁ ସନ୍ତୋଷ କୁମୁରିକ ଓ ଶ୍ୟାମ କୁମୁରିକ ବୋଲି ଜଣାପଡିଛି । ଟ୍ରାକ୍ଟରଟି […]

Continue Reading

ଝାରସୁଗୁଡା ବିଧାନସଭା ଆସନ ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଶେଷ: ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨% ମତଦାନ

ଝାରସୁଗୁଡ଼ା: ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ଝାରସୁଗୁଡା ବିଧାନସଭା ଆସନ ଉପ-ନିର୍ବାଚନ। ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୧ ସୁଦ୍ଧା ୪୨.୨୬ ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଦିନ ୩ଟା ସୁଦ୍ଧା ୬୨,୪୧୯ ଜଣ ପୁରୁଷ […]

Continue Reading

ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି: ଆଇଏମଡି

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ଲଘୁଚାପ ଆଜି ରାତିରେ ବାତ୍ୟାରେ ପରିଣତ ହେବ । ଏହା ପରେ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ । ତେବେ ଓଡ଼ିଶା ଉପରେ ଆସୁଥିବା ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ବାତ୍ୟା ପ୍ରଭାବରେ ଓଡ଼ିଶାରେ ପବନ କିମ୍ବା ବର୍ଷା ହେବ ନାହିଁ । ଗଭୀର ଅବପାତଟି ଆଜି […]

Continue Reading

୨୦୨୪ ନିର୍ବାଚନରେ ମୁଁ ଓଡ଼ିଶାରୁ ଲଢ଼ିବି: ଧର୍ମେନ୍ଦ୍ର

ଭୁବନେଶ୍ୱର:  ଆସନ୍ତାବର୍ଷ ସାରା ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାରେ ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ଦଳମାନେ ଅଧିକ ସିଟ୍ ଅକ୍ତିଆର କରିବା ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏପରିକି ବିଜେଡି, ବିଜେପି ଓ କଂଗ୍ରେସ ନିକଟରେ ନିଜ ସଂଗଠନକୁ ସଜାଡ଼ିବା ସହ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ରାଜ୍ୟର କିଛି ଜିଲ୍ଲାରେ ଇଭିଏମ୍ ମେଶିନ୍ ପହଞ୍ଚିଥିବାର ଦେଖାଯାଉଛି । […]

Continue Reading